ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୪୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୧
ବିଦଗ୍ଧ ଚିନ୍ତାମଣି

ବ-ମଣି । ଏକାକ୍ଷଦ୍ୟଯମକ । ଝସକେତନ-ଶରଘର ଝକହାସରେ ଘୋହୋର ରେ । ଝଳ ମୁଖ ନଳନ ଝସକର ନୟନ ଝରଝର ନରତ ଝରୁଥାଇ ଅମୃତ ଝଲକାଙ୍ଗି । ଝଙ୍କାର ଗଣାଜଣା ଗିର l ଝନନ କଙ୍କଣୀ ମଧୁର । ଝଝର ସୁନଂସକ ଝଲକାଦ ଏ ଦିକ ୯୪ତ ମୋହେ ତିନପୁର ରେ ।୨। |ବର୍ଷାଦ୍ୟଯମକ – ଗଗନାଦ ବିଲେକ-ସୁସୁଖସୃଷ୍ଟିଯାକ ଶୁରୁ କରୁଛୁ ମନେ ଭବ । ସମଭା ସଦା ମୋର ନାନା ଭଙ୍ଗିମା ଭୋର ବବଧମସ୍ତେ ଦେଖୁବ ରେ । ବବଦଗ୍ଧା। ମୁଁ ମୁମୁକ୍ଷୁବନ୍ତ ହୋଇଛୁ । ଶଶି ଶଶୀ ନ୍ୟା ତ ଅଛୁ । ଶେଷ ସେବା ତ ନାହିଁ ସୁମୁଖ ହେବ ନାହିଁ ଧୀ ଧୀର ଏଘେନ ନୋହୂଚୁରେ ୭ ଆଦ୍ଯଯମକ— ସରଳ ସୁହୃଦୟେ ସରସତା ଉଦସ୍ତେ ଶରଣବତ୍ସଳା ନପୁଣ । ସରଙ୍ଗ ଗୁରୁଦୃଗ୍ନି-ଶରକୁ କଳୁ ବୃଷି ସରସ କୃପା ମିଶାଇଣ ରେ । ସରଜାକ୍ଷି । ସରଞ୍ଜନ ଦାସ ପୀୟୁଷ । ସରଜ ସିସ୍ କଲୁ ଦାସ । ସର-ଉଲ-ଦାମ ସରଇଁ, ହେବ ହାନ ସରବପର କଲେ ନାଶ ରେ । ୮ । ଦହାଦ୍ୟଯମକ— କରକରନୀ ଅଛୁ ଦଶେ ଦଶେ ଦଗୁରୁ ମାର ମାରଣା ମାରୁଅଛୁ । ଆସ, ଆଶ ନ ନାଁଶ, ଭୋଷ ଭୋ ସଞ୍ଚା ଦାସ, ବସ, ବଶ ହୋଇ ମାଗୁଛୁ ରେ । ଜୀବଜୀବ । କରୁ କରୁଣା ଊଣା ଯେବେ । ଯେକେ ଲେକେ ହସିବେ ଦେବେ । ରସି ରସିକାନ୍ତର ଘୁଷ ଘୁଷ ମଧୁର, ତାର ଭାରକାଶୋଭ୍ ଏବେ ରେ । ୯ ଦ୍ବିଗୁଣ୍ଡ ଯମକ— ସ୍ବେଦରେ ଗମଗମ ବଦନ ଭ୍ରମନ୍ତମ ଦଶଇ ଖ୍ରୀଷ୍ଟି ଆନଆନ । con ଶରୀର ଝମଝିମ ହୃଦୟ ଦମଦମ କାମ କରୁଛୁ ଘନଘନ ରେ । ବାରବାର । ଲୁଅ କହିଇ ଧାରଧାର । ଗନ୍ଧ ହେଇନ ଥରଥର । ପ୍ରେମରେ ଗରଗର ଡାକୁଛୁ ହର ହର ଘସୁରୁ ବନ୍ଧୁ ଧରି ଧଉ ରେ । ୧° । ଯୁଗ୍ମଯମକ—— ସୁକଳା କରକର-ହାସ ସୁଧାର ଧାର ହରେ ଜୀବ-କାତରତର । ମୋ ଢାପକାର ବାର ରୁ ତ ସଂସାରସାର ସୁଯଶକୁ ବସ୍ତାର ତାର ରେ । ପ୍ରାଣପ୍ରାଣ । ନ ବହି ଗୁଣ ଦରଦର । ଦୁର୍ଗଷ ଅଦେହର ସ୍ୱର । କୃପାରେ ବରବର ରୁ କଙ୍କର କର ନୋହଲେ ନାହିଁ ଧରଧର ରେ । ୧୧ । ୬–୪ ଝର୍ଝର କ, ଖ, ଜ ୫, ୦; ୭ – ଦେଗଧା—କ, ୪, ୦; ୮– ୨ ସୁରଙ୍ଗ-୫

୦, ୯ –୩୮. ୨ ଊଣା ଏବେ ସ, ୫, ୦; ୧୦ – ୧ ୱେଦର-୫, ୦;