ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୦୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭୭
ବିଦଗ୍ଧ ଚିନ୍ତାମଣି

ବଦ-ନ୍ତାମଣି । ସବୁ କହବା ବଧ ସଖୀପଣ ଗୁଣ ଦେଖା ଗଲ ନାହିଁ କରୁ । ପାଖେ ଥାଉଁ ଥାଉଁ ରଧା ଏ ଦୁଖ ପାଉଛି । । ଆଜନମ ସୁକୁମାର୍ ଏ ଦଣ୍ଡ ଯୋଗ୍ୟ କି । ରମାବର ଚନ୍ଦ୍ର ମାର ଅଶ୍ଚିମକୁମାର । ପୁରନ୍ଦର କୁମାର ଡ ମୋହବା ଇତର । ଆଉ କାହିଁ ଦେଲ ମତ । ପ୍ରୀତକ ଅନରୂପ କେ ଅଛୁ ଏ ଧରହୀ । ୯ । ମିଳେ ବୋଇଲେ, ବାମନ ଚନ୍ଦ୍ରଧର ଆଶ । କରିବାରୁ କଶୋର ପାଉଛୁ ଏବେ କ୍ଳେଶ। କ କହିବା ସେ ଚରିତ | କଉଁ କଥା ନୁହଇ ଗୋ ଦଇବ ଆୟୁତ | ୧୬ | ମୁଁ ବୋଇଲ, ବନେ ଯେବେ ଫୁ୪ଇ ସୁମନ । ମଧୁପକୁ ଲୁଚଇ କି ଏକଥା ନ ଘେନ । ୭୭ ୮ । ଛି, the ପରିପର କଲ ମୋତେ । ଜାଣି ନ ଥୁଲ ଅନ୍ତର ଏତେ ଅଛୁ ଚେଷ୍ । ୧୧ । ନଗନାମଣି ପାଉଛୁ ଏ ଜାଭ ବେଦନ | ଧୁକ ଧୂକ ମୋହର ଜୀବନ ଯାଉ କନା । କେହି ହେଲ ଏ ଜଣା ହୋଇଲେ କାମନା । ମଣାଇଁ ସୃଷ୍ଟି ଯୁବାଙ୍କୁ ପାରଇଁ ମୁଁ” ସିନା । ୧୨ । ଏ ପଛ ଦେଖି କରୁଛୁ ମନେ ଅନୁମାନ । ନନ୍ଦନନ୍ଦନକୁ ରଧା ବଳାଇଛୁ ମନ । ଗୋଚର । ଅଭଗ୍ୟ ନୁହଇଁ ଢ ତାଙ୍କୁ ଲଭକାର । ୧୩ । ଅନ୍ତରୁ ଯାହାଙ୍କୁ ଦେଖି ହୋଇବ ମୋହନ । କଉ ସୁଖ ପାରିବ ହର ତାଙ୍କ ମନ । ଗୁଣନ ଭବନ୍ତ । ଗଭୀର ସାଗର ଧୀର ମନ୍ଦର ସଞ୍ଜାତ | ୧୪ | ମହନ୍ତ-ମର୍ଯ୍ୟାଦା-ଧର୍ମଶୀଳ ବଚକ୍ଷଣ । ସେନରୁ ଯାହାଙ୍କ ହୃଦ ପବରୁ କଠିଣ । ଏହା ଶୁଣି ଗୁଣୀମଣି । ମୁଖ ଦିଶିଗଲ ରବଅସ୍ତ-ପଦ୍ମ ଜାଣି । ୧୫ । ବଡ଼ କରି ପକାଇଲ ଗୋଧାଏ ନିଶ୍ଵାସ । ଢଳ ଢଳ ଲୁହ୍ନେ ହେଲ ନନସାରସ । ଦେଖି ଏଜାତି ଗତକ । ଆଶ ସ୍ପଷ ପ୍ରକାଶ ମୁଁ କଲଇଁ ଏଭକ । ୧୭ । ୮– '; ସଖୀଗଣ ଗୁଣ-କ, ଖ, ଚ; ସଖୀପଣ ପୁଣି ଦେଖା ଯାଉନାହିଁ କଛ, ଘ; ୮- ୨ : ପାଶେ ଥାଉ-୪, ୦; ୮–୪ ଏ ଯୋଗ୍ୟ ଦଣ୍ଡ ନଂ-କ, ଗ; ୯ – ୪-ଅନୁରୂପ-୪, ୦; କ ଅଛ-କ, ଖ ଚ ଏ ଜଗଗ-କ ଖ; ୧୨—୧ ଏପର ବେଦନା-୫, ୦; ୧୫୮୧ ମହତ ମର୍ଯ୍ୟାଦା-ଗ, ଘ, ଚ, ୪,୦; ୧୫ – ୨ ପଦରୁ କଠନ-କ, ଚ, ୦; ୧୪—୩ ଗୁଣମଣି-ଗ, ଘ, ଚ, ୪, ୦; ୧୬୨ ଭଲହଲ-ଗ, ଘ, ଚ, ୪, ୦; ୧୬—୩ ଦେଖି ଏପର-୪, O;

D