ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୨୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୯୬
ବିଦଗ୍ଧ ଚିନ୍ତାମଣି

୯୨ କଦଗ-ନ୍ତାମଣି ଏକାଳରେ ଯୋଡ଼ ପାଣି ରସିକମୁକୁଣ ମଣି କଲେ । ବଳେ ହୋଇଲ ଏଣିକ ୧୯ ସାହ ବନ୍ଧୁ କର ବୋଲ ବନ ସୁଷମା ଧନରେ ବ୍ଳକ ଊଣା କାହାକୁ ବସ୍ତ୍ର ବାଧ୍ୟ ହୋଇଲେ । ଦୟାନଧୁ ଦାସବସ୍ଥଳ | ଅନା ବାନା ଉଡ଼ି ଲେକେ ସୁପ୍ରେମଶୀଳା । ୪୫ । କଳ୍ପଲତା କି କୃପଣ କରୁନାହୁଁ ପ୍ରଭୁପଣ - ଶ୍ରୀଅଙ୍ଗ ସେବା ସମର୍ପି ପରଖ ଧୀର । ସେବା ଅଯୋଗ୍ୟ ସେବକେ ଵର କର୍ ବିବେକେ ଅଧରମୃତ ଦାନରେ ପାଳନ୍ତ ପସ । ପାଇକି ମୁଁ ଶ୍ରୀ ପଦକରେ । କୃତାର୍ଥ ହେଲନ ଛୁଇଁ ଶ୍ରୀପଦ କରେ । ୪ । ତନୁଜା ଅନୁଜା ତୁ କ କାମ ନୋହଲେ କାହିଁ । ଗୃହ ଲଢ଼ୁ ଶବ୍ଦ ମାଈ ସାର୍ ଦେଉଛୁ । ନିଦ୍ରାଳସେ ନେ କବା ସୁଧା ଅନୁରଗ ମିଶା କରେ ଚଳବାରୁ ସ୍କୁଲ ଖବ ନ ଯାଇଅଛୁ । ମୋର ବୋଲ, ସ୍ଵୀକାର କର । ତନୁ ଦାନରେ ପାଇବ ଅଭବର । ୪୭ । ରସିକ ବନସ୍ତୁ ବଧୂ ବଢ଼ାଇ ଆନନ୍ଦସିନ୍ଧୁ ଧଇର୍ଯ୍ୟ ଲକଖରକୁ ବୁଡ଼ାଇ ଦେଲା । ବଳେ ବଢ଼ି ଆସେ ମୁଦ ନୟନ ହାସ କୁମୁଦ ରାହା ପ୍ରସନ୍ନ ପୀୟୁଷ ସ୍ନାନ ପର୍ ଦଶିଳ୍ପ । ହରି ହର ଗୁକ ଦେଖି । ମୁକତରୁ ବଡ଼ ଲଭ୍ ଥୁଲ ର ଲକ୍ଷି । ୪୮ | କୋଳ କର ବେଣୁଧର ଜାଣି ହେଲ ଅଙ୍ଗୀକାର ପଲ୍ୟଙ୍କଅଙ୍କରେ ବସି ବସାଇ କୋଳେ | ବାମ କର ଦେଇ ବୁକେ ଦକ୍ଷିଣ କର ତରୁକେ ଶ୍ରୀମୁଖ ଦେଖା ବସ୍ତ୍ରରେ ମୁଦକା ଦେଲେ । ଗାନ୍ଧବୀଙ୍କ ଗୁଡିକ ଭଲ । କୃଷ୍ଣ କଣ୍ଠେ ଦେଇ ବାଳୀ ରତନମାଳୀ । ୩୯ । ବଧୂ ବଧୂଲ-ଅଧର ମଧୁ ମଧୁର ଭଣ୍ଡାର ଦୁର୍ଲଭ ଲେଭରେ ହର୍ ଚୁମ୍ବ ବା ବେଳେ | ଯୋଗମାୟା ମାୟା ଦୂର କଲେ ହୋଇଲେ ଅନ୍ତର ହରି କର ହରିଙ୍କି ସ୍ବସ୍ଥାନେ ରଖିଲେ । ଶବ୍ଦକୋଷ୍ଠ ପଡ଼ କୁଳିଶ । କାହାକୁହଁ ଦିନେ ନୋହୂ ଏକାଷ କ୍ଳେଶ । ୫୦ । DOR BO ୪୫—୪ ବଧ ହୋଇଲେ-ଗ, ଘ, ଚ; ୫, ୦, ୪୪ –୬ ସପ୍ରେମଣୀଳା-କ, ଗ; ୪୭ – ୧ ଅନୁଚ୍ଛା ନକ-୪, ୦; ୪୮– ୨ ଧଇର୍ଯ୍ୟ ବର୍ଗର ଲୁଲକୁ କ, ଖ; ୮-୫ ହର

ଗ୍ରୀକ-୪, ୦; ୫୦—୩, O; ଅପ;