ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୯
ବିଦଗ୍ଧ ଚିନ୍ତାମଣି

ଅନ୍ତିକରେ ତାଙ୍କୁ ଦେଖି ଶ୍ରୀହରି । ଅଭିବନ୍ଦନା କଲେ ଉଠିକରି ।୨୧। ଅତି ହୃଷ୍ଟେ ଦେବୀ କଲେ କଲ୍ୟାଣ । ଅଛିଦ୍ରରେ ବାଞ୍ଚା ହେଉ ପୂରଣ ।୨୨। ଅବନଭିମୁଖ ହେଲେ ଗୋବନ୍ଦ । ଅଭ୍ୟୁଦା ହସିଣ ମହମହ । ୨୩ । ଅଞ୍ଚଳରୁ ଦବ୍ୟ ଲଡ଼ୁ କାଢ଼ିଲେ । ଅଞ୍ଜଳରେ କୃଷ୍ଣଙ୍କୁ ସମର୍ପିଲେ । ୨୪ । ଅନୁମୋଦ ହସିଣ ମନ୍ଦ ମନ୍ଦ । ଅଦଳମ୍ବେ ପରଲେ ଗୋବନ୍ଦ । ୨୫ । ଅଛୁ କି ସ୍ବାଦ ଜଣାଯାଇ ନାହିଁ । ଅକ୍ଷ ସୁବାସେ ମନ ନେଇ ମୋହ । ୨୬ । ଅପୂର୍ବ ଏ ଲଡ଼ୁଚ୍ଛା ଦେଶ ଭଣି । ଅମୃତ୍ତର ସ୍ଵାଦକୁ ପରେ କଣି । ୨୭ । ଅରୁ ଶ୍ରୀ କରର୍ଶ ବାସ । ଅନୁପମ ନାମ କାମ ଉଜ୍ଞାସ । ୨୮ । ଅଳ୍ପ ହସି ହସି କୃଷ୍ଣ ବୋଇଲେ । ଅହୋ ଆଶ୍ଚର୍ଯ୍ୟ କୃପା ଆଗ କଲେ । ୨୯ । ଅଇଲ ଏ ବଣକୁ ଏଣୁ କେଣୁ । ଅନ୍ୟ ଗ୍ରାମକୁ ଯିବାର ନ ଜାଣୁ । ୩୦ | ଅକୁଣ୍ଠିରେ କହନ୍ତ ଭଗବଗ । ଅଦଭୂତ ଉତ୍ସବ କାଲି ଗତ | ୩୧ | ଅବମଶ ବୃଷଜ-ନନ୍ଦନା । ଅମଗଦ-ଇଲେକ୍ୟ-ବନ୍ଦନା । ୩୨ | ଅଶୋଭବ୍ୟ ଗୁଣ ଶୋଭସଦନ । ଅସରଳା-ସୂଭ୍ୟ ହେଲା ବନ୍ଧନ | ୩୭n | ଅକ୍ଷ ସାର୍ଥ ମୁଁ କଲ ଦେଖି ପୁଣି । ଅଇଲଇ ସେହିଠାରୁ ଏକ୍ଷଣ । ୩୪ । ଅନୁଗଗୀ ଭବ ମୁଖ ଦର୍ଶନେ । ଅଭସ୍ମରେ ଅଇଲଇ ଏ ବନେ । ୩୫ । ଅସମର୍ପଣ ଶୁଣି କୃଷକୃଢ | ଅବଶରେ ହୋଇଲେ ପ୍ରଣପଭ୍ୟ | ୩୬ | ଅଦ୍ୟ ଶ୍ରୀରାଧା ନ'ମକୁ ଶୁଣାଇ । ଅଗାରକୁ ଚଳିଲେ ମହାମାୟୀ । ୩୭ । ଅବଚ୍ଛ ଜ୍ଞାନନ୍ଦମୟୀ କଶୋଗ୍ । ଅଳ ନଗୁଣ ପ୍ରେମ-ପୂଣ୍ଡିକର । ୩୮ । ଅନୁଭୂତ ସାନୁଭୂତ ଉଦ୍ଭାସ । ଅତି ଅଗମ୍ୟ ନଗୂଢ଼ ବିଶେଷ । ୩୯ । ଅଭଛି ଦ ବେଦ ଶେଷ ହୁଅନ୍ତି | ଅମୁଦ୍ରର ଭଣ୍ଡାର ସେ କହନ୍ତି । ୪ । ଅନୁEଗ ନୂତନ ସରଜନା । ଅଭିମନ୍ୟୁ କର କରେ କଳ୍ପନା । ୪୯ | ଅଧ ଊର୍ବ ବ୍ୟାପିତ ସେଫ୍ଟ ଲୀଳା । ଅର୍କ ଦସ୍ଥ ପର କାମ କଳା । ୪୨ । ୪୭ ୧୯ ୨୧–୧ ଅନ୍ତରରେ-୪; ଦେଖି ତାଙ୍କୁ-କ, ଖ ଓ ଜ; ୨୭–୧ ଯାଉନାହି-୪, ଏ୩—୨ ଅସରଳସୂଦ ଖ ଓ ଗ; ୩୪୯ ଅକ୍ଷ ସ୍ଵାର୍ଥ-ଗ ଓ ୫; ୫ — ଅବଚ୍ଛନ୍ନାନନ୍ଦମୟୀ-ଜ ଓ ୪; on se ଅଇଲ ଏ—୪;

ଅତିବଦ୪; ୪୨ଗପୁ (ମୋ ଆଲୋଚନା)୧ ଊ-୪ ଓ 0;