ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୦୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭୮
ବିଦଗ୍ଧ ଚିନ୍ତାମଣି

୭୮ ଘନବନ୍ଧୁ ଘବଗ୍ରାହୀ ବଦଗ-ଚନ୍ତାମଣି । ନାଗର ସାଗର-ଲୀଳାଲହରୀ ଗୋବନ୍ଦ । ପ୍ରୀତ-ବଚକ୍ଷଣ ନାମ ରସାନନ୍ଦ । । ଅନୁଗତଜନବଶ କୃପାସିନ୍ଧୁ ସେହି । ୧୭ । ଏହା ଶୁଣି ଗଣ୍ଡପାଳ-ସେମାଈ ପୁଲକ । ମୁଖ ଶୋହେ ଉଷାକାଳ ପଙ୍କଜ ପ୍ରାସ୍ଟେକ । କଣ୍ଠି ହୋଇଲ୍ କପୋଳ । ଭୂସନ୍ଧକ ଲୁଚ ଲୁଚ ଯାଏ ବେନ ଡୋଳ | ୧୮ | ଏଇ ଦେଖି ମୁଁ ପରଲ ବୟୋଷ୍ଠୀକ । ମନାଇବା ତାଙ୍କୁ ସୀଉକାର ହେବକ । ଶୁଣି ମୁଖ କର ନଡ । ବୋଲେ ଚୁମ୍ବରେ ସବୁ ଭଗ୍ୟକୁ ପ୍ରାପର । ୧୯ । ଭୁ କହିଲୁ ମାସ କେ କହନ୍ତା ଆଉ ପୁଣି । ମନକଥା କେ କାହାର ପାରଇ କି ଜାଣି । ଯା ଯା ଜାଣିଲ ଜାଣିଲ । କାହାକୁ କି କହୁଛୁ ତୁ, କେ ଏଥକ ଭଳି । ୨୦ । ପ୍ରେମଶୀଳା ଲଜ୍ଜାବଖ ଗାମ୍ଭୀର୍ଯ୍ୟନପୁଣା । ଉକ୍ତଶ୍ଚର୍ଯ୍ୟରୁ ଧଇର୍ଯ୍ୟ ଭା ଗଲ୍ ଜଣା । ସବୁ କହିଲେ ଗୁମୁରେ । ବସ୍ତୁର ମନ ମମତା କେମନ୍ତ ଏହାରେ । ୨୧ । ଚୁମ୍ବନ୍ସରେ ହା ହା କହ ନେନ୍ଦ୍ର ମୁଦ ହରି । ଶ୍ଵାସ ତେଜ ଋଷିଲେ ହା ବନ୍ଧୁ ମର ମତ । ନେବ ମରେ ଜରଜର । ଛନ୍ତି ପଦେଲେ ପୁଣି କହି ତା ସୁନ୍ଦର । ୨୨ । ଶୋଇ ଗୁଣ ଯଶ ଶୁଣି ହୋଇବ କୃତାର୍ଥ । ମୋ ପାପ ଛାପ ନାଶନେ ସେ ମଦନପାର୍ଥ । ଅର୍ଥ ପୁରୁଷାର୍ଥ ସେହି । ତା କଥା ବାହାରେ ମୋତେ ଆନ ଦଶୁନାହିଁ । ୨୩ । ସେ ବିଧାଗୋବିନ୍ଦିଷୁବ ମନେ କରି ଧାନ । ଘନ ଅଭିମନ୍ୟୁ ସାବ କି ସବୁ ଦିନ । ଦ୍ରବ୍ୟ ସୂକ୍ଷ୍ମ ଅଳଙ୍କାର । ଏ ସୁନ୍ଦରେ କରୁ ଅଛୁ ସୁଜନେ ବର । ୨୫ | ଅନମ ନମ ଏ ଗ୍ରୁନ୍ଦ ବରଚନା । ଆର ଗ୍ରୁହେ ଶୁଣିମା ହେ ସୁଷମା ବନା । କୋଷ ହୋଇବେ ରସିକେ । ଗ୍ରାହକ ବନା କ ଗମ୍ୟ ରସ ଅଭିବେଳେ । ୨୫ । ୧୮---୪ ର ସନ୍ଧକ ଋତ ଯାଏ ଭାରି ବେନ ଭୋଲ-କ, ଖ; ୧୯—୨ ମନାଇବ ତାଙ୍କୁ ୪, ୦; ଏଥୁଳ ଭଳିଘ, ଚ; କାହାଲ ରୁ କହୁଅଛୁ ୨୦—୪ କାବୁକୁ ରୁ କହୁଛୁ କି କ କେ ଏକ ଉଚ୍ଚ-ଗ: ୨୨ ୧ ହା ହା କର-୫, ୦: ୨୪ – ୧ ରଧା ଗୋକ୍ରନ୍ଦଙ୍କ ଉ୫, ୦;

ସେ ରଧା ମାଧବ ସଭ୍-କ, ଖଡ୍ଗ ୨ – ୧ ଅନୟମ ନମେଘ, ୪, ୦;