ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୯୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୭୧
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚନ୍ତାମଣି । କ ଗୁର ନରତରୁଣୀ । ଦେବସ୍ତିର ହେବେ ସୁରଷେ ଋଣୀ । ଗୋ । ଶୋଗ ଦେଖି ରସିକେ ବାରୁଣୀ । ସଜନ ଗୋ | ୨୬ | ସେ ଶୋଇସୃଷ୍ଟିସାମନ୍ତ । ଅଛଇ ତହିଁରେ ଗୁଣ ଭେମନ୍ତ ! ଗୋ । ଘେନ ପ୍ରୀତ-ପଣ କେମନ୍ତ | ସର୍ଜନ ଗୋ । ୨୭ । ମୋତେ ଲରିବା ହସ୍ତରେ। ଅନୁଵର ଥାନ୍ତି କେତେ ମନ୍ତରେ | ଗୋ । ବଶ ନେହବ କେ ଭେମନ୍ତରେ । ସଜନ ଗୋ ।୨୮ । ମୋ ଗଢାଗତ ବାନ୍ଧରେ । ଜଗି ବସିଥା'ନ୍ତି ସେ କପ୪ରେ । ଗୋ । ମା ଦରଶନ ଇମ୍ଫରେ । ସଜନ ଗୋ । ୨୯ । ଲେଖନ୍ତୁ ଗତପଥରେ । ପ୍ରାଣବକା ସରେ ମନମଥର । ଗୋ । ଡରୁ ମାର ମୋର ବୋଲି ଥରେ । ସଜନ ଗୋ |୩| ମୋ ପାଦଶସ୍ତ୍ର ଧୂଳକ । ବୋଳ ଦିଅନ୍ତି ସେ ହୃଦସ୍ଥଳୀକ । ଗୋ । ଲୁଛୁ ଯାଇ ସେ ସ୍ନେହାବଲିକ । ସଜନ ଗୋ |୧୮ କୁସୁମଭୋଳା ବନରେ । ଲେଖନ୍ତ କେହକ ସୁ-ଛେଦନରେ । ଗୋ । ଗଣସଙ୍ଗେ ଗଣ ଏ ଦିନରେ । ସଜନ ଗୋ । ୩୬ । ଯେମନ୍ତ ଦେମନ୍ତ ରୁ ମୋ ଜୀବକା । ଗୋ । ସ୍ଵଇଚ୍ଛାରେ ମୁଁ ହୋଇଛ ଚକା । ସର୍ଜନ ଗୋ । ୩m | ପାସୋର ନ ଗଲ ଦଣ୍ଡ ମନରୁ | ଗୋ । ସେ ଉ ଅଧୁକ ମୋ ଜୀବନରୁ ! ସଜନ ଗେ । ୩୪ । କହନ୍ତ ମିତ୍ତ ଆଗରେ । ଝାସ ଦେବ ଯାଇ ଗଙ୍ଗାସାଗରେ । ଗୋ । ଭଳ ହେବ ବନ୍ଧୁ ଶ୍ରୀଅଙ୍ଗରେ । ସନ୍ଧ ଗୋ | । ୩୫ । ଢା ନାମ ଗାଇ ଗୁଣ୍ଡରେ । ପ୍ରୀତ-ଡମ୍ବରୁ ବଜାଇ ଦାଣ୍ଡରେ । ଗୋ । ଭକ୍ଷା ମାଗୁଥୁବ ବ୍ରହ୍ମାଣ୍ଡରେ । ସର୍ଜନ ଗୋ । ୩୨ । ଭା ନାମଲେଖା ଗ୍ରୁପରେ । ଗୁଇ ହୋଇଥକ ହୃଦଉପରେ । ଗୋ । ଧସ୍ତିଥୁବ ତାହା ସରୂପରେ । ସଜନ ଗୋ । ୩୭ । କେହି ଯାଇ ସନ୍ନିଧ୍ୟରେ । ଜଣାଇବ ଯେତେ କୃପାଳରେ । ଗୋ । ଦୟା ହୋଇବ ନାହିଁ କି ଧୀରେ । ସର୍ଜନ ଗୋ | ୩୮ | ମଧୁପକୁ ମାଧବକା । ଏହା ପଢ଼ିଲ ଦିନରୁ । ୨୧ – ୧ ମୋ ଗଭାଗସ୍ଥ-୫, ୦; ୩୧ – ଯାଇ-୦, ୩୨ – ୧ ଲୁସୁମରାଳ-୦, on ୨ – ୨ ସ୍ବଚ୍ଛଦଲରେ-ଛ, ଝ କ୍ୟଗୀତ ସବୁ ପରେ;ପାଠ, ଅପ; ଅନୁ ପ୍ରାସଭଙ୍ଗର ଏହାର କାରଣ । ୩n ୨ – ୩ ଗଣସଙ୍ଗୀଗଣ ଏମନରେ ଛ; ଗଣସଙ୍ଗ ନଗ ଘନରେଗ; ଗଣସଙ୍ଗେ ଗଣା ମୁଁ $ ଘନର-୦; ୩୩ – > ଏ ତମj-O; ୩୭ – ୩ ତହୋଇଈ ମୁଁ -ଛ, ଝ ବ୍ୟକ୍ତିର ସମସ୍ତ ପୋରେ ୩୬ – ୨ ପ୍ରେମ ଡମ୍ବରୁ-କ, ଖ, ୫, ୦; ୩୭ – ୩ ସ୍ବରୁପରେ-କ, ଖ, ଗ, ଘ. ଚ, ୫; ସ୍ବରୂମର

ଅପ ଭ୍ରସ୍ଫୁସରୂପ; ତା ହାସ୍ୟରୂପରେ ୦; ୩୮ – ୨ ଜଣାଇବ ଯାଇ-କ, ଘ, ୪, ୦;