ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୦୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮୦
ବିଦଗ୍ଧ ଚିନ୍ତାମଣି

ବଦଗ-ଚନ୍ତାମଣି । ବଲକ୍ଷ ହେବାକୁ ନାହିତ ସ୍ଥାନ । ବୋଲବାକ ପ୍ରରମ୍ବ ସମାନ । ବିଚେଷ୍ଟା ପରତନ୍ତ୍ର ର ବୋଲବା । ବାତୁଳ ହେଲେ ବା ଭୂଳ କରିବା ସେ । ବର୍ଷ ବସିଲେ ଭା ଗୁଣ ଯେ । ବାଇ-ବଦନେ ବ୍ୟାକରଣ ପଢ଼ିଲେ ହୁଅଇ କିସ ଲକ୍ଷଣ ସେ । ୬ । ବିଶ୍ଵକାନ୍ତସାର ପୀୟୂଷେ ଗୋଲ । ବଧୂ ବନାଇରୁ ଶୋqପିରୁଳୀ । ବରଦସ୍ତ ଟାଙ୍ଗଣାରେ ଝାଳଲ । ବିଚନ ହେମ ରକ୍ଷାଣେ ଶାଣିଲା ସେ । - ବଗ୍ରହ ଲବଣ୍ୟମରେ ଯେ । ବୁଡ଼ାଇ ଥୋଇ ଜୀବନ୍ୟାସ କରରୁ ପର ମୋହନମନ୍ତରେ । ୭ । ବର୍ଷଶଲକ୍ଷଣା ଗୁଣନ ସୁଣା । ଦଣ୍ଡକେରୁ-କେଶକଳା-ପ୍ରଗଣା । ବଧୂ ଅମ୍ଳବଂଶ ଅଳଙ୍କାରର । ବାସ ବଚେଷ୍ଟା ବିଶେଷ ଭଙ୍ଗିର । , ବିଶେଷ କୃପା ନଧାମ ଯେ । - ବରଙ୍ଗୀ ପ୍ରେମ ବଇଭବ ଭଣ୍ଡାର ଶୋଭା- ପ୍ରଶ୍ନ-ବରଧମ ଯେ । ୮। ଦବେଗ ଶାନ୍ତା ସୁଶୀଳା ଅଲଳା । ବିଶେଷ ମଦନଶାସ୍ତ୍ରକୁଶଳା । ବଡ଼ ଭାଇଁଙ୍କ ସୃଜନବସ୍ତଳା । ବାରନଧ୍ୟରୁ ଗମ୍ଭୀର ଛଇଳା ସେ । ବାଳା ସୁଧାସ୍ଵାଦୁ ଘଷି ଯେ । ବରପରସନ୍ତାନମୀ ଆହ୍ଲାଦମୀ ମନ୍ଦଝଶକ-ସୁହାସୀ ଯେ । ୯ । ବସିଲେ କହି ତାହା ଗୁଣଲେଶ । ବସ ଶେଷର ହୋଇବ ଶେଷ । ବଗତ ହୋଇଗଲେ ତନକାଳ । ବଞ୍ଚିବା ଭଲ କେ ବା ପାଦଦଳ ସେ । ବୋଲୁଛୁ ଯେତେକ ମୁହଁ ଯେ । ବୋଲନ୍ତି ସୁଧାକୁ ସ୍ବାଦୁ ଯଥା ଜନେ ତଥା ଏ କଥାକୁ କହି ଯେ । ୧୦ । ବରଙ୍ଗୀ-ମଉଳମୁକୁ । ବ୍ରହ୍ମାଣ୍ଡଘଣ୍ଡର ସାର ପ୍ରକଳ୍ପ । ବୋଲବାକୁ ମୁଖ ଲ ପାଉଛୁ । ବର ଉପମ'କୁ କରୁରୁ ରୁ କ୍ଷୁ ସେ । ବରସବଦନ ଆଣି ଯେ । ବଥୁଁ ବନଜ ଦର୍ପଣ ପଣ ପଣ ହେଲେ ପାରିବେକ ଆଣି ଯେ । ୧୧ । ଦଳୀ ଚଳ ଗାଲ ଦେଲ ଘଷାକୁ । ବୋଲବା କ ସୁଧା ସ୍ଵାଦୁ ଲକ୍ଷକୁ । ବକଳ କଳ ଭୁଳ ଗଣାବାଣୀ । ବନ୍ଧୁହ କଲେ କ ପିକରେ ଗଣି ସେ । ବରହ କାଳରେ ଅବା ଯେ । ବରବରନା ବରନକୁ ଉପମା କନକ ଚମ୍ପିକ ଦେବା ଯେ । ୧୬ । ୬ -- ୩ବର ୩୧-୪, ୦; ୯ – ୧ ଦ୩ ଶାନ୍ତ —ଘ, , ୦; ବିଶେଷକ, ଖ, ଗ, ଘ; କାଲି ସୁଧା ସ୍ଵାଦୁ ସ୍ପଷ, କ, ୯୦ – ୨ ବୟସ ଶେଷରେ-୫, ୦; ବରଙ୍ଗୀକୂଳ-ଗ, ଘ ୯ – ୨ ଦଶେଷ; କ, ଖ, ଗ, ସ; ୯୮୪ ତାରନରୁଦ, ଚ; ଗମ୍ଭୀର-କ, ଖ; ବରଙ୍ଗୀସାର-କ, ଖ; ୧୨ – ୩ ବିକଳ କଲ ତୁଳାଗଣାବାଣୀ-୦ ଅପ;

218