ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୩୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୭୬ ରଗ– ମୁଖାରୀ ପଟଢାଳ ହେମ ହରଣୀ, ଧୀରେ ଧାମନ୍ତେ ସୁନ୍ଦର ଧର ୀ । ଧରୁ ଧରୁ କରୁ ମୃଗ ପଲାଉଛୁ ଗୋଡ଼ାଇଛନ୍ତି ରଘୁମଣି ॥ କେତେବେଳେ ମୃଗ ଦୃଷ୍ଟି କ ନ ଦିଶେ କେତେବେଲେ ଦୃଷ୍ଟି ଗୋଚର । କେତେବେଲେ ଦୂରେ କେତେବେଳେ ପାଶେ ଘୁମଙ୍କୁ ହେଲ ଅଗୋଚର ॥ ସମଙ୍କୁ ବହୁତ ଦୂରେ ଘେନଗଳ୍ପ ଗଳ୍ପ ଅଦୃଶ୍ୟ ହୋଇ କାହଁ । ଫୁଟିଣ ଗ୍ରାମ ତରୁଭଲେ ବସନ୍ତେ ପୁଣି ଗୁମୁରେ ହେଲ୍ ସାଇ ମାଈକୁ ବୋଈ ମନରେ ବରଣ କୋଦଣ୍ଡରେ କଣ୍ଡ ସନ୍ଧଲେ । ବଜ୍ରାଘାନ୍ତ ପ୍ରାୟ ଶବଦ ଶୁଭମ୍ ଯେତେବେଲେ ଶର ବନ୍ଧଲେ ॥ ଲକ୍ଷ୍ମଣ ସିଂହ ସୌଭ ସାହି ବୋଲିଣ ଗ୍ରାମ ସ୍ଵରେ ୩ ଉଚ୍ଚ ଡାକଳ୍ପ ? ମୃଗ ଦେହ ଗୁଡ଼ ନିଜ ଭନ୍ତୁ ଧଣ୍ଡ ପ୍ରାଣ ହାର୍ ଭଲେ ପଡ଼ଲ୍ । ଦେଖି ଗ୍ରାମଚନ୍ଦ୍ର ଚକର ହୋଇଣ୍ଡ ବୋଲ୍ଡନ୍ତି ହେଲ ପରମାଦ । ମୃଗ ଦେଖି ଗୁଡ଼ ଅସୁର ଦେହରେ କଳ କୁଣ୍ଡଲ ଅଙ୍ଗଦ । ଏ ବାଣୀ ଶୁଣି ଆମ୍ଭର ପ୍ରାସ୍ତୁ ମଣି ଆସଇ ନ ପୁର୍ଣ ଲକ୍ଷ୍ମଣ ଗୁଡ଼ ଅଇଲେ ସୀଭାଙ୍କୁ ନ ପାଇବ କି ବୋଇଲ୍ ଦୁଷ୍ଟ ଦାରୁଣ । ଏହା ବିରୁରରେ ବାମ ଭୁଜ ବାମ ନୟନ ତାଙ୍କର ୱ ଈଲ । ବୋଲେ ବଶି ଗୁମ ପଛରେ ଗୋଡ଼ାଇ ଶୃଗାଲ ୪ ଘୋର ଧ୍ବନ କଲ୍ । ଘଗ—— —ମଧୁକେରୀ ପଶ୍ଚାତାଳ ଲକ୍ଷ୍ମଣ ସାହି ଜାନଙ୍କ ବାହି ଦାଣୀ ଶୁଣିଣ ଭରୁଣୀ ମଣି । ଚଳ ହୋଇ ଠାକୁର ବୋଲନ୍ତି ତୁମ୍ଭ ଡ୍ରାଭଙ୍କର ବା ହେ । ଲକ୍ଷ୍ମଣ, ଧୂପରି ପଡ଼ଲ୍ ହେ ୫ । ଏହା ଶୁଣି ମୋର ସବଂ ଅବରୁ ଖବନ ଗୁଡ଼ିଲ ହେ ॥ ୧ -ଦୃଷ୍ଟି ଅଗୋଚର ପୋଅପାଠ, ୨-ଜାନଙ୍କ ପୋଥପାଠ, ୩-ଉଞ୍ଚସ୍ତରେ ପୋଥ ପାଠ, ୪-ଶ୍ରୀକାଲ ପୋଥପାଠ, ୫-ପ୍ରଭୁଙ୍କୁ ବପରି ପଡ଼ଲ ହେ ପୋଥପାଠ ।