ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୯୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୭୩
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ନ୍ତାମଣି । ଧରୁଚୁ ତୁମ୍ଭର କର। ସଖୀପଣ-ଗୁଣ ଏତକ କର । ଗୋ । ନେଇ ଜଗୁଅ ତା ପରକର । ସଜନ ଗୋ | ୫୩ | ସେ ଯେତେ ସ୍ପଷ ରଚଇ । ହୃଦ ରତରେ ତ ମୋର ନାଚଇ । ଟେ । ତାହା ବନା କ ଗଧ ବଞ୍ଚଇ । ସଜନ ଗୋ | ୫୪ | କାକୁ ଦୂଷଣ ଘୋଷଣ। ହେଲେ ହେବ ପଛେ ନାନା କଷଣ । ମୁଁ ଭ କଲନ ନନ୍ଦା ଭୂଷଣ। ସଜନ ରେ । ୫୫ । ଗୋ । ଭସ୍ମକୁ ଢେଇ ବହନ । ବେଗେ ଦେଖାଅ ସେ କାମମୋହନ । ହେଳା କଲେ ହେଲେ ଦହନ । ସଜନ ଗୋ । ୫୬ । ଶୁଣି କଶୋର ଘରଗ। ସଖୀ-ସମୂହ ହୋଇଲେ ଆରତ । ଗୋ । ହୃଦ ଉପର ହେଲ କରତ । ସଜନ ଗୋ | ୫୭ । ଦିନ ଅରମନ୍ୟୁ ଜୀବ । ସ୍ୱାଧୀ ଭବ ଭବ ବାହାର ଯିବ । ଗୋ । ଏ ଭଗ୍ୟ କ ସର୍ଭେ ଦେଖାଯିବ । ସଜନ ଗୋ । ୫୮ । ଗୋ । ୫୭ – ୩ ଜ, ୪ ୦,; ଉପଞ୍ଚାଶ ଛନ୍ଦ । ଶ୍ରୀ କଶୋରୀ ଜଉ ଦଶା । ସଖା ଅନୁଚିନ୍ତା– ଢଗ ବଗଡ଼ – ଅଷାଢ଼ଶୁକ୍ଳ ବାଣୀରେ । ରସିକ-ମାନେ । କ-ମାନେ ଶୁଣ ଦେଇ ମନ । ରମଣୀମଣି ଦରୁ ଦନ୍ତୁ ସ୍ଥାନ ! ରତିପଦ ସ୍ଥିତ କରିଦେବାରେ । ରସ ହ୍ରାସ ଗ୍ରାସ ବେଶ ବାସରେ । ରଶ୍ୱତ ଆଦର ହେ । ସା ଘସି ସାରେ ନଣି ବାସର । ୧ । ସଳ-ସର୍ଭେଳମୁଖୀ ଦୁଖ ଦେଖି । ସହମାନକର ଜରରେ ଦୁଖୀ । ସକଳେ ବସି କଟନ୍ତ ଭୁବନା । ସହ ସହସ୍ର ଏ ଜାତି ବେଦନା । ସମସ୍ତେ ତ ଥାଇଁ ଗୋ ! ସଙ୍ଗୀ ଗୁଣି ତ କରୁ ନ କଲଇଁ । ୨ । ୧୭୩ ୫୩ - ୬ ସଖୀଗଣ ଗୁଣ କ, ଖ, ଜ, ୪, ୨; ୨– ୩ କଲେଜ ଚଢ଼ା ଦହନ-୪, ଉପରେ ହେଲେ-୫, ୦; ୦; ୫୮—୩ ସଭେ ଏ ଭଗ୍ୟ କ ଦେଖାଯିବ-ଗ, ଘ, ୪୮–୪ ଗୋବନ୍ଦ ହେ-ଗ, ୦; ସୁଜନ ହେ-କ, ଖ, ଛ, କ;

୧ – ୨ ଦିନ କ୍ଷୀଣ୫, ୦; ୧ - ୬ ରସାଳସୀ-ଛ, ଝ; ବ୍ୟଗତ ସମସ୍ତ ପୋର;