ଆରଣ୍ୟକ କାଣ୍ଡ ଅଯୋଧ ଗୁପଣ ଢୋ ବନ୍ଧୁ କଲ ଦୂର ଭୋ, ବନ୍ତୁ କେମନ୍ତେ ହୋଇଥବ ଅନ୍ତଃପୁର ୧ । ହା ହା ମୋ ସାଇ ରେ ଚଲେ ଆସ ଆସ ମୋର ପ୍ରାଣସଖୀ । ପଲାଇ କେଣିକ ଗଳୁ ମୋର ଦୁଃଖ ଦେଖି । ହା ହା ମୋ ମତେ ଗୋ । ପଲକ ଶ୍ଵେଚ୍ଛେଦ ଯୁଗ ପ୍ରାୟ ମଣ୍ଡାଥାଉ । ଭରୁ ଅନ୍ତରରୁ ହୃଦେ ହାର ନ ଯୁଗ । ହା ହା ମୋ ସର୍ଭେ ଗୋ | ସହସ୍ର ମୁଖେ କହିଲେ ନ ସଭ୍ୟ ଗୁଣ ! ସମସ୍ତ ଗୁଣମାନଙ୍କ ଅଡ଼୍ ରୁ ନପୁଣ । ବା ହା ମୋ ସୌଭେ ଗୋ | ଭରୁରେ ଲଜା ଦେଖିଲେ ଦେଖାଇ ସେ ବେଉ । ବାଡ଼ ଲକାରେ ତନ୍ତୁ ଭଡ଼ ସୁଖ ପାଉ । ହା ହା ମୋ ସାଜେ ଗୋ ଭୋ ଥଲ୍କୁ ପର୍ଶୁଶାଲୀ ଦଶୁଥିଲ୍ ଶୋଭ । ସେ ଶୋଇ କେଣିକ ଯାଇ ଦଶୁଦ୍ଧ ଅଶୋଇ । ହା ହା ମୋ ନାଁରେ ଗୋ | ଏ ମୃଗ ଶାବକ ସଙ୍ଗେ ରଙ୍ଗେ ଖେଳୁଥାଉ । କର୍ ଶାବକ ଧରଣ ଦେଲେ ସୁଖ ପାଉ । ହା ହା ମୋ ସୌଭେ ଗୋ | ଲକ୍ଷ୍ମଣ ବହୁତ ଭହି ପ୍ରବୋଧ କରନ୍ତି । ବୋଲେ ବଣି ଗ୍ରାମଚନ୍ଦ୍ର ବୋଲି ନ ଘେନନ୍ତ ୨ । ହା ହା ମୋ ଗାଁଜେ ଗୋ ୧-ଭୋ ବରୁ କେମନ୍ତେ ମୁଁ ହୋଇବ ଅନ୍ତର ପୋଥପାଠ ୨-ବୋଲେ ଗ୍ରାମଚନ୍ଦ୍ର ମୋର ବୋଲ ନ ଘେନନ୍ଧ୍ର – ପୁ ସ୍ତକ ପାଠ । ୮୬
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୪୯
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ