ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୦୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭୯
ବିଦଗ୍ଧ ଚିନ୍ତାମଣି

ସପ୍ତ ବଂଶ ଛାନ୍ଦ। କୃଷ୍ଣଙ୍କ ଛାମୁରେ କଶୋରୀ ଶୋଭା ଦୂତୀ କଥନ । ବ ପୂଟାନୁପ୍ରାସ । ରଗ—ରସକୋଇଲା । ଦରଜବନ୍ଧ ରଜବନ୍ଧ ହେ ପସ୍ତର ଯାହା । ଈଶ୍ଵମଧ୍ୟରେ କେ କହବ ତାହା । ବଞ୍ଚିବା ପାଇଁ କ ଯା ଶୋଇ ଗୁଣ । ବଣ୍ଟକ ସ୍ତ୍ରମୁଖ ଘ୪ଣ ସେ । ବାମଦେବ ପଞ୍ଚାନନ ଯେ । ବାହୂଳେ ଋଭୁଆନନେ ଗାୟନ କରୁଛନ୍ତି ପ୍ରତିଦିନ ଯେ । ୧। ବିଶେଷ ବଦନ ଶେଷ ହୋଇଲେ । ବଣ୍ଠମୋସ ଗୁଣ ବର୍ଣ୍ଣିମା ଛଳେ । ‘ ବଦନେ କରୁ ହେଲ ଲଳାନ୍ତ୍ରିତ । ବର୍ଜନେ ୱେଭେ ଦ୍ବିଜହା ହେଲେ ତ ସେ । ଦଶ ଶୋଦ୍ଭଗୁଣେ ହୋଇ ଯେ । ବସ୍ତୁର ଚକ୍ଷୁଶବ ହୋଇଗଲେ ସେ ସୁଖ ଆସ୍ବାଦନ ପାଇ ଯେ । ୨ । ବନାକ ବନ୍ଧ ତୁଣ୍ଡ ହୋଇଲେ । ବିଗତି ଲବ ବର୍ଷି ନପାଈଲେ । ଚର କବ ଏକଦୃଷ୍ଟି ହେଲେ । ବାଚସ୍ପତ ଗଣା ଗଛକେ ଗଲେ ସେ । ଵକ୍ରମେ ସାରଦା ମନେ ଯେ । ବାଣୀ ସ୍ବରୂପ ହେଲେ ନନ୍ଦାବଚନ ପଇ ଅଖିଳବଦନେ ଯେ । ୩ । ବଡ଼ଦିରୂପ ଧଇଲେ ଗଉଈ । ବଲ ନ ପାର୍ ସୁଷମାରେ ହାର । ଈଧୁଶେଖର-ଶରୀରେ ଲୁଚଲେ । ବହି ଧବଳ ଅଙ୍ଗୀ ଭବଗଲେ ସେ । ବା ଡ଼ା ପାଇ ଅପ୍ସନଧୁ ଯେ । ବନକ ଦର ଆଦିରୂପ ଧର ଭ ରହିଲେ ପଦ ଆସି ବଷ୍ଣ ସାରଣୀ ସପନୀ ଡରେ । ବାସକଲେ ଗୁଣୀମଣି ବଡ଼ କେ ଆଉ ବ୍ରହ୍ମାଣ୍ଡ ମଣ୍ଡଳେ | ବଲକ୍ଷ ହେବ ସେ ଶୋଭକୁ ତିଳେ ସେ। ବାସବ ଦେଖି ଭଲଲେ ଯେ । ବଜନଙ୍କର ବୋଧହିଁ ସେ ବର, ଗଉତମ ଭଲ କଲେ ଯେ । ୫ । ଯେ । ୪ । ଅଙ୍ଗରେ । ୧–୪ ଘନ୫, ୦; ୨ – ୨ ବଞ୍ଚିବା ଛଳେ-କ, ଖ, ଗ, ଘ, ୫, ୦; ୨ – ୩ ବର୍ଷନ କରୁ 0. ୪, ୦; ଲ୍ୟ-ଗ, ଚ; ୬ – * ବର୍ତ୍ତନ ଲେଭ-କ, ଖ, ୪; ବର୍ତ୍ତନ ଠ; ୩—୨ ବଉ ଉଭ-କ, ଗ; ୩ ୬ ଅଖିଳ ବଚନେ ଯେ-ଘ, ଚ, ୫, ୦: ୪୪ ବିଶ୍ଵ ଧବଳ ଅଙ୍ଗ ଉଗଲେ- ଗ, ଘ; ବହି ଧବଳଅଙ୍ଗେ ୱିଲେ-ଚ; ଦହ ଧବଳ ଅଙ୍ଗୀ ବ୍ରବଗଲେ-କ.ଗ; ବହି ଧବଳ ଅଙ୍ଗ

ଭଗଲେ-୪, ୦