ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୫୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୦
ବିଦଗ୍ଧ ଚିନ୍ତାମଣି

cono ଦଗ୍ଧ-ଚନ୍ତାମଣି । 52419 ଶୁଣି ମିତଣୀ ବାଣୀ ଧୀର ଧୀରେ । ପସ୍ତୁରନ୍ତ ସ୍ନେହଭରେ ଅଧୀରେ । କଉଁ ଗ୍ରାମରେ ଗୋ ପୀରତ ନାହିଁ । କହିଲେ ତହିଁକ ଯିବଇଁ ମୁହଁ। ବେଗେ କହ କନା ଗୋ । ପ୍ରୀତ-ପାସୋର ମନ୍ତର ଅଛୁ ନା । ୨୯ । ଏମନ୍ତ ପାପୀକ ମହା ସହଲ । କଉଁ କୁବୁଦ୍ଧି ଏଥକ ଆଣିଲା । ଅକାଳକାଣ୍ଡ ପ୍ରୀତ-ମୁଣ୍ଡ ପଡ଼ୁ । ପ୍ରପଞ୍ଚ ପ୍ରୀତ ହାତ ଗୋଡ଼ ଛୁଡ଼ି । ପରମ ପଦାର୍ଥ ଗୋ । ଧୀରେ ବୋଲନ୍ତ ପାଇ କଉଁ ଅର୍ଥ । ୩. । ଏକେ ଅବଳା ଦୁଜେ ପରବଶ । ଜାଷ କୂଳ ଲଜ୍ଜା ବୁଦ୍ଧି ବିଶେଷ । ଦାଣ୍ଡ ଦେହଲ ଦୃଷ୍ଟି ଅଗୋଚର । ପ୍ରୀତ-ବେଦନା ରହି ବଳୀଆର । ରସରେ ଆଶାୟୀ ଗୋ । ତୃଷି ପୃଷ୍ଣା ଅନାୟୁତ୍ତ କରଇ । ୩୧ । ବିଶାଖା କହଇ କୃଷ୍ଣ ନାଗର । ପଦ୍ମି ମ ମୂଳ ସଂଯୋଗ ହେବାର । ରସ ପରିପାକ ଘଟଣା ଯୋଗେ । ଶୁଚିବନ୍ତ ହୋଇ ଦିଅ ସରଗେ । ଦେହ ଦାହ ଜ୍ବର ଗୋ । ଘୁବ ପାଞ୍ଚ ବହନ କର । ୩୬ । ହାହା ଏହା କେ ଦେବ, କହ ସ୍ୱାଧା । ବିମୋହ ହେଲେ ପ୍ରେମେ ପାଇ ବାଧା । ସଖୀ ଜଳ ସିଞ୍ଚି ସାନ୍ତ, ନା କଲେ । ଧଇର୍ଯ୍ୟ କରି ମଣାଇଁ କହିଲେ । ବୋଲନ୍ତ କିଶୋଗ ଗୋ । ଯା ଯା ଜୀବନ ବହନ ବାହାର । ୩m | ଏତେ କଦର୍ଥନା ପାଉ କାହିଁକ । ଶଶ ଶଶୀପ୍ରାପ୍ତି ହେତୁ ନାହିଁ କି । କୁମ୍ଭକାରଙ୍କ ଦୀକ୍ଷାକୁ ବହ । କୃଷ୍ଣ ଦେହ ପାଇ ନଶ୍ଚିନ୍ତେ ରହ । 23 s ଶ୍ୟାମ ନାମ ଧର ରେ । ଯା ଯା ଅନକୂଳ କରି ବାହାର । ୩୪ । ପୁଣି କହନ୍ତ ସଜଖକ ଗୃହଁ । ଜୀବନ ଯିବାର ସନ୍ଦେହ ନାହିଁ । ସଖୀଗଣ ଗୁଣ ଏଭକି କର । ଶ୍ୟାମ ପାବଧୂଲ ବୋଳ ମୋ ଶିର । ତାଙ୍କ ଚନ୍ଦ୍ରମୂର୍ତ୍ତି ଗୋ । ଦେଖାଇଥାଅ ପାଉ ନେନ୍ଦ୍ର ଗତ । ୩୫ । ଜୀବନ ଗଲେ ଏତିକ କରିବ । ଶ୍ୟାମନାମ ମୋର ହୃଦେ ଲହିବ ଶ୍ୟାମରୂପ ମୂଭି ହୃଦେ ଲଦାଇ । ଶ୍ୟାମ ବସନ ଅଙ୍ଗରେ ଘୋଡ଼ାଇ । ଶ୍ୟାମ ଗର୍ଭପଥେ ଗୋ । ମୋ ଶବ ପୋତିବ ଆପଣା ହାଥେ । ୩ng | ୩୧ – ୧ ୮ ତଳେ ପରବଣ , ଖ, ୪, ୦; ୩୧ –୨ ଛବି ବଶେଷ-କ, ୯, ୫, ୦: ୩୧ - ୧ ରସରେ ଭାସଇ-ଗ, ନ, ୪, ୦; ୩୨ –୬ ଉପାୟ କରି ଗ, ଘ, ଚ, କ; ୩୩n – ୧ କହିଦେବ- ଖ, ଚ, ଜ, ୫, ୦; କରିଦେବଂ କ; ୩୪ – ୩ ୟକ୍ଷ ରୁ ବହଟ, O; ୩୫ -- ୩ ସଙ୍ଗୀପଣ ଗୁଣ-ଗ; ସଖୀଗୁଣ ପୁଣଘ; ସଖୀପଣ ଗୁଣି-; ସଖାପଣ ପୁଣି-୦; ୩୭– ଏ ଶ୍ୟାମ ମୃର୍ତ୍ତିକା ଜ୍ଵର

ଲବାଇ-କ, ଖ, ଟ, ଘ, ଚ; ଶ୍ୟାମରୂପ ସୃଷ୍ଟିକରେ ଲବାଇ , ୦.୩୬–୬ ଅପଣା ହସ୍ତୁ-