ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୯୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬୯
ବିଦଗ୍ଧ ଚିନ୍ତାମଣି

ପା ଶଶିଭୁଷଣ ମହାନ୍ତ ଗାଁମ୍ ଦିଲ ପ ଈ ୭ ପି ଢା, ଅତରଂଶ ଛାନ୍ଦ । ଅସୁରେଶ୍ବର କର ଶ୍ରୀ କଶୋରୀଜିଉ ସଖୀ ପୁରଷେ ଶ୍ରୀକୃଷ୍ଣ ଅନୁଗ କଥନ । ସର୍ଗ - ସୂଚୀ ( ଫୁଲଠାର ବ’ଣୀରେ ଗାଇବ ) ରାଧା ର ସଖୀକର । କୋଲଣ୍ଡ ଆକର୍ଷ ଅଉ ନ କର । ଗୋ । ନ ଭୁଚ୍ଛ ମୋହିବା ଲଜ ଭସ୍ମ ଗୁଡ଼ିଲ ନକର I ସଜନ ଗୋ । ୧ । ଘନଶ୍ୟାମ ଗୁଣିମାନ । ରଖିଅଛୁ କି ମୋ ଧୈର୍ଯ୍ୟ ଗୁମାନ । ଗୋ । ମିନ ଦହୃରୁ ଭା ସମାନ । ସଜନ ଗୋ | ୨ | ମୁନଙ୍କି । ତାଙ୍କୁ ପ୍ରାୟପଣେ ଯୋଗ୍ୟ ମୁଁ ନକ | ଗୋ । ଅଳଙ୍କାର ସେ ର ଅବମକ । ସଜନ ଗୋ | ୩ | ଶୁଣି ତାଙ୍କ କଥା ପଦେ । ରମା ଉମା ପ୍ରାଣ ବଳବେ ପଦେ । ଗୋ । ଶତ ନ ରସିବେ ଇନ୍ଦ୍ରପଦେ । ସଜନ ଗୋ । ୪ । ବଦନ । ପଦ୍ମ ହେଲେ ହେବ ମୋହ ମଦନ । ସୁଖାନନ୍ଦ ଅମୃତ ସଦନ । ସଜନ ଗୋ |୫| ଦେଖିଲେ ପତିବରଖି । ଦମ୍ ଭେଜ ଆଚର୍‌ବେ ପୀରତ । ଗୋ ।, ନାଗନାର ଇଚ୍ଛା ବେ ସୁଧେ । ସକଳ ଗୋ | ୬ | ଅନାଇଁ ଯାହା ଗୋ । ଗତି କରନ୍ତେ ପଥରେ । ବ୍ରତ ହୋଇ ବହଯିବେ ପଥରେ । ଗୋ । ନ ଭୁଲବ କେ ମନମଥରେ । ସଜନ ଗୋ |୭। କେବଳ ନେପଥରେ । ପଡ଼ଗଳ୍ପ ବାଙ୍କଚୂଳିଆ ଥରେ । ଗୋ । ଆଜିଯାଏ ମୋ ହୃଦୟ ଥରେ । ସଜନ ଗୋ । ୮ । ତ ଦିଲ୍ଵ ବଳିଲେ ପବକ । ଆଣି ରଖିବ କେ ଗୃହ ଛବକ । ଗୋ । ମୁଁ ଭ ସାଇଲନ ମାନ ବ୍ଳକ । ସଜନ ଗୋ । ୯ ୮ କାହିଁ ପୂର୍ବେ ପୁଣ୍ୟ କର । ସୁମନେ ମନାଇ ନାହିଁ ଶଙ୍କର । ଗୋ । ହେବ କ କରି ତାଙ୍କ କଙ୍କର । ସଜନ ଗୋ । ୧୦ | ନଗୁହଁ ମୁଖ ଦରପଣେ । ବରଇ ହେଲେ ମୋ ପ୬ ପଣେ । ଶୋଗ ନ ଦଶିବେ ଦାସୀପଣେ । ସଜନ ଗୋ | << / ଗୋ । ୮ – ୧ ଦିନେ ମୋ ନେଽ ପଥରେ-କ, ଗ, ଚ, ୫, ୦; ୧୯ - ୨ ବରୁରଲ ୫, ୦

୨୨