ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୯୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୭୪
ବିଦଗ୍ଧ ଚିନ୍ତାମଣି

୧୭୪ ଦେବ-ଚିନ୍ତାମଣି । ତଅର୍ଥେ ଆସି ଯାଉଛୁ ପଟ୍ଟଣ । ବିଷମ ବେଦନାକୁ କେ କ ଜାଣ । ବନ୍ଧୁଛୁ ମାର ଶର ବାରବାର । ବକଳ କଳ କଳନା କ ତାର । ବଶୀ ଏମନ୍ତ ଯେ । ବଧୂ ଦ୍ଵିତୀୟା ତଥରେ ଯେମନ୍ତ । ୩ । ଧଗଶନରେ ସଶସ୍ତ୍ର ଦିନ । ଧଜନ ପର ମନ କ୍ରମନ । ଧବଳକର ପର ଦିଶେ ତନ୍ତୁ । ଧର ଧର ନିଜ ଜାଭ ବଦନ୍ତୁ । ଧରିବ କେ ଗୁଭ ଗେ । ଧରମଣ୍ଡନାର ଦେଖି ବପତ୍ । ୪ । ବଥୁବା ପାଇଁ ଅବଧ ଯୋଷିତ I ବଳ କେହି ଗୋ ଦୁଇବ ସହ । ବନପଶୁ ଦେଖି ଯାହା ବଦନ | ବଶ ହେବେ ତାକୁ ବଳେ ମଦନ । ବଧୂ-ବଧ-ବ୍ୟଧ ହେ । ବଦନ୍ତ ରସସକ କପି ବୁଧ । ୫ ୮ ଶିବ ନନାନଳର କ ଢେଜ । ଶିବଦ୍ଧ ହୋଇ କଲେ ଢ ମନୋଜ । ସିଦ୍ଧେ ମାରିଥିଲେ ମରୁ କ ଆସେ । ସିଂହ ପର ଏବେ ତ ପଲଶେ । ସେ ପ୍ରେଭକୁ ! ୨ । ସିହାଣୀ ହଭକୁ ଯେ । ଶିଷି ମନ୍ତ୍ର ଝାଉବା ଅନ୍ତ ହୋଇବ କରୂପେ ବସନ୍ତ । ଅନ୍ତର୍ଗତରେ ଗୋ ଉପାୟୁ ଚନ୍ତ । ଅସନ୍ତର ପୁରେ ଶୁଆନ୍ତାଇଁ । ଅଙ୍ଗନା ଋତୁଭ୍ରମ ହେବାପାଇଁ । ଅନଙ୍ଗ ଗୁଣ୍ଡାଳ ଗୋ । ଅପଋତୁରେ ଦ୍ବିଗୁଣ ପ୍ରବଳ | ୭ | ଦକ୍ଷିଣ ପବନ ବାମ ହୋଇଛୁ । ଦୈତ୍ୟମାଭରୁ ଭ ଜାତ ହୋଇଛୁ । ଦ ବାଡ଼କ ସଂସର୍ଗ ଗୁଣକୁ । ଦତ୍ତ କରୁଛୁ ଦ୍ଯୋ'ଗି-ଗଣକୁ । ଫେର ଦର୍ପକର ଏହି ଯେ । ଦକରେ, କ୍ଷ୍ମ ପୁଷ୍ପକୁ ବହୁ ।୮। ମଳୟୁଗିର ର ବରଲେ । ମନେ ମାନେ ହନୁମାନେ କହିଲେ । ମର ମର ବୋଲ ସାପେ କେ ଶପେ । ମନ୍ଦ ପୁରନ୍ଦର ବୋଲେ କେ କୋପେ ମହିମା ନ ଥିଲେ ଯେ । ମହିତ ଗଟ୍ କେ କୋଲେ କେ ବୋଲେ ।`। କହେ କେ ସତ୍ସକ ଏ ଦୋଷାକର । କଳାଏ କଳା ଏ ହର ନିଜର । କଳାନଧୁ ବୃଦ୍ଧି ଏ ଘେନ ଦେଖ । କପ୍ ଭଗାପଣ ଘଏ ଦୁଃଖ | କମଲ ଅର ସେ । କରକରରେ କରରେ କି କର । ୧୧ । ଜଗତେ କଳଙ୍କା ନାମ ଦସ୍ତାର । ଯଶ ତ ଗୁରୁବାମା ଜାର ଯାର । ୩ –୪ ବଲ ଦଳ-୦; ୫୮୨ ବଳବତ୍ତ-ଗ, ଘ, ଚ, ଳ, ୦; – ୪ ବଶ ହେବ; ୫–୭ ବହନ ୦; ୬୪ ଏବେ ତ ଗଇସେ-୪ ୦; ୭ – ୪ ଅଙ୍ଗନା ଶଗ, ଘ, ଚ, ୫, ୦; ୮ – ୩ ବାଉରଚ, ୦; ୧ – ୨ ମନେ ମନେ-ଚ, ୫,୦; ୯ – ୩ ଶାପ କୁ ଶଙ୍ଖଖ୍-୫,୦; ୧ –୬, ମହରପଦଘ,ଜ,ମହଇ ପର୍ବ ଟିକେ ପର୍ବକ ବୋଲେ-ଗ,ଚ;ମହQ ପଦ୍ଧ ଚକ ବୋଲ କେ ବୋଲେ ୫, ୦; ପଦ ଓ ଗର ଉଭ ପାଠ ଏ ସ୍ଥାନରେ ଚଳପରେ । ୧୦ – ୧ କେ କ-୫, O;

୧o – ହଁ କଲା ଏ ହରଣ କର-କ, ଖ, ୪, ୦, ୧୧–୧ ଜଟରେ କଲକୀ-କ, ଖ, ୦,୪,