ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୪୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୧୭
ବିଦଗ୍ଧ ଚିନ୍ତାମଣି

ପଞ୍ଚଭ୍ରଂଶ ଛାନ୍ଦ ବର୍ଣ୍ଣାର୍ଥ ବୈଚଦ୍ର୍ୟ । କୃଷ୍ଣ ବଳାପ ମିଶ୍ରଉକ୍ତ । ଗଗ—ଚକେଶ । ଏକବର୍ଷାନୁପ୍ରାସ; — 200 ସନ ଜନେ ଘେନ ଏ ଦବ୍ୟରସ । ସଖା ଶୁଣି ଗୋବନ୍ଦ ଚନ୍ତାଘଷ ।୧/ ଦିବର୍ତ୍ତାନୁପ୍ରାସ;— ତର ନ ସହ ଇଚ୍ଛନ୍ତେ ଉତ୍ତର । ତରକଲେ ଦେଖି ମହାକାନ୍ତର । ୨ । ନିବର୍ତ୍ତାନୁପ୍ରାସ;— ଭବର । ଆଶାରସେ ନେମ୍ବୁ ଜାତ ଆସାର । ୩ । ଚରୁ ବର୍ଦ୍ଧାରୁ ପ୍ରାସ; — ଭବରଙ୍କ ଅଙ୍ଗେ ଦଶା ହାସବଦନେ ନାହିଁ ବା ଶବବ୍ଦ । ଯେ କୁମୁଦନ୍ତ ସେ ଭଜେ କୁମୁଦ | ୪ | ପଞ୍ଚାକ୍ଷଘନୁପ୍ରାସ;— କାମିଗ ରହେ ସେ କାମୀ ନରଭେ । ଉବର ରେ ସୁଭବ ରଚଳେ । ୫ । ଉପମା ନାନୁପ୍ରାସ;— ମିଳେ ପୁରୁଲେ କହ ଏକ ବାକ୍ୟ । ଏତେ ଦୁଃଖଦ ହେବାକୁ କେ ଶକ୍ୟ |୨ ବଣ୍ଟମେହ ଢ ଯାକୁ ନୋହେ ଚନ୍ଦ୍ର । ଧୃତହାର କ ତାର ସମା ମାର୍ଚ । ୭। କୃଷ୍ଣ କୃଷ୍ଣରେ ଗୋବନ୍ଦ କଥନ। କ୍ଳେଶ କ ବୋଲ, ଯାଉଚୁ ଜୀବନ । ୮ । ବ୍ୟାଧିବନ୍ତର ବାଞ୍ଛା ମଉଷଧ । ବ୍ୟକ୍ତ କରି ଭେଟାଇ ଥଲ ବସ୍ତ୍ର । ୯ ୮ ନବନାଗର ପ୍ରେମସୁଧା-ସଦୃ । କୋଳେ ଥୁଲ ଏକ୍ଷଣି ହେଇ ଛଦ୍ମ । ୧• । ନେବ ଭ୍ରମର ମୁଖ କଞ୍ଜେ ମୁଗ୍ଧ ଚିତ୍ତ ସରସ୍କା ରସପାନେ ଭଗ୍ନ। ୧୧ । କୃଢ ମୁକ୍ତତ ଏକ ମିତ ଗିର । ବୃଥା ଚନ୍ତା ସ୍ଵପ୍ନକୁ ଏତେ କର | ୧୨ | ସ୍ମ ଭଭଙ୍ଗି ସଙ୍ଗିର ଜାଣି ହର । କୁ ସ୍ତ ଯୋଗଭଙ୍ଗି ଭବ ସୁମର | ୧୩ | ଶଶ ଗାଲକାଣ୍ଡ ଦଣ୍ଡ ପ୍ରମାଣି । ଯା ଯା ଢା ଗଳ୍ପଥେ ପ୍ରାଣ ଭଣି । ୧୪ । ଛ ଛ ଏହା ବୋଇଲ ମିଷେ ଋଷି । କୁକୁନ୍ଦରଶୋଭମକ ମନାସି । ୧୫ । ma ୧ – ୯ ସନ୍ଥକକ-୫, ୦; ୨—ଏ ପୁଚ୍ଛନ୍ତେଠ, * – ? ସେ ଉଚ୍ଚ ରତ-୪,୨;୬ – ଉପା- ନୁସ-୪, ୦, ୮–୨ କ୍ଳେଶ q ବୋଲ-ଜ,୪; କେଶ $ ବେଈବା ଯାଉ ଜୀବନ-ଗ,ଘଚ, ୯ - ୨ ଭେଟାଇଲେ-୪; ଭେଖାଇଥବେ ୦, ୧୧ –୨ ରସୁପାନ୍ ଲଗ୍ନ-୦, ୧୩ – ୨ କୃଷ୍ଣ-

ଯୋଗଭଙ୍ଗୀ-କ, ଖ, ୪, ୦; ୧୪.- ୧ ପାଲକାଣ୍ଡ-୫, ୦, ପରକାଣ୍ଡ-କ;