ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

um ଅନେକଙ୍କର ପୂର୍ଷ ଧାରଣା, ‘ବଦଗ୍ଧତନ୍ତାମଣି’ ଶ୍ରୀମ ରୂପ ଗେ ସ୍ଵାମୀକୃତ ସଂସ୍କୃତ ‘ଦମାଧବ’ ନାକ ଅନୁକରଣରେ ଲିଖିତ ।ଏହା ସମ୍ପୂର୍ଣ୍ଣ ସଭ୍ୟନୁହେ । ଅଭିମନ୍ୟୁ ‘ବଦଗ୍ଧମାଧବ’, ‘ଲପମଧବ’, ‘ଉଜ୍ଜ୍ବଳ ମଳମଣି’, “ଭକ୍ତରସମୃଦ- ସିନ୍ଧୁ” ପ୍ରଭୃତ ବୈଷ୍ଣବ ଗ୍ରନ୍ଥ ; ସାଧୁଚରଣ ଦାସଙ୍କ କୃଢ “ଯୁଗଳରସାମୃଭଲହର”, “ଚୌର ଚନ୍ତାମଣି” ଆଦି ଗ୍ରନ୍ଥ; ବ୍ରହ୍ମବୈବର୍ଷ, ବସ୍ତ୍ର ପୁଘଣାଦ ଓ ଉପେନ୍ଦ୍ର ଭଞ୍ଜଙ୍କ ‘ଲବଣ୍ୟବତୀ,’ ‘ବୈଦେହଶବିଳାସ’ ଆଦି ଗ୍ରନ୍ଥମାନଙ୍କ ଅନୁକରଣ ବା ଲମ୍ବନରେ ବିଦଗ୍ଧଚନ୍ତାଣିର ଆଧୁକାରକ ଓ ପ୍ରାସଙ୍ଗିକ ବା ଆନୁଷଙ୍ଗିକ ବିଷମାନ ରଚନା କରି ଅଛନ୍ତି ସଭ୍ୟ, କିନ୍ତୁ ନଜର ଅଗାଧ ପାଣ୍ଡିତ୍ୟ ଓ ଅଲେକସାମାନ୍ୟ ପ୍ରଶସ୍ତ୍ର ବଳରେ ସେ ଏକ ଅପୂର୍ବ, ଅଭିନିବ, ମନୋହର ଭକ୍ତିରସାତ୍ମକ କାବ୍ୟ ନିର୍ମାଣ କରି ଉତ୍କଳଭୈରଖ ସେବକୁ ଅଳଙ୍କୃତ କରିଅଛନ୍ତି । ଧୀଳାରେ ଏ ବିଷୟୂର ସବିଶେଷ ବଗ୍ଧର କରିବାକୁ ମନଃସ୍ଥ କରି ବର୍ତ୍ତମାନ ଗ୍ରନ୍ଥର ବଶାଳଭା ଭସ୍ମରୁ ମୁ ଏଥିରୁ ନିବୃତ୍ତ ହେଲ । ଅବ- ‘ଉଦଶନ୍ତାମଣି’ର ନାକ ଶ୍ରୀକୃଷ୍ଣ, ନାସ୍ତିକା ଶାରଧା, ଦଷ ବୃନ୍ଦାବନର ଖଳା । ଏଠାରେ କୃଷ୍ଣ କିଶୋର—ରଧା କିଶୋର ; ରସ –ଶୃଙ୍ଗାର, ଉଜ୍ଜ୍ବଳ, ମଧୁଉ । କୃଷ୍ଣ ମଧୁର୍ଯ୍ୟମ; ରାଧା ମାଧୁରୀମୟୀ । ପୀୟ ପରକୟା, ନାରୀ ସମର୍ଥ । ପୂଘଗର କର୍ଷନ ଶୃଙ୍ଗାଶ୍ରିତ କରୁଣାତ୍ମକ । ଶ୍ରୀକୃଷ୍ଣଙ୍କ ସହ କଶୋଷ୍ଠୀଙ୍କ ମିଳନ ଓ ବରହ ଅପ ବନ୍ଦରୂପରେ ସମ୍ପାଦବ । ମିଳନର ପୂର୍ବଘବ ଓ ବରହର ପରସ୍ପବ ପାଠ କଲେ ହୃଦର ସନ୍ଧ ବସନ୍ଧି କରୁଣ ରସରେ ପରପ ଭ ହୋଇଯାଏ । ଭବଭୂତ ସଦୃଶ ଅଭିମନ୍ୟୁ ଜପ୍ରଲମ୍ଭ ଶୃଙ୍ଗାରର ବର୍ତ୍ତନରେ ଅଭିଭ ଶକ୍ତଶାଳୀ ଥିଲେ । ଏହି ବର୍ତ୍ତନ ପ୍ରକ୍ରିୟାରେ ସେ ବାହ୍ୟ ପ୍ରଭୃଢ ଓ ଚର୍ ପ୍ରକୃତର ସାଧାରଣ ଓ ସୂକ୍ଷ୍ମ ଋଷୟୁମାନ ଏପରି ସହଜ, ସୁନ୍ଦର ଓ ସରଳ ଗ୍ରନ୍ତରେ ସମନ୍ବ କର ନଜର କାରୁଣଂମ ଇବୋଲ୍ଲାସର ପ୍ରକାଶିକା ଘଷରେ ଅଭିବ୍ୟକ୍ତ କରି ଅଛନ୍ତି ଯେ ପାଠକ ମାନେ ପଠନ ବା ଶ୍ରବଣ କାଳରେ ସେହି ବାହ୍ୟ ଓ ଚପ୍ରକୃତରେ ବଳାସୀ ହୋଇପଡ଼େ । ଭହଁରେ ଗେଟେଙ୍କ ଉକ୍ତ, By which the soul is moved, enraptured, feasted and fed" ବରଭାର୍ଥ ହୋଇଅଛୁ । m “ବଦଗ୍ଧ ତନ୍ତାମଣି” ଆଦରସାତ୍ମକ । ଆଜିକାଲ ଶିକ୍ଷିତ ଲୋକମାତେ ଏହି ରସର ଅତମାନ ଦକ୍ଳେଷଣ ପ୍ରତି ହତାଦର ପ୍ରକାଶ କରନ୍ତି । କରିବାର ତ କଥା; ସେମାନଙ୍କ ଏ ରୁଚ ଦୋଷାବହ ନୁହେ । କିନ୍ତୁ ଏହି ମଡରେ ମୁଁ

ଗଡ଼ାଳକା ପ୍ରବାହରର ଦେଖି । ବସ୍ତୁବଶେଷର ଅତମାସ ବର ଦୋଷାବହ, —