ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୮୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୫୯
ବିଦଗ୍ଧ ଚିନ୍ତାମଣି

ଷତ୍ବାଦଂଶ ଛାନ୍ଦ । ଶ୍ରୀକୃଷ୍ଣ ସଖାପୁରପେ ଶ୍ରୀକଶୋରୀଜିଉ ଶୋଭାକଥନ । Am tj. ରଗ—ରସକୋଇଲ । ରସିକ ସିକ ଗ୍ରାହକେ ଶୁଣ ଏ ଗ୍ରୁନ୍ଦ । ଆନନ୍ଦସାଗର ବୃଦ୍ଧିକ ଗୃହ । ଗୁଣିକ-ହୃଦୟ ବନ୍ଧନ-ଫାଦ । ସଙ୍ଗୀତବଦଙ୍କ ଶପ-ସମ୍ପଦ ସେ । ମଦନମଦର୍ଶନ ଯେ । ବର ଉପମା ନୟୁମ ନିଯୁକ୍ତ ଭୁଶ ଅମୃତ ସମାନ ଯେ । ୧ । କହନ୍ତ ଗୋବନ୍ଦ ମିଷେ ଏକାନ୍ତେ । ଆଜି ଅନୁକୂଳ ଦଇବ ମୋତେ । କାହିଁକ ଭପ କରି ଥୁଲ କେତେ । ଧନ୍ୟ ସେ ପୁଣ୍ୟ ପଗୁପଜ ଏତେ ସେ । nou an ଦେଖିଲ କିଶୋର୍ ରୂପ ଯେ । ପାଠକ ନନ ଗତକ ଲଭଲ ଲେପ ହେଲ ପାପ ତାପ ଯେ । ୨ । ସଖୀ ସମୂ ହଁରେ କୁସୁମବନେ । କେଶ କରୁଥୁଲ ଏକାନ୍ତ ସ୍ଥାନେ । କନକବର ମଧେ ବଜ୍ରଳ । ଖେଳ ଯାଉଲ ପର ଭଲ ସେ । କ ଭାଇମଣ୍ଡଳେ ଶଶୀ ଯେ । ଅପସଘସମୂହରେ କ ବହରେ ଲଳାରେ କମଳା ଆସି ଯେ । ପୀତ ମୂର୍ତ୍ତିବନ୍ତ କ ସେ ସାକ୍ଷାଢେ | କ୍ରୀଡ଼ା କରଇ ବରଙ୍ଗନା ଯୁତେ । ରତ କ ନାଗ-ରଥଯାତ୍ରା କର । ଅତମ ସାର୍ଥ କରୁଅଛୁ ଫେର ସେ । ଅନୁମାନ ନ ସହଲ ଯେ । ମଧ୍ଵ ସିଦ୍ଧି ଘେନ ମୁକର ଗତକ ବୃନ୍ଦାବନେ ଆସି କଳ୍ପ ଯେ | ୪ | ମଦ ମନ୍ଥର ଗତ ମଠ ମଠ । ବେନ ମିଦ କରେ କରପଇଠ । J କାନ୍ତକୁଳଦେବୀ ପହଣ୍ଡି ବଜେ l ହେଉଥଲ ପଘ ସୁନ୍ଦର ସାଜେ ସେ ଭଲ ଭଲ ସ୍କୁଲେ ପୁଣି ଯେ । ମହବାରେ ଝଲବାର ହେମବଲ୍ଲୀ ପାରବ କ ଆଣି ଆଣି ଯେ । ୫ । ଗର୍ଭଳସୀ ହଂସୀ ପ୍ରମତ୍ତକର । ମଦମଦନ ଗର୍ଭଗ୍ଧଗ୍ଧ । ଚଳ କସଳ ସ୍ଥଳକମଳ । ବଞ୍ଚି ଦେଲ ପର ଚରଣଭଳ ସେ । ସେ କାଳରେ ଶୋଘ୍ର ଦଶେ ଯେ । ଯଦି ତଳେ ଇନ୍ଦ୍ରପଦ ଜର ହେଲ ପରସ୍ତେ ମନକୁ ଆସେ ଯେ । ୬। ରୂପ ୨, ୧–୪ ସଙ୍ଗୀଭବବକ ଗ, ସଙ୍ଗୀ ବଦଙ୍କ ବ, ଖ ୧୮୭ ନମ କ ଯୁକ୍ତ ଗୁଣ ଶୋଇବନ୍ତ ଯେ, ଝ । ୪ – ୩ ନାରୀରଥ ୪, ୦, ୪ –୬ ଅଣିକଲ ଘ, ଚ, ଅଣଅଲ

  • --୬ ବେନମିଷକରେ କ, ୫, ୦, କେନମି କରେ କରପଇଠ କ, ଖ, ଗ, * - ୩ କାନ୍ତକ

ନବେଶି ପହଣ୍ଡି ବଜେ ୫, ୦, ୬– ୩ ଛଳ କଅଁଳ ୫, ୦, ଜଳକସଲ ଜ, ୭୮୪ବଞ୍ଚିତ ହେଲ

0,