ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୨୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୦୦
ବିଦଗ୍ଧ ଚିନ୍ତାମଣି

ବିଦଗ୍ଧ ଚିନ୍ତାମଣି । ଧନଣ୍ଡା ନଷ୍ଠା କରି ବୋଇଲ ରୁହ । ନ ବସ୍ତୁର ପସ୍ତୁର କାହିଁ କି ସହ ଗୋ । ଅନା ଅନାମିକାରେ ମୁଦ ସନ୍ତକ । ମଳ କମଳି ବାସ କେଡ଼େ ମାଦକ ଗୋ |ଏnæ ତାମ୍ବୁଳ ବୋଳ ଗଣ୍ଡ ଚୁମ୍ବନେ ଝଲ । ହେମ ଆଳବାଳେ କି ଘଗକନ୍ଦଳୀ ଗୋ । ଦ୍ବିଜପୂଜନେ ଶୋଇ ଔଷ୍ଠ ଅରୁଣ । ପ୍ରକ୪ ୩୫ଭେଦ ପ୍ରବାଳ ଗଣ ଗୋ । ୩୪ । ବର ବରଣ କରି ଦେଇରୁ ହାର । କେହି ଜାଣିମା ହେଲ କ କ ବହାର ଗୋ । ପର କର ନ କହେ ପ୍ରକ୪ ବତ୍ସ । ଆଉ କଥାମାନ ଭ ଗୁପତନିଧି ଗୋ । ୩୫ । ଏବେ ସେ ହୋଇରୁ କ ଆମ୍ବ ମିଳଣି । କାଞ୍ଚି କ କର ମନ ହୋଇବ ଜାଣି ଗୋ ହୋଉ ପରମ ଶୁଭ, ନୋଡ଼ କହିବା । ଲଭର ଭଗୀ ଆମ୍ଭେ ନକ ନୋହିବା ଗୋ । ସଙ୍ଗୀ ଭଙ୍ଗିବଚନେ ଇଙ୍ଗିତଶାଳୀ। ସନ୍ତକ ଅନ୍ତ କଲ ବରସାବଳୀ ଯେ । ନାଥ ଶ୍ରୀହାର ମୁଖ ମୁଦିତ କରେ । ଶିରେ ଉର ଲଗାଏ ମାନ୍ୟ ସ୍ନେହରେ ଯେ ରସିକା ରସି କାନ୍ତମ୍ଭବ ଗୋପନେ I ବ୍ଲଗ ସରଗ ଝଳି ଦେଶ ବଦନେ ଯେ । ଆଶ ନଗଶ ବଳେ ଅଶ୍ରୁ ଜନର । ଧିରେ ଅଧରେ କର୍ମ କୋପ ଘେନି ତ ଯେ ।"୮ ଥରକୁ ଥର ଥର ଜାତ ଅଙ୍ଗରେ । ଭରଙ୍ଗ ରଙ୍ଗ କି ଲବଣ୍ୟସାଗରେ ଯେ । ପୁଲକ ଭୁଲ ଗାନ୍ଧୀ-କ୍ଷେଦରେ ଆଣି । କାମ କ ପ୍ରେମ ଗଜ ଦେଇଛୁ ରୁଣି ଯେ ।୩୯ ରଙ୍ଗ ଦରଙ୍ଗ ଶ୍ଵାସ ଓଷ୍ଠରୁ କଲ । ଅମାପ ଢାପି ରନ୍ ଯନ୍ତ୍ର ହରଲ ଯେ । ଚନ୍ଦ୍ରପନ୍ଧକ କଲ୍ ଧଉଭ ଵେଦ । ଦଗ୍ଧ ଆରମ୍ଭ ଭଙ୍ଗି ଦେଉଛୁ ଖେଦ ଯେ ।୪• | 820 Ma ଦେଖି ସଖୀଏ ମହ ନଣନ୍ଦ ଡରେ । ବାର ବାରଜଗନ୍ଧା ବଥର ଖରେ ଯେ । ହର ହରବେ ଚନ୍ତା ବୋଧ୍ୟ ବୋଇଲେ । ସାର ସାଦନ ଗତକ ଦେଲେ ଯେ । ଇଚ୍ଛା ଚକିତ୍ସା ପ୍ରେମ ବ୍ୟାଧୁ ଯେତେ । ପର ଉପରୁମାନଙ୍କୁ ମିଷେ ଯେ । ସୁମନାକୁ ସୁମନା ଅଜିରୁ ନେଲେ । ଖଣା ପ୍ରମ କରିଗତ ନ କଲେ ଯେ (୪୨) ପ୍ରେମମଞ୍ଜର ସାରା-ପଞ୍ଜିର ଥୁଲ । କ୍ଷଣେ ଈକ୍ଷଣେ ଆଉ ଦେଖା ନ ଗଲେ ଯେ । ସାନ୍ଦ ଚନ୍ଦ୍ର ଆଲୋକ ଆଲେକ କାହିଁ । ଅନ୍ଧ ଗବାକ୍ଷ ଦତ୍ତ ହେବାର ନାହିଁ ଯେ ।୪୩) 9818 କଥା ମାନଙ୍କୁ ୫୦, ୩ – ୨ ନ ବର-ଗ,ଚ, ୩୩ – ୪ଦାସ କେରେ-୪, ୦, ୩୭ – ୪ ନକ ବଢ଼ାଇବା-୪, ୦; ୩୭ – ୨ ଶୋକ ଅନ୍ତର କଲ୍ ଗ, ଘ, ଚ, କ; ରକ୍ଷାଣ ବଳ ୪, ୦:୩୭ – ୨ ମୁଦ୍ରର କରେ ୫ ୦, ୩୮– ୧ ରସିକା ରଖି କ, ଖ, ୩୮–୪ କୋପ କୂଳଭି ୫, ୦:୩୯ – ୩ ପୁଲକ ଭୂଲ୍ୟ-ଖ; ପୁଲକ ଭୁଲ ୫, ୦; ୧୦ – ୧ ଶ୍ଵାସ-କ, ଖ; ୪-୨ ଉମା ପଣ୍ଡା ପରର ଜ୍ଞାନ ହରଲ-୫, ୦; ନୟନ ହଲ-କ, ଖ; ୪୯–୨ ବର କରେ ଗ; ୫୧–୪ କରି କରଗଛକ ରକ୍ଷା ବହିଲେ-କ, ଖ; ୪୨ – ୩ ସୁମନା ବଥୁର କଲେ-କ, ଖଞ୍ଜ ସାଧକ ଅଜିରୁନେଲେ-ଚ ଶେସରୁ–୦, ମାଧବକ ସାଧକ ଅଙ୍ଗରୁ ନେଲେ-ଗ, ଘ ମାଧବ

୪୩ – ୩ ଅଲୋକ ରୁହଁ-କ, ଗ, ୪୩ – ୪ ଗଢ଼ାକ୍ଷବସ୍ଥ-ଗ, ଘ, ଚ;