ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୮୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬୪
ବିଦଗ୍ଧ ଚିନ୍ତାମଣି

ସପ୍ତ ଚତ୍ବାଦଂଶ ଛାନ୍ଦ । ଶ୍ରୀକଶରୀଜିଉ ସଖୀପୁରରେ ବନଦର୍ଶନ, ଶ୍ରୀକୃଷ୍ଣ ଶୋଭାକ ଥନ । - ବ୍ଲଗ କେଦାର ଗଉଡ଼ା । ପ୍ରଣୟରେ ଦୁଖୀ ହୋଇ ପଞ୍ଜୁଳାନ୍ଧୀ ସଖୀଣି ଧୀରେ ଧର । ଆଳନ ଉତ୍କଣ୍ଠା ଗ ମିଶାଇ କହନ୍ତ ଲଲସା କର । ଗୋ ମିତ । ବନେ କ ଶୋଘ୍ର ଦେଖିଲଇ ତ ଗୋ । ସେ ଭି ମଦନ ସାମନ୍ତ ସତ ଗୋ | ମନ-ଧନ ସ୍ଫୁର ପରଖଦ ଗୋ ।Y | କଳାକଜ୍ଞ ଦଳାଅଞ୍ଜନ ମର୍କତ ଇନ୍ଦ୍ରଗଳମଣି ଘନ । ସୁଧା ଆନନ୍ଦ ଆହାଦ ମାଦକ ଶୃଙ୍ଗାର ପ୍ରେମ ମିଳନ । ଗୋ ପୁଣି । ଶୋଇସମୁଦ୍ର-ମନ୍ତ୍ରା ଲବଣୀ ଗୋ । କୋଷ ସୃଷ୍ଟି କାନ୍ତ ସାରଶ୍ରେଣି ଗୋ । ମହା ଲବଣ୍ୟ-ରଭନ ଖଣି ଗୋ ତୁ ? | କେତେକାଳ କଳ୍କି କଲ୍ଟି ବଧୂ ସିଦ୍ଧି କଲ ବଚ ପ୍ରତମା । ମୋହନ ମନ୍ତ୍ରରେ ଜୀବନ୍ୟାସ କର ଭୂଷିତ କଲ ଭଙ୍ଗିମା । ଗୋ ଭୁବ । କଲ ଲଲର-ମାଧୁର୍ଯ୍ୟ ଓଁବ ଗୋ । ହେଲ ଗୁଣନ ରଖା ଠାବ ଗୋ । ମାର ଦେବାର୍ଜନ ଦେବ ହେବ ଗୋ । କେଭଙ୍କ-ପାଖୁଡ଼ା ଗୋଧୀ ମନ୍ତ୍ରୀ ବେଢା ଚୂଡ଼ା ବୁଡ଼ାଉଛି ଘର । ଅଦ୍ଧ ଚନ୍ଦ୍ରକ ପରେ କେକଚିହ୍ନକ ସାର ଦେଉଛୁ ସଂସ୍ଥାର । ଗୋ ଜହଁ । ନଦ କାମୁଡ଼ାଳ ଖୋସା କେହି ଗୋ । ଖଞ୍ଜା ଗୁଞ୍ଜ ଗୁଞ୍ଜମୁଣ୍ଡ ହିଁ ଗୋ । ପୁଷ୍ପଝଘ ଭୋର ଲକ୍ଷ ନାହିଁ ଗୋ । ଏ ଲଭ ମାଧୁର୍ଯ୍ୟ ଆହ୍ୱାଦ ପ୍ରସନ୍ନ ସୁଧା ସ୍ଵାଦୁ ଗୁଣ ଥୁଲ । କୋପବଂ ଶଶୀଗ ଖ ଗୁରୁ ମୁଖ ଦେଖା ଦରୁ ହେଲ । ଗୋ ଘେନ । “ହଁ କଳଙ୍କ, ଏ ଚୟସନ ଗୋ । ସେ ଢ କ୍ଷ, ଏ ଅକ୍ଷ ସ୍ଥାନ ଗୋ । କଳା-କର ସେ, ଏ କଳାପୂର୍ଣ୍ଣ ଗୋ | ନଉଟୁଇବାକୁ ଇଚ୍ଛା କି ବଲବ ଅମଳ କଳାକମଳ । ଆନନ ପ୍ରସନ୍ତି ବିଶ୍ବଜନମନମୋହନ ମାଦକ ସ୍ଥଳ । ଗୋ ସଖି । ଭଙ୍ଗୀ କମ୍ପନ ନାହିଁ କି ଦେଖି ଗୋ | ମୁଖ ସ୍ମୃତକ ମୂର୍ତ୍ତି ବ ଆଖି ଗୋ । ଧୁକ ଯେ ବୋଲେ ମୁକୁର ଲକ୍ଷ ଗୋ । ୬ 201 ୧ – ୩ ଦିନେ କି କ, ଖ, ୨– ୩ ଶୋଇ ସଦଗ, ଜ, ୦, ୩ – ୧ କେଭେକାଲି ମୁକ୍ତି କଲ ତ ଭାର ପ୍ରଣମା-କ, ଖ, ୪–୧ ବୁଡ଼ାଇଛ ଘର-ଚ, ୫. ୦, ୪ – ୪ ଭୁଞ୍ଜ ଗୁଞ୍ଜର-୧, ୪, ୦, ୬ – ୧ ମାନନ ପ୍ରସନ୍ନ -୫, ୦: ୭ – ୩ କାହିଁ କି ଦେଖି-୦, କଲି

ବସ୍ତ୍ର