ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୧୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୫
ବିଦଗ୍ଧ ଚିନ୍ତାମଣି

ବନ୍ଦ-ନ୍ତାମଣି । ପାଣି ନେଲ ୯୪ କରି କୁଚ କଳଶୀରେ ଭରି ପାଳନା କଲ କ ହାସାଗୃଢଦାନରେ । ସ୍ନେହ ଲଜ ସଂଭ୍ରମ ମିଶା । ସମ୍ଭାବନା କଲ ପରି ଉଠିଲ ପୋଷା । ୩୯ । h aନ ପୁକ ଅକ ମୀନ ଛକ ଝକ ନାକପଠିମା ଲଜେ ସୋରୁ ଲପନ | ୫୪ କଞ୍ଜ କୁଚ ୪ଙ୍କ- ତାଙ୍କାଳଷରେ ବନ୍ଦାପନା ବଧାନ । କର ବରଣକୁ ମନାସି । ବରବରନା କ ହେଲ୍ ସେବାଭିଳାଷୀ | ୪ | ବଗ୍ଧରଇ ଏ ସୁନ୍ଦର— ସୃଷ୍ଟିସାର ପୁରନ୍ଦର ଭଗ୍ୟ ମାନ୍ଧ କେତେ ଏ ଦର୍ଶନ ହେବାକୁ । ଥରେ ଦେଇ କ ପ୍ରକ୪ ଅଦେହ ର ଫୁଲଧନୁ ନସ୍ନାନ ସୁକୃତ ପଣ ନତ ବାଣ ଦ୍ଵିଗୁଣରେ ଲେଖି ଦେବାକୁ । ବଳେ ଯାହା ଶୁଝିଲ ଆଜ । ୩ନ ଦେଖି କୃପା ଶଶୀ ଚବର୍ଷ ଭଲକ୍ଷ ମିନ୍ଦ କୁମାରକୁ ମାର ଆନନ ବଧୂ ନେଇଥୁଲ ଋଣ ଚନ୍ତାମଣି ମୁର୍ତ୍ତି ବର କଲେ କି ଦେବଗୁଳ । ୪୯ । ପୁରନ୍ଦର ସହସ୍ରାକ୍ଷ ନାହିଁ । ଦେହବନ୍ତ ଫୁଲଧନୁ ଥିଲେ ଗୁଇ ରୁଜ କେବା କରନ୍ତି ବୋଲଣ୍ଡ । ଯାତ ବରଦ ନୋହଇ ବୋଲବ କେହ ମାନ ଅନ୍ତର ନୁହଇ ଶୁଣା ଅଛଇ । ସେ ହୋଇଥିଲେ କୁମାର କାହିଁ । କଠୋର ଅପ । ୪ । ବଗଜ ବିଜୟ ନାହିଁ ଲଜେ ରହନ୍ତା କି ମାର ଦରଶନେ କୋଗୁଣେ ପ୍ରଭୁ ବହଇ । ବନାଶନେ ଅଦରକୁ । ଶ୍ରୀଭୂଜରେ ବହିଥାନ୍ତେ ଅର ଦରକୁ । ୪୩ | ପଞ୍ଚଶର ପଞ୍ଚଶର ଶୃଙ୍ଗାର-ରସ ନକର ପ୍ରେମ ଭବ ମଦନ ମାଦକ ପୀୟୁଷ । କେଶ କଳା ଭଙ୍ଗି ଲୀଳା ଲବଣ୍ୟ ମାଧ ମିଳା । ମିଳ ଜନମିନ୍ଧୁ କ ସୁଷମା ପୁରୁଷ PROCO ଦଶ ମାନସରେ ମନାସେ । ଜୀବ କି ପରମେ ମନ ପୁରୁଷେ ମିଶେ । ୪୪ । ro~ କଞ୍ଜ ୪୫ ୦; ୧-୨ ଗସ୍ତ୍ୟ ମୋ କେତେ କଏ ଦର୍ଶନ ହେଠାଇ-୪; O, ଅପ; ୪୧ —୪ ବାଣୀ ବିଗୁଣରେ-କ, ଖ; ୪୨୮୨ ଅନନ

ନୋହ-କ ଖ; ୪— ପଦ୍ମ ୫, ୦ ରେ ଅପପାଠ;