ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୬୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୩
ବିଦଗ୍ଧ ଚିନ୍ତାମଣି

ଦ-ନ୍ତାମଣି । ଚଖା ଦେଖା ନାହିଁ ସ୍ଵାଦୁ ସୁନ୍ଦର । ସଟେନ୍ଦ୍ରକର୍ମୀ ଲେଭ ବସ୍ତାର । ଏପର୍ ବଚତା ଅଛୁ ଯେତେ । ଆହେ ପ୍ରାଣ ମିତ କହବ କେତେ । ପ୍ରୀତ ମହାଖଣ୍ଡ ହେ । କେବଳ କରଏ ପ୍ରାଣସଙ୍କ୪ । ୪୨ | ବେଦବାଦ ବଧୂ ଏ ବେଦବାସୀ । ଆପଣା ସଂସାର ବସେ ସମ୍ପାଦ । ଧର୍ମ କର୍ମ କୁଳ ବିବେକ ନାଶେ । ଅପବାଦ କୃଷିଙ୍ଗବକା ରସେ । ସେ ପ୍ରୀତ କଢକ ହେ । ଯେ ଗଳ୍ପ ସେ ମନ୍ତ୍ର ପାଇଁ ଶାସ୍ତିକ ୮ ୪୭ ) ଦୂରନ୍ତି ତାକୁ କର ନମସ୍କାର । ଅମାନ ନୋହ ମାନ ଆମ୍ଭ ଗିର । ଶ୍ରବଣେ ହସି ବୋଇଲେ ଅଚ୍ୟୁତ । ଆହା କି ବୋଇଲ ପଗୁଣମିତ । ଜୀବ ଅବାଯାକେ ହେ । ସାର ପ୍ରୀତକ ତେଜ ପାରବ କେ । ୪୮ । ମୋ ମନ ସେଭ ଯହିଁ ତାହା ଜାଣ । ଢା ଲାଗି ଗଲେ ଯାଉ ପାପୀ ପ୍ରାଣ ପ୍ରେଢ ହୋଇ ଜୀବ ଏ ବନେ ଥିବ । ଯାହା ଦରଶନେ କୃଢାର୍ଥ ହେବ । ଆବେଶ ହେବ । ୪୯ | ମନେ ଅଛୁ ଭବ ହେ । ବନ୍ଧୁ ଶ୍ରୀଅଙ୍ଗରେ ସାପ ତ ସାକ୍ଷୀ ତ ଅଛୁ । ଶଶୀ ତନୁକୁ ଶଶ ପାଇଛୁ। ମରଣଭ କୋହଲ ଏଥୁକ । ହଉ ଧରି ମୁଁ ମାଗୁ ରୁ ଏକ । ଜୀବ ଗଲେ ଶବ ହେ । ଭା ବହକ ମନାଇ ମାଧକ ହେବ । ଗର୍ଭପଥରେ ପୋଢାଇ ଧ୍ରୁବ । ୫୦ | SAN MA ବାନ୍ଧବୀ ଶ୍ରୀଅଙ୍ଗ ଗ୍ରେଗ ପାଇବ । ମୃଗଶାବକାକ୍ଷୀ ପାଦ-ଯାବକ । ହେବାକୁ ପୋଷିବ ଲେକନାକ । ଏ ଥବାକୁ ଅଙ୍ଗରେ ହେ । ମନାସି ଝାସିବ ଗଙ୍ଗାସାଗରେ । ୫୧ | ଏମନ୍ତ ବାଞ୍ଛି ତ ମିତ ଶୁଣନ୍ତେ l ପ୍ରେମ-ଲେଭକୁ ପ୍ରଶଂସିଲେ ଚଞ୍ଚେ । ) ଆଶ ସ୍ପଷ କହ କଲେ ପ୍ରବୋଧ । ସେନ ହେ ପ୍ରେମ-ଗ୍ରାମବାସୀ ଦୁଧ । କବି ଅଭିମନ୍ୟୁ ସେ । ଜୀବନ ଯାଉ ଚଣ୍ଡ ଘଧା-କାନ୍ତୁ । ୫୨ । ୧୪୬ ୪୭ – ସଙ୍କେଲ୍ ସ୍ଟାକର୍ଷ ୫ ୦ ସବର୍ଷ ସ୍ନାକର୍ଷ ୪୭ – ବଂଶ ସମ୍ପାଦ ୫, ୦,

ଚଶ ମଧ୍ୟ ହୋଇପାରେ ୪୮~~ ) ଅନାମ . ଗ, ଘ. ୪,୦. ୪୦ -୬ ପୋଢାଇ ଦେବ-୪, ୦,