ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୫୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୬
ବିଦଗ୍ଧ ଚିନ୍ତାମଣି

ବଦଗ-ନ୍ତାମଣି । ଶିବପର-ଶର ସହ ପାରବ କେ ରହ ବୋଲଏ ଯେ ଦର୍ପହର ହର । ହରଣୀକ ବ୍ୟାଧପାତ ପର ଜର ଧର କହେ ମିତ ରୁହ ମୁହଁ ତ ହେଲ ଉପାନକର କର। ୨୮ । ଗୋ ଆରତ ପ୍ରେମର ମାର ପ୍ରସ୍ଫୁର ଘୂର । ଘୂରଣାଦ ସୁର ନରେ ପଶୁ ପଢଙ୍ଗରେ ପ୍ରୀତ ବୋଲଏ ସଂସାର ସାର । ୧୯ ୮ ସାରଙ୍ଗର ଘନ ବନ ସାରସର ବନ ଏକାଙ୍ଗୀ ପ୍ରୀତ ଆଶ ତ ସଭ୍ୟ । ସଭ୍ୟଭରେ ଯୋଗେ ସୁଖ ବଯୋଗରେ ଦୁଖ ଯୁଗାଙ୍ଗୀ ପ୍ରୀତ ବହତ ହଢ । ୬୮ ହିତ କେ କାହାର କରେ କେ କାହାର ହରେ ପର ପ୍ରୀତ ଲେଭ ଯାର ଯା'ର ଜାରଇ ସେ କୃଗ ପର ବଲ୍ଲଭରୁ କର ଲଈବା ସୁଖ ସୁଧାର ଧାର । ୨୯ । ଧାରଣ ରୁ ସେହି ଘକ୍ଷା କରିବାରୁ କକ୍ଷା କାମ ପ୍ରେମ କଲେ ବାରେ ବାରେ । ବାରେ ସହ ବଧା ଜାଣି ସୁରସୁଡ ଆଣି ଅଧର ଶୁଖେ ଦୁଃଖରେ ଖରେ । ୨୬ । ଖରେ ରୁମ୍ ଛନ୍ତିଛନ୍ତି ଶ୍ବାସ ଘନଘନ ଚତ୍ତସୁର-ବର-ଶରେ ସରେ । ସର୍ଭେ ଘସଇ ନଳନ କର ମରଦନ ଅନ୍ତେ ସ୍ଥିତ ସେ ବଧୀରେ ଧୀରେ । ୨୩ | ଧୀରେ ସାମନ୍ତସିଂହାର ସେ ଘବକୁ ହାର କରିବ କ ଏ ଜୀବ ଯିବ । ଜୀବନର ରକ୍ତ ଯୌନ କ୍ଷୀରେ ସାରେ ଦନ କବା ଧୀରେ ଏହି ଭବ ଭବ । ୨୪ । ଊଚତ୍ବାରଂଶ ଛାନ । 199 HEIME ଶ୍ରୀଧା ବଶାଖା ପୀଶ ପ୍ରଭୁକ୍ତ । pas he ଘଗ ବଗଡ଼— ଆଷାଢ଼ଶୁକ୍ଳ ବାଣୀରେ ଧୀର ଚ ର ଚନ୍ତ୍ର ହୃଦପଦ୍ମ ମିହର । ରସିକ ରସ ରତନ ଭଣ୍ଡାର । ଗ୍ରାହକ ପ୍ରେମ ବଣିଜ ପସଘ । କାମି-କାମଦା ଚିନ୍ତାମଣି ପଟ୍ଟ । ଏ ଗ୍ରୁନ୍ଦ ଗାଈମା ଗୋ । ପ୍ରୀତିଆ ଆନନ୍ଦ ସିନ୍ଧୁ ଚନ୍ଦ୍ରମା | ୯ | ନ ଲରିବାରୁ ଗୋବିନ୍ଦ ପୀରଣ । ଅଧୀରେ ଧୀରରତନ ଆରମ୍ଭ । କହନ୍ତ ଧର ବଶାଖିକା ହାଥ । କହ ପୀରତ କ ଜାତ ପଦାର୍ଥ । କାହୁଁ ଏ ଅଇଲ ଗୋ । କଉଁ ଦଇବ ଏହା ଭିଆଇଲ । ୨ । ୧୮–୨ ହରଣୀ-୪, ୦; ୧୧–୧ ପ୍ରେମର ମୋର-ଘ; ପ୍ରେମର ସାର-ଖ; ୨୧–୧ ସାରସାର ବନ ୦; ୨୦—) ଯୋଗ ସୁଖ; ସର୍ଭଭ ଯୋଗରେ-ଗ, ଘ,ର ବାଣିଜ୍ୟପସର ଗ, ଝ, ୪, ୦; ୧୮୬ ଫ୍ରାଇ ଅନନସିନ୍ଧୁ ଚନ୍ଦ୍ରମା-ଗ, ଘ, ଚ, ୯, ୫, 0; ( ଏ ପାଠ ମଧ୍ୟ ହୋଇପାରେ ।

113