ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୧
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚନ୍ତାମଣି । ଅକ୍ଷୁ ଅଙ୍କମାନ ପ୍ରେମ-ଶଶୀ । ସର-ପରେ ଉଦେ ହୋଏ ଆସି । ଆନନ୍ଦ-କ୍ଷୀରସିନ୍ଧୁ ଉଛୁଳାଏ । ମନ-ଚକୋର ସୁଧାପାନ ପାଏ | ଜବତାପ ନାଶେ ହେ । ଆଶା-ନିଶା-ଯୋଷ ରୋଷ ପ୍ରକାଶ। ୩୬ । ନଯୋଗେ ସୁଧାରୁ ରଘୁନୁ । ଆନନ୍ଦସିନ୍ଧୁ ଭରୁ କରେ ଭନ୍ତୁ । ଆଶା-ନଶ)-ଯୋଷା, ଦେହ ଦହଇ । ହୃଦ-କୁମୁଦ ପ୍ରମୋଦ ହରଇ । ଖବତାପ ଜାତ ହେ । ଧୀର-ଚକୋର ବଡ଼ଭ ଦୁଖିତ । *୯ | ସୁଖ ଦୁଖ ବିଷାମୃଭ ପର । ଏ ଦୁଇ ସ୍ଵଭବ ଭାର ଉଦସ୍ତେ । ସର ସମାନ ହୃଦ ହୋଇଥୁବ । ପ୍ରୀତ ଛୁଇଁଲେ କ ଫାଟି ନ ଯିବ । ଚନ୍ଦ୍ର ହେଲେ ଦେହ ହେ । କୃଶାରୁ ପର କରିଦେବ ଦାହ । ୩୨ । ସଂଯୋଗ ସୁଖ ଢ ଭଲ ନୁହଇ । ବହ୍ମା ଇନ୍ଦ୍ରପଦ ପଦଳେ ଥାଇ । ପଦ ପଦକ ବନ୍ୟାସୁ କଷକ । ବଡ଼ ବୋଲବା ପଡ଼ି ମୁକତିକ ? କୋଳ କଳ୍ପ କ୍ଷଣି ହେ । ଆନନ୍ଦ ଆହ୍ଲାଦ ମିଶିଳ୍ପ ମଣି । ୩୩ । ମାମ ଓଷ୍ଠ ଚୁମ୍ବିବା ବେଳେ ଯେତେ ସୁଖ । ସୁଧାପଦେ କ ଯୋଟି ହେଇ ମୁଖ। ଶ୍ରୀମୁଖ ଦରଶନେ ମହାସୁଖୀ । ବଧୁ-ସରେ କି ସ୍ନାନ କଲ ଆଖି । ଶୁଭ ମୁଦ ବାକ୍ୟ ହେ । ସାରସ୍ଵତ ମନ୍ତ୍ରଠାରୁ ଅଧୁକେ । ୩୪ । ମନକୁ ମନ ହୋଏ ମିଶାମିଶି । ବ୍ରହ୍ମେ ଜୀବ ପଶିବାର ଆସୁସି । ପରରେ ଏ ଅଶସ୍ଟାଲମ୍ବନ । ଦ୍ରବ୍ୟ ଗୁଣ ନିହ୍ନା ଭା ଉଦ୍ଦୀପନ । ବିନା ଯେବେ ଭନ୍ନ ହେବ ହେ । ବାଇ ନୋହ କେ ଜୀବନ ଧରିବ । ୩୫ । ହାନ ଲଭ ଭହିଁ ଗଣା ନ ଯାଏ । ସେ ପ୍ରୀତ ପାଈବାର ଅତିଶସ୍ତେ । ନବଧାରେ ଦ୍ରବ୍ୟ ରଖିଲ ବଧୂ । ପ୍ରୀତଙ୍କୁ ପ୍ରୀତ ରଖ ଏଡ଼େ ସିଦ୍ଧି । ଏ ପ୍ରେମ ପ୍ରେହଗ୍ରସ୍ତ ହେ । ମନ୍ତ୍ର ଯନ୍ତ୍ର ମାନ ନୋହେ ଆସୃଷ୍ଟି । ୩୬ । ମାନତ ସଙ୍ଗେ ଥାଇ ଦେଖା ହେଲେ । ପ୍ରେମ ପ୍ରମାଦ ପଡ଼ିଇ ସେକାଳେ । ଆ ବଳାଉଁ ଗଛ ପଦ ନ ଚଳଇ । ଲଜ ପୀରତି ଜବାଦ ବଢ଼େଇ । ଦେହ ଥିଲେ ତେଣେ ହେ । ମନ ଆକର୍ଷ ହେଉଥାଇ ଏଣେ । ୩୭ । ୩୧ – ୪ କୁମୁଦ ପ୍ରମାଦ କରଇ }; ପ୍ରମୋଦ କରଇ ଓ; ନଭାନ୍ତ ଅଯୁକ୍ତ; ୩୧ – ୧ ଦୁଃଖ ସୁଅ ଗ, ବ୍, ୪, ୦; on ୭୭ – ୩ ପଦ୍ମ ପଦକ-କ, ଗ, ଘ, ୪ ୦; ୩ – ୯ ଚୁମ୍ବ ଲ-କ, ଖ, ଘ, ଚ, କେଡ଼େ ସୁଗ-୪, ୦; ଯେଉଁ ସୁଖ , ଏ, ଯେଡ଼େ ସୁଖ-ଛ; ମହାସୁଖ-ଚ, ୩s → ୫ ଶି ମୃଦୁ-ଜ, ୫, ୦; ୩୬ – ୧ ଜଣା ନ ଯାଏ କ, ଖ ଚ, ୫, ୦; ୩୬ ୩୬ ମାନ ନୋହ୍ଲେ-ଗ, ଘ; ୦; ୩୭ – ୯ ନଈ ସଙ୍ଗେ ଥାଇ ସେ ଦେଖା କ,

ଖ, ୪, ୦, ୩୬ -- ୪ ଲକେ ଧୀରର- ୫, ୦, ୩୭ – ୫ ଏଣ ଗ, ଘ, ଜ. ୩୭ –୬ ଭେଣଗ