ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୪୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୩
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚନ୍ତାମଣି । ଶଶଦୃଶି । ଉଚ୍ଚାଶୀ ଉରୁବଂଶୀକ । ତୈଳୋମା ତଳୋତ୍ତମ କ । କଳାକର ସୁନ୍ଦର କଳାକର ସୁନ୍ଦର ପାଇବ ଶ୍ରୀମୁଖ ବମ୍ବେକ ରେ ।-୧୭ । T ସମପାଦଯମକ— ହର-ଇ-ବରଧନ ସଦା ଇଚ୍ଛଇ ମନ ହେରୁ ହରଜ୍ଜ୍ଵବର ଧନ । ବନ୍ଧୁ ଜୀବଜୀବନ ନୋହିଲେ ଭ ନଦାନ ମୋର ବନ୍ଧ ଯିବ ଜୀବନରେ । ହା ସୁଦେବା । ଘୁରଗ ସମ କ ଭରଖ । ସୁରତ ରୁଳ କ ସୁରତ । କଙ୍କର ତ ବରମ ହେବେ ଦେଖି ମୂରତ ବ କ କରି ଭବ ରକ୍ତ ରେ | ୧୮ | ଧୂନୁଯମକ— ସରସ ରସ ରତ ରସର ସର ସର୍ପ ରଜ ରଜ ରବ ତୋଷେ । egons ସାର ସାର ସାର ତ ରସାର ସାର ସାପ ମାନ ମାନ ମାନସ ରସେ ରେ । ଜୀବଜୀବ । ରଥ ବ୍ରତ ରତନ ସ.| ଭର୍ ଭରି ଭରଣି ରୁ ତ। ରହ ରହ ରହସେ ହର ହର ହରଷେ ଋଷି ଋଷି ଘସିଲ ମୁ ତ ରେ । ୧୯ । ଶ୍ୟାମ ପ୍ରେମ ଉନ୍ନାଦେ କାମବାମ ପ୍ରମାଦେ କର ହରିଚନ୍ତା ଏପରି । 9, 2 ଲବ ଭବନ୍ତ କଲେ ଜୀବ ଥୁବ ସଂକଲେ ଦେବ ଧ୍ରୁବ କି ପ୍ରାଣେଶ୍ବର ହେ । ଧୀରବର । ଶେଷ ଇଂଶଗଦେ ଏ ରସ୍ । ବୁଧ ବୋଧକ ଅଜ୍ଞ ବର୍ଷ । ହେମ ଯମକମାଳା କମକର୍ମକମିଳା ଅଭ ଅରମନ୍ୟୁ ମାନସ ହେ । ୨ । ସପ୍ତତ୍ରିଂଶ ଛାନ୍ଦ । ଶ୍ରୀକୃଷ୍ଣ ଉତ୍କଣ୍ଠା ସ୍ତକଭାବନ । ନିୟମ ଅବନା-ଶୃଙ୍ଖଳ । ରଗ—କଳସା । କର ଶବଣ ସର୍ତ୍ତନ କର ରସକ । କଳ-ଶିଶ ନନ୍ଦନ ସରସ୍ୟଭାବର । ଭରସ୍ତ, ହରଣ ବ୍ରଜକଳ ପ୍ରସଙ୍ଗ । ସଙ୍ଗ ଅସଙ୍ଗ ସୃପନ ଘନବତ ଭଙ୍ଗ । ୨ । ଭଙ୍ଗ ଅର୍ଷବର ସମ ମମ ମନସର। ସହର ଯତ୍ତନ ସ୍ତନ ସ୍ମରଣ ସଂଯତ | ୩ | ଯତନ ମଦିନ ମଦସଦନ ସଂଘ୪ । ଘଣ ଜନଜୟ୪ ଲକ୍ଷଣ ପ୍ରକ୪ | ୪ | କଜ ଅମରଙ୍କର ଯଉଁ ବରଧର । ଧରଇ ରତନଚ ନ ପଇ ବର । ୫ । ବରଦ ଅମରପଦ ଉର ପୁରଶର । ସରଞ୍ଜନ କଞ୍ଚକର ଅକ୍ଷ ମରଦର । ୨ । ୧୮- ୧ ସଦା ଭକ୍ତଲ ଧନ-୦; ୧୯– –୨ ଉପନ ମୁଭ-କ, ଖ, ଜ, ରରନ ଦୁଇ୦; ୧୧–୫–୩ ଘରୁଣୀ ର ୮୪, ୦. ୨୧ – କମକର୍ମଶୀଳା ମଧ୍ୟ ହୋଇପାରେ – କ, ଖ, ୪, C; Y

ବ୍ଲଗ ମଙ୍ଗଳ-କ, ୫, ୦ —୧ ମଦ ମଦନ-୦; ୭—) କଞ୍ଜବି ;