ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୭୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୬
ବିଦଗ୍ଧ ଚିନ୍ତାମଣି

'! ପଦ-ଚନ୍ତାମଣି । କୃଷ୍ଣ କାମବାଦୀ ଉଦ୍ଦୀପନ ଆଦି ସେନା-କନ୍ଦପାଗ ବିଚ୍ଛେଦମ । କୃଷ୍ଣ କାମପର ଚନ୍ତାସନପୁର କୋଡ଼ଗଡ଼ଦାନ୍ଧୀ ଆଶ୍ଵାସିମା । ୨୧ | ଗୋବନ୍ଦ ମାନସରସ ଅଭିଳାଷ ସୁଖସ୍ପର୍ଗମେଢ଼ ସୁନଶୁଣି । କୃଷ୍ଣ ରହୋଦ୍ଭବ ପ୍ରେମ ବଇଭବ ସୁଖ ସରଘର କୁଞ୍ଚି ଆଣି ( ୨୨ | କୃଷ୍ଣ କର୍ତାନନ୍ଦ ସୁଖାଦବାଦ କରଜବାଦନ ଆଳ,ପିମା । କୃଷ୍ଣ କାମସ-ଅନ୍ଧାର ବପର ପ୍ରେମଦାସ ପ୍ରଘଣ୍ଡିମ । 22 | କୃଷ୍ଣ ଉରମାର-ସ୍ନେହରବାର-ହର ଚୁମ୍ବରମ୍ବନ ଦର୍ଶନ । ହର ଦେହସ୍ନେହ କରୁଣାସନ୍ଦୋହ ସୁପରଶମଣି ରଶିମ । ୨୪ । କୃଷ୍ଣ ହୃଦ ନାଶି-ଶାଳାରେ ପ୍ରକ୫ ନରରେ ନର୍ଭକ ପ୍ରବକ । କୃଷ୍ଣ ପ୍ରାଣ ଖଗ ଘ ପଞ୍ଜର ଯୋଗ ଲଳନା ପାଳ କଉଭୁଙ୍କ | ୨୫ | କୃଷ୍ଣ ରଥରନୂ-ଚଉର ଦଣ୍ଡନ ଉରୁ ଅରଗନ୍ଧ ସୁସନ୍ଧାମ । ହର କାମଗଜା-ନନ୍ଦକ ପରଜା ଲୁଚଶିଳେ'ଇ ବନୋଦମ । ୨୬ । କୃଷ୍ଣ ସୁସାଗର ଉଭଜମନ୍ଦିର ଯେଗଳାର ସିନ୍ଧୁ ଆହ୍ବାଦମ । . କୃଷ୍ଣ ଦେବଗଜ ପ୍ରେମ ଷଡିଶ୍ଚର୍ଯ୍ୟ ସୁଖ ଭାଭପର୍ଯ୍ୟ ବଳାସିମ । ୨୭ । କୃଷ୍ଣ ମନମତ୍ସ୍ୟ ଶୋଭଚ୍ଛ ସଦା ଅଭିଳାଷ ସୁଖଦାୟୀ । ଗୋବନ୍ଦ ମରମ ସଙ୍ଗସୁଖଧାମ ଅଚନାଶି ପ୍ରେମ ସୁଖମୟୀ । ୨୮ । ଶୀବଧା ଶ୍ରବଧ' ବଧୁ ବଧୁ ବାଧା କାମର ନାଶନେ ମଉଷଧୁ । ଗୋବନ୍ଦ ଦାଦ-ଦୋଷହରଭ ଭଣ୍ଡାର ସମ୍ପ ଓଁ ନଧ ନଧ । ୨୯ । ହର କାମା’ର ଗରଭୁଞ୍ଜା ହର ତାପହାର ସୁରତରଙ୍ଗିଣୀ । ଭବପର-ଭରଙ୍ଗିଣୀ-ଭଙ୍କର-ଚର ଭରଣ ଦୃଢ଼ ଡ଼ଙ୍ଗିମ । ୩୧ । ଶ୍ୟାମ ହୃଦବନ ବରହଦହନ ଶାନ୍ତକ ରସଦା କାଦମ୍ବିଖ । ଗୋବନ୍ଦ ପୀରତ କାନ୍ତାର–ବିଶ୍ରାନ୍ତ ଭାପବନାଶ୩ ଆହ୍ୱାଦ | ୩୧ | କୃଷ୍ଣ ଲୀଳାସୃଷ୍ଣ ସୁଖପରମେ ବୁଦ୍ଧି କୁମାରକା ରଜନମ । କୃଷ୍ଣ ସବ-ସ୍ୱର୍ଗ-ଇଦ୍ର ଗୁରବର୍ଗ ଅପ୍ସ ଅଇଶ୍ଚର୍ଯ୍ୟ ସୁଖଦାସ । ୩) । ୧୪୬ ୨୯—୨ କୋଡ଼୫, ୦; ୨୩–୧ ସୁଖାସ୍ଵାଦ-୦; ୨୫–୨ ନରQ-୦; ନର୍ଭକ ପ୍ରବର୍ତ୍ତୁଳୀ ୦; ନର୍ତ୍ତକୀ ପ୍ରକୃର୍ଷିକୀ-କ, ଖ; ନଉ ତ ପ୍ରବର୍ତ୍ତିକଛ; ନତ୍ତନ ପ୍ରକଭି ଘ, ଚ, ପ୍ରବର୍ତ୍ତିକା ଶବ୍ଦ ତୁଲ୍ୟ ଶବ୍ଦ ପ୍ରାଚୀନ କାଢ଼ମ ନିଙ୍କର ବରଲ ନୁହେଁ ପ୍ରବର୍ତ୍ତିକାଇ ଛନ୍ଦରେ ପ୍ରବର୍ଷିକୀ କହ କରିଅଛନ୍ତ । ୨୫–୩୨ ପାଳନ-୦; ୨୬—୨ ଶିଳ୍ପରଠ; ୨୮— ୧ ଖୋଇ- ମୂର୍ତ୍ତି-୫, ୦; ୨୯–୨ ସମ୍ପୂର୍ଣ୍ଣ ଭଣ୍ଡାଇ-୫, ୦; ୩—୨ ପରଣର ଦୁରରଙ୍ଗିଗ-୫, ୦; ହୃଦ-

ଡ଼ଙ୍ଗିନ-କ; ୩ —୧ ଶାନ୍ତ କର-କ, ଖ; ବାଣ୍ଡକାର, O;