ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୨୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୦୧
ବିଦଗ୍ଧ ଚିନ୍ତାମଣି

ବିଦଗ-ଚନ୍ତାମଣି । ମନ୍ତ୍ରୀ ପ୍ରେମବର ଫୁଲେ ଗ୍ରହଣ । ଅତୁଲ୍ୟ ଅତୁଖ ଭୂଷଣେ ଭୂଷଣ ଯେ । Qବନା ଢ଼ନା କ କିଶୋଗ ନାହିଁ ପ୍ରବାଦ ଭୂଷା । କେବଳ ପ୍ରକଳଭା ରତନ ଏ ଦଣ୍ଡ ଭଲ । କ କ କରି ନ ପାରେ ବଧାଢା ସନ୍ତାପ ଦଶା ଯେ । ୪ ବଳୀ ଯେ । ହା ହା କହ ସାମନ୍ତସିଂହାର ଜୀବ । ଯା ଯା ବାହାର ଘବ ଶ୍ରୀରଧାତ୍ସବ ରେ ।୪୫| ଦ୍ବାଭ୍ରଂଶ ଛାନ୍ଦ । ଶ୍ରୀ କିଶୋରୀ ସ୍ବପ୍ନାନ୍ତର କନ୍ଦର୍ପାଦନନ୍ଦା ! ବ୍ଲଗ ଚନ୍ତାକାମୋଦ । ଧନା ଶ୍ରୀ ଦଶ । ଘେନ ବେ ) ହେ ସଜ୍ଜନ ମାନସ-ମଜ୍ଜନ ରସିକରଞ୍ଜନ ଗୁନ୍ଦ । ସ୍ଵପନ ପ୍ରସଙ୍ଗ ମନେ ହୋଇ ସଙ୍ଗ ଭଙ୍ଗେ ଯୋଗଭଙ୍ଗି ମୁଦ । ମାର ମାରଣା ବଶେ । ଶିବ ଶିବ ଅହର୍ନିଶି ଘୋଷେ । ୧ । ହେଲେ ସଦା ଶିବ ବୋଲେ ସଦାଶିବ କ କରନ୍ତା ମାର ଗୁର। ନ ଥୁଲର କରିବାର । ଶରଣ କଲା । ୨ । ଜାଭ ଏ ଉଚତ ଚନ୍ତ ଚିତ୍ତରେ ଭଲ । ଅଙ୍ଗ ଅଙ୍ଗନା ଦହ କଲ ଚଷ୍ଟି— । ରଖି ବଡପଣ ନୋହିଲ କୃପଣ ହୋଇଲ ଶଙ୍କର ବୋଲଙ୍କୁ । ବରବରଦ ନୁହ କପାଇଁ । ୩ । ଵଜୟୀ ନିପୁର— କର ଭୂରପତ ବିଜୟୀଗୁଁ କାନ୍ତ ମିତ । ସଙ୍ଗ ଗୁଣ ଏବେ ଖ୍ୟାତ । କାନ୍ତ କାନ୍ତଗୋଷ୍ଠୀର । ଭଲେ କଲେ ସେ ମିଜେ ନ କର । ୪ । ବୋଲେ ହୈମବତୀ ଜଣକୁ ଶଂକର ଦେବ ଦେବ ତୁମ୍ଭେ ଦ ସିପୁର— ହୋଇ ଭୂପପତି ସର୍ବ-ପଣ ତ ଥୁଲ । ବଣ୍ଟନାଥ ସିଦ୍ଧି ହେବ । pop ପୁଣି ରସବତ୍ତ ହେଲେ ବାମଦେବ — ବା ମା ବାମ ଦେବ - ଅମତ ରୁମ୍ଭେ ନ କର । କାନ୍ତ କାନ୍ତବରଦା । ଲେକେ ଲେକେ ପୂଜ୍ୟ ବାମାକୁ କ ପୁରସ୍କାର । ତେଣୁ ସଦା । ୫ ୮. ୪୪ –୯ ପ୍ରେମ ବଲ୍ଲର-ଘ, ଚ; ୧–୧ ହେ ସୁଜନ-ଗ, ୫, ୦; ୧ – ୨ ମୋଦ-କ, ଖ; ୨ – ୯ କ କରିବ-କ, ଖ; ୨– ୨ ଦହକଲେ-ଚ, ୫, ୦; ୩ – ୧ ନୋହଲେ କୃପଣ-ଘ, ଚ; ୩ –୨ ହୋଇଲେ ଶଙ୍କର ଘ, ଚ,କ; ୪୧ କାନ୍ତ ସ୍ଥିର କ, ଖ,ଜ; ୪୮୪ ଲେଶ ମିଭେ ନକର-୫, ୦; ଭଲଭ ଲେଶ ମିତ୍ତେ ନ କର, ଏ ପାଠ ମଧ୍ୟ ଯୁକ୍ତ; ଢିଲେ କଲେ ସେ ମିତ ନକର-କ, ଗ; – ୨

ବାମାଙ୍କୁ ନଛ, ଝ; ଚାମ-୦; ୫ – ୪ ଏବେ ଏ କେ ପୂଜ୍ୟ ୪, ୦;