ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୫୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୫
ବିଦଗ୍ଧ ଚିନ୍ତାମଣି

ବଦ- ଶନ୍ତାମଣି । ୧୩୫ ବୋଲନ୍ତ ହା ହା ଗୋପଗଗନଗୃହ । ଗୋପିମ ଆଶାମୃଗୀ ବନ୍ଧକୁ ଫାନ୍ଦ ହେ। ନାଗରୀଚତ୍ତ ମତ୍ତ ଦୂରଦ ଖୋପ । ଯୁବତୀ ପରମାଦ ମାଦକ କୂପ ହେ । ୩ । ନାରୀ-ନୟନ-ମୀନ-ଧର ଧୀବର l ମାନଭରୁ ଛେଦନ ଗଖ କୁଠାର ହେ । ସଦା ମାନସ-ଅଭିଳାଷ-ସଦନ । ରସାମୃଭଦାୟୁକ ଜଗନଘନ ହେ । ୪ ୫ ପକ୍ଷବରଗ ମଣ୍ଡସମ୍ପର୍ଭ ଘୂର । ଚେଦନାହରକାର ମୋହନାଶର ହେ। ଗପର ଖକାରକ ପର୍ବ । ମହାକ୍ଷ ଅନ୍ଧକାର ଛେଦନ ରବ ହେ । ୫ । De କଉଳବ୍ରତୀ-ବ୍ରହ୍ମ-ସିନ୍ଧୁ କୁମ୍ଭୀକ । ସୁବଂଶଧ୍ଵନ-ମନ୍ତ୍ର-ଘକ୍ଷା ଆଶ୍ଚର୍ଯ୍ୟ ହେ । ଚେଭନାଚନ୍ଦ୍ରମାକୁ ସିଂହକାସୁଭ । ମହତ ବୃନ୍ଧାସୁର ଶରୀଦଇତ ହେ IS ବଣ୍ଢକାମିମ ମନମୋହ ମନ୍ତର | ମଦନାନଳ ଢାଇବାର ଯନ୍ତର ହେ । ବିବେକ-ମହାବନ ପୋଡ଼ା ଅନଳ । ନୟୁନଙ୍ଗ ରଙ୍ଗସ୍ଥଳକମଳ ହେ । ୭୮ ଆଶା-୭୪-ପଲ୍ଲବର ବସନ୍ତ । ଭୁବଗୁଜ୍ୟ ପୀରତ-ପ୍ରଜା ସାମନ୍ତ ହେ-। ରସସଂସାର ସରଜନା କୈକେଶ । ମଦନଶାସ୍ତ୍ରକୃତ୍ତ ନପୁଣ ବ୍ୟାସ ହେ । ୮ । କାମାନ୍ଧମୀମାନଙ୍କ ଡ଼ୋଳାପିତୁଳ । ସ୍ମରସିନ୍ଧୁତରଣି ଅଭୟୁ ଭେଳା ହେ । ମନ ମୀନ ଭାପିତ ହର ଭୁବନ । ହୃଦପଙ୍କଜ ମୁଦକାରୀ ତପ ଉପନ ହେ । ୯ । ମଦନଡ଼ିଜ ଇଷ୍ମପୂଜା ପିରୁଳ । ପ୍ରେମବହନଭଲ ପଢନସ୍ଥଳୀ ହେ । ନୟନ ବମୋହନ ଚନ୍ଦ୍ର ଭୂମିକା । ଶୋଭବନ୍ତ ସୁରେନ୍ଦ୍ର ଜଣା ପଢାକା ହେ ।୯। ଚନ୍ଦ୍ର ଲବଣ୍ୟ ଭଙ୍ଗି ସିନ୍ଧୁ କଲ୍ଲୋଳ । କେଲକଳାକନ୍ଦଳୀ ଜନମସ୍ଥଳ ହେ । ଅଶେଷ ଗୁଣଢାଇବଲ ଗଗନ । ସୁଖରତନ ଦାତା ଜଳନଧାନ ହେ । ୧୧ । କାମୀ କାମିମ କାମ କଳପଲତା । ହୃଦୟ ବଇକୁଣ୍ଠ ପୀଠ ଦେବତା ହେ । ମଦନଯମଭ ବାରଣାମୃତ । ପ୍ରେମ ମହାଜନଙ୍କ ସୁଖ ବୋହ ହେ । ୧୨ । ଅଙ୍ଗନା ଅଙ୍ଗୀଳାର ପିନାକଧାରୀ । ବଯୋଗିଦ୍ୟାଧର ଶ୍ରୀଧନ୍ତର ହେ । ଅନଙ୍ଗ-ପ୍ରେଢ ରସକେଦାର ଗଦି । ପ୍ରେମାହ ଋଷୱର ସମ୍ବାର ପଦ୍ମ ହେ |୧୩| ପୀରତଅଙ୍ଗନାର ଭଲସିନ୍ଦୂର । ଲଳା-ନାୟିକା ହୃଦମଣ୍ଡନ ହାର ହେ । ରତ-ରମଣୀ ଶ୍ରୁତଯୁଗ ଭାଙ୍କ । କ୍ରୀଡ଼ା-ସୁନାର ହୃଦଭୂଷା ପଦକ ହେ । ୧୪| ୩ –୩ ବାଗ୍ନ-୦, ୪୮୨ ମାରଘରୁ-କ, ଗ, ତୀକ୍ଷ୍ଣ୫, ୦, ୪– ୩ ସଦା ମାନସ ଅଖଲ୍ଲାସ ସଦନ'-କ,ଖ, ୫-୪ ଛେଦକ ରବ -୪, ୦, ୭ – ୨ କାଳବାର ଯନ୍ତର-୪, ୦, ଲବାର ଯନ୍ତର--କ, ଖ, ୯ – ୩ ମନମୀନର ଭାପ ୦, ୧୧ – ୩ ୧୧ – ୪ ଅଙ୍ଗ ଜଗ-୦, (?) – ଦଶଖଣ୍ଡ ପୋଥର ଅଛି । କନନଧାନ-କ, ଖ, ଗ, ୧୬ – ପିନ, କାଧାର-୦ ଛଡା ସମସ୍ତ ଗୁଣାବଳୀ ଭାଇ-୫, ୦, ବୋଇର- ୫, ୦, ୧୩ - ୧ ଅଙ୍ଗହାର ୪,

ପଥରେ ୧୩ – ୨ ‘ସମ୍ଭାର’ ସହାର ଅର୍ଥରେ