ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୬୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୭
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ ଚିନ୍ତାମଣି । ୧୩୭ କାନ୍ତଅର୍ଥମ କାମଧେନୁପାଳକ । ଚନ୍ତା ଭୂଇଙ୍ଗବର ସୁଜାଙ୍ଗଳକ ହେ । ତା ଯୁବଖ ସରସ୍ଵତୀ-ବାଦନ-ଗଣା । ପ୍ରେମଧନକ ସ୍କବଧନର କଣା ହେ । ୨୭ । ସାଧା ବଦନ ଇନ୍ଦ୍ରଧର କୁନ୍ଦର। ଗୋବିନ୍ଦ ନାମୋଦ ଅମୃଭ-କର ହେ । ଧୀର ହୃଦୟାନନ୍ଦସିନ୍ଧ -ବର୍ଷକ । ନଖିଳ-ଘନ-ମହାତାପ-ହାରକ ହେ । ୨୮ । ସେ ରଧାକୃଷ୍ଣ ପଦଦ୍ଭିଦ କମଳ । ଅଭିମନ୍ୟୁ ମାନସ ତହିଁ ଭ୍ରସଳ ହେ । ବଦଗ୍ଧଚନ୍ତାମଣି ଏ ସୁନ୍ଦ ସ୍ୱର୍ଗ । ଏହି ବନ୍ଦର ଧୀର ଅମରବର୍ଗ ହେ । ୨୯ । ସେ । ପାନ ବିଦ୍ଚତ୍ବାରଂଶ ଛାନ୍ଦ | 131627199 0▬▬▬▬▬▬▬▬▬ ଶ୍ରୀକୃଷ୍ଣ ମଧଙ୍ଗଳ ଗ୍ରୀଷ୍ମପ୍ରଦ୍ୟୁକ୍ତ, ସିଦ୍ଧାନ୍ତ । ତ 1RM2 GER BOC 19 39 | Kତ ଗଗ—ବଗତି । ଆଷାଢ଼ଶୁକ୍ରବାଣୀ । Hote ରଚନ୍ତ୍ର ହୃଦପଦ୍ମ ମିହର । ରସିକାନନ୍ଦସିଦ୍ଧ କଳାକର । ଗ୍ରାହକ ପ୍ରେମରତନ ପସଘ । ମୁମୁକ୍ଷ୍ମ କୈବଳଭଣ୍ଡାର ପସ । ଏ ଛନ୍ଦକୁ ସ୍ଥୂଳ ହେ । ପ୍ରେମବଯୋଗୀ ଯୋଗିନ ଥାଳ । ୧ । ଗିଣ୍ଡବରଧର ମାରମୋହନ । ରଧାପ୍ରୀତ ତନା ମାରେ ମୋହନ ଯନ୍ନ । ଲଜ୍ଜା ମର୍ଯ୍ୟାଦା ଆରୁର ଉଚ୍ଛନ୍ନ । ଲଳସେ ବଳାବଲ ଦନୁଦିନ । DIE ଧୀରର Ke Apa phon P 9 CURE DE 0912 1 ଦିନେ ଛଲେ ବନେ ହେ । ସଖାକୁ କହନ୍ତି ମୃଦୁବଚନେ । ୨ । କାହ୍ନୁ ଜନମ ହୁଅଇ ପୀରତ । କ ଜାତ ବର୍ଷ ଚିହ୍ୟ ଗୁଣ ଗୁ । କରିବା କଗଇବା ଶକ୍ତି କେତେ । କାହିଁ ରହ ସଞ୍ଚରଇ କେମନ୍ତେ । ଦେଶ କାଳ ପାନ ହେ । କହ, ମୋ ଶତକ କର ପବନ୍ଧ । ୩ । ଏହା ଶ୍ରବଣେ ହସି କହେ ମଧୁ । ପ୍ରେମାର୍ଥ ଅକଳନା ମହାସିନ୍ଧୁ । ସାଧବେ ସିଦ୍ଧାନ୍ତ କରନ୍ତି ଯାହା । କଣୁ ଶୁଣିଶୁ କହିବ ମୁଁ ତାହା । ବ୍ଲଗ ଶବ୍ଦ ଅର୍ଥ ହେ । ଅନ୍ୟ ଅବ୍ୟକ୍ତ ନଭ୍ୟ ପଦାର୍ଥ । ୪ । - O ନିର୍ମଳ ଶୁଦ୍ଧ ବୁଦ୍ଧ ବୋଧମୟ । ସପ୍ନ ସଙ୍ଗ ଅକ୍ଷ ଅବ୍ୟସ୍ତ । ଆତ୍ମା-ସଂସର୍ଗୀ ଚେତନା ରକାର। ମନ ବୁଦ୍ଧି ବବେକରେ ସଞ୍ଚାର । କାମ ଲେଭସ୍ଥଳେ ହେ । ଉଦେ ହୋୟେ ନାନା ସମ୍ବନ୍ଧବଳେ । ୫ | କ ଆଉ ଛାତ୍ର 6. ୨୭.୮୪ ପ୍ରେମଧନଙ୍କ କ, ୫, ୦; ସ୍ଵାଧନରେ ଗ, ୦; ସ୍ଵଚରଇନ କ, ଖ; ୨୮ – ୧ ଇନ୍ଦୁଧର କ, ସ, ଚ. ୪,୦; ୧:୨ – ୧ ସାର ମୋହନ ୪. ୦ ୧ – ୨ ମାରେ ମଦ କ ୦୪ – ୧ ବୋଲ୍ ୦ – ୧

ବୋଧୋଦୟ-(), ବୋଧ କୌଧମୟଂଗ ଘ ଚ; ବୁକ୍‌ ମସ