ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୫୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୭
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ତନ୍ତାମଣି । ୯୨୭ 180 m ପ୍ରଣବ | ୪ | ଅକ୍ଷ କହେ ସହ ଶୁଣ କଶୋଗମଣି । ବଧୂ ରଚନା କ ପୀରତ ପୁଣି । ଅବ୍ୟ ଅକ୍ଷ ନଭ୍ୟ ପଦାର୍ଥ । କେ ଜାଣିବ ପ୍ରାରଶବଦ ଅର୍ଥ । ଅର୍ଜିତ ଇନ୍ଦ୍ର ଗୋ । ବଳେ କରନ୍ତ ପୀରତ ଆଶ୍ର । ୩ । ସମାନ ରୁଦ୍ଧି ବସ୍ତୁ ଶୋଇ ଶୁଣ । ସ୍ଵଚ୍ଛ ଆରଦ୍ର ସ୍ଵତ୍ତ୍ଵବ ଲକ୍ଷଣ । ରସରନ୍-ଚସ୍ତା-ଗ୍ରାହକା ଶକ୍ତ । ଏତେ ଲକ୍ଷଣେ ଯୁକ୍ତ ଯଉଁ ବ୍ୟକ୍ତି । ସଂଯୋଗ ସଂବନ୍ଧୁ ଗୋ । ହୃଦେ ଉଦେ ହୋ ନକୃଷ୍ଣଠାରେ ଗୁମ୍ଭାବମ୍ବବଭ । ମଧଭଲରେ ପ୍ରତିବମ୍ବ ଖ୍ୟାତ ଅକ୍ଷଣ ଅଙ୍କ ରହତ । ଉତ୍ତମ ଜନମନରେ ଉଦନ୍ତ । ଅମୃତ ଆହ୍ଲାଦ ଗୋ । ଲଈବାରୁ ହୃଦେ ପୂର୍ଷ ଆନନ୍ଦ । ୫ | ଆସ୍ତିର ଶୁଣିଛୁ ପ୍ରଣସ୍ଫୁଗଜ । ହୃଦାଳବାଳେ ପୋଢେ କାମରଜ । ନବସୁବାକାଳେ ଅଙ୍କୁର ହୋ । ସୁରସ ବୃଦ୍ଧି ସଂଯୋଗକୁ ପାଙ୍ଗେ । ତନ ବଧୂ ଲେଖା ଗୋ । ହାବ ଭୁବ ପରିହାସ ବଶାଖା । ୬ । ନାନାବୀଡ଼ା କ୍ଷୁଦ୍ର ଉଳ ପ୍ରସ୍ତୁର । ଭଙ୍ଗି ଗୁରୁର୍ଯ୍ୟ ପଲ୍ଲବ ବିସ୍ତାର । ସୁଖ ସୁମନ ଗୁଗାମୃତ ଫଳ । ଆନନ୍ଦ ଆହ୍ଵାଦନେ ମତ ଦୁର୍ଜ ମାଦକ ଗୋ । ଗୁଡ଼ିଇ ନାହିଁ ଜୀବଥୁବାଯାକ । ୭ । ସଂସାରେ ଏ ଦେହ ମନ ଆସୃଷ୍ଟି । ସେ ମନ ପୁଣି ଗୋ ଇଭ୍ ସ୍ଟ ରପ୍ତ । ଇନ୍ଦ୍ର ପୁଣି ଗୋ ପ୍ରକୃତବଶ । ପ୍ରକୃତି ସ୍ଵାଇବବଳେ ପ୍ରକାଶ । ମଦନଅଧୀନ ଗୋ। ଏମାନେ ସବୁ ହୁଅନୁଧି ଘେନ । ୮। ସେ ମଦନ ପୁଣି ସୁରତବଶ । ଝୁସ୍ମ ରତି ହୋୟେ ପ୍ରୀତରୁ ପ୍ରକାଶ । ଭୁବ ସମ୍ବନ୍ଧ ପ୍ରୀତ ଆଲମ୍ବନ । ନାନା ବୀଡ଼ାରୁ ପ୍ରୀତ ଉଦ୍ଦୀପନ । ଢଙ୍ଗ ସୁଖ ଜାଢ ଗୋ । ଢଙ୍ଗି ଆନନ୍ଦ ବୃଅଇ ସମ୍ଭୁଭ | ୯ | ଭର୍ତ୍ତ ମୋହନସାଗର ସମ୍ଭୂତ । ମାଦନ-ଲହର ବହିରୁ ଖ୍ୟାତ । ଆଡ୍ଡାଦାମୃତ ରହ ରୁ ଜନନ । ଢଙ୍ଗ ମୋହନ ନଧୁ ଉପନ । ଯାହା ଯେ ଲଭଇ ଗେ । କରୁ ନ ଗSଣ ଗଟେଶ୍ଵର ହୋଇ । ୧• । apo କୈଳ । ON psychnic UPO. ଶନ — ୭ ଅକଭ ଇନ୍ଦ୍ର କ, ୫. ୦; ୪—୩ ଗ୍ରାହାକ ଶକ୍ତି କ, ଖ, ଗ, ଘ, ଚ; ୪-୬ ହୃଦେ ଭ-ଘ, ୫, ୦; ୫୮ ଅମୃଗୁଁ ଅଦ୫, ୦, ୬-୪ ସୁରସ ଦୃଷ୍ଟି , ଗ; → ସୁରQ ହୁଏ-୪, ୦; ୧. —୧ ମୋଦନ ସାଗର; ମୋଦନ ମଧ୍ୟ ସମୀଚୀନ; ୧o—) ମାଦକ ଲହର-ର, ୧ କଂଗୀତ ସମ ପୌଥ୍, ଅଛ-ଛ ମଧ୍ୟ ପାଠରେ ମାଦନ ଲେଖି ତାହା ଉପରେ ମାଦକ ଲେଖିଅଛ ଉଭୟ ପାr, ସମୀଚୀନ-ରୂପ ଗୋସ୍ଵାମୀଙ୍କ ଉତ୍କଳ ମଳମଣି ଅନୁସାତର ମାଦନ ପାଠ ଗ୍ରହଣ କଲ; ମୋ ଦିନ ପାଠ ୯— ୧ ରେ ମଧ୍ୟ ଗ୍ରହଣ କର

ଯାଇପାରେ ।