ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୪୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୨
ବିଦଗ୍ଧ ଚିନ୍ତାମଣି

୧୨୨ ବଦଗ୍ଧ-ଚନ୍ତାମଣି । ଅନୁଛନ୍ଦଯମକ— 1260 78 ରମଣୀମଣି ସର ସରସ ରସସାର ସାରଙ୍ଗ-ରଙ୍ଗ-ବରଧନ ଧନର ନ ରସିବା ଶିବାର ବାରଦେବା ଦେବାଦ ବାଦର କ ମାନ ରେ। ମାନଙ୍କର । ମରସ ରସଦା ହେବାର । ବାର ତରତରେ ବହର । ହରଷ ରସତ୍ସବ ଭବନ ବମୀ ଯିବ ଜୀବର ବର ମୁଖଘର ରେ । ୧୨ । ସମସ୍ତ ଯମକ— କୁନ୍ଦର କୋରକର ସୁନ୍ଦର ସୁରଦର ବୃନ୍ଦର ହରଷର ସର ଭଙ୍ଗିର ପରଷ୍ପର ସଙ୍ଗୀରଗିର ବରଯୋଟିର ଧୀରପୁର ସ୍ଫୁରି ରେ 1 ଦରହର । ରୁ ମାରଗର ଶରଘର । ରମାର ଭାରତର ହର । ଶିବାର ପରଚୁର ସେବାର ପରସ୍ପର ହେବାର ବର ବର ଭୋର ରେ । ୧୩. ଯମକ— ବାରଣଗତ ସାର-ଚରଣ ଫନ୍ଦା ମୋର ଶରଣରକ୍ଷଣୀ ବୋଲି ଅ । ମାରଣ କରେ ମାର କାରଣ ନାହିଁ ମୋର ଭାରଣ ଧନ ମୋର ହୃଅ ରେ । ମରଣକୁ । ବରଣ କରିଅଛୁ ମୁହିଁ । ହରଣ କର କୃପା ବହ । ଚୂରଣ ଦପଦ୍ମ ସ୍ମରଣ ମୁଖଛଈ ସ୍ମରଣ ଆନ ରଖୁ ନାହିଁ ରେ | ୧୪ | ଆଦ୍ୟନ୍ତ ଯମକ— ସୁରମଣି ଅସୁର ସର ତାପନାଶର ସାରଙ୍ଗ ମୁହଁ ରୁ ଆସାର । ବାରଣ ଦୁଃଖକାର କରକଦନ୍ତ କର ଧରମ କରଣ ଉବର ରେ । ରସାସାର । ବରଷ ସୁନାଗର ବର । ହରଷେ ହୃଦଦାହ ହର । ଚରଣ ଅନୁଚର ନରବଧୂ ଧମର ପାର କର ଗାଁ-ଅନୁପାର ରେ । ୧୫ । ନିବୃତ୍ତ ଯମକ— ବନ୍ଧୁ ମାନବର୍ଷେ ତ ଯେତେ ମାନସ ସେ ତ ହେବେ ମାନଦକ୍ଷେହ ଧ୍ବଂସି । ରମା ଭରୁପାତଳୀ ସେମ ଭରୁ ପାଢଲ ତୁଳ ତନୁପାଦ-ଲୀଳା ଶିରେ । । ରେ । ସୁଚଳାସି । ମୋତେ ରମ୍ଭା ସୁରମଣିକ l ସେ କ ସର ସୁ ରମଣୀକ । ଧନ ତ ସୁରତରୁ ତୁଳଭ ସୁର ଭରୁ ଲକ୍ଷିତ ସୁର ଭରୁଣୀକ ରେ । ୧୬ । ଯମକସାରଯମକ – ନାମ ରମଣୀଗଣ ନାଗର ମଣି ଗଣନା ନୋହ ଦେଇଣ ପୂଜିବେ । ସଦାଶିବ ଗଉର ସଦାଶିବ ଗଉଖୁ ଦେଖିଲକ୍ଷଣି ତେଜ ଦେବେ ରେ । ୧୬–୬ ବାଦର ମାର୍ଜନ-ଗ, ଘ, ଚ, କ; ୧୨ –୪ ଗର୍ବମ ଭଗ ଯିବ ୧୩ – ୯ ହରପର ଶର – କ, ୫, ୦; ୧୩ –୩ – ୨ ୦, ଅପ୍ ଭ୍ ମାର ଶରସର ଘର ପାଠ ମଧ୍ୟ ୫, ୦, ଅପ ହୋଇପରେ । ୧୭ – ୩ – ୩ ରମା ରଣର ଘରହରକ, ଗ, ୫, ୦; ୧୩ – ୧ ହୃଦର ହରଷର ଛ, ଈ, ବଂଶ ପ୍ରାୟ ସମସ୍ତ ପେ'ଥରେ ୧୬ - ୧ ସେଇ ହେବ ଛ, ଝ, ସଂଗୀତ ସମସ୍ତ କର ୧୪୮୪ ସ୍ମରଣ ଅନ ଦିଶୁ ନାହିଁ କ, ଖ, ୫, ୦; ୧୫ – ୯ ସୁରମଣି

ଅସୁର ଶର ଠାପ ନାଶର- ମଧ୍ୟ ହୋଇପାରେ । ୦, ଅପ; ସଭ୍ୟମଣି ଅସରକ, ଘ;