ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚନ୍ତାମଣି । ଭେଦ ରଖିଛୁ କ ସୋଦର ସାନ ରୁହ ମୋରତ । ୨୭ । ମଥାକୁ ପୋତିଲେ କଥାକୁ ଶୁଣି ହସି ଶାହର । ହାସକୁ ପ୍ରକାଶି ଘଷରୁ ପୂର୍ଣ୍ଣିମାସୀ ଉଚ୍ଚାର । ୨୮ । ରସିନ୍ଧୁ ଘଇତ ଆସିଛୁ ଗୋରୁ ବିଦ୍ୟା ନେମାକୁ । କହିଲେ ମଝି ଯେ ପହଲେ ବିଦ୍ୟା ଦେବ କୃଷ୍ଣଙ୍କୁ । ୨୯ । ତାହାର ମୋହର ବାହାର ଉତ୍ତର ଅଛଇ କି । ଘର ତ,ତାହାର ନରତ ନ ଆସଇ କାହିଁକି | ୩ | ଯାହା ତ ତା ମନ ତାହା ତ ଘେନ ଯାଉ ଏ କ୍ଷଣି । ବଚନ ଏରୂପେ ରଚନ କଲ ଅନେକ ପୁଣି | ୩୧ | ମୋହନ କରରେ ବହନ ଦେଲ ଗୋ ଶାସ୍ତ୍ର ପୋଥ୍ । ରଝାଇ କୃଷ୍ଣଙ୍କୁ ବୁଝାଇ ଦେଲ ଯେ ଗୁ ସ୍ତର । ୩୨ | କୃଷ୍ଣରେ ବସାଇ ଦୃଷ୍ଣରେ ପୁସେଦର-ଶୟନେ । ଜାସ୍ତାରେ କହେ ନର୍ମାୟାରେ ଅତ ହରଷ ମନେ । ୩୩ । ସଜମ ସହରେ ସଜ ନକରକୁ ଲଗି ହୋଇ । ଯାଇତ ବନ୍ଦାଅ ସୁଇତି ମୋର ଅଟେ କମ୍ପାଇ । ୩୪ । ଭରକ ଅଛ ସେ ପରକ ନନ୍ଦରଜା କୁମର । ରମଣି ଦିଅ ଗୋ ସୁମଣି ରନ୍‌ମାଳ ସତ୍ତର । ୭୫ | ଆନନ୍ଦମନେ ରସାନନ୍ଦ ବନ୍ଦାପନା କରଣେ । ସୁବେଶ ହୋଇଣ୍ଡ ପ୍ରବେଶ ଚନ୍ଦ୍ରାବଳୀ ଉତ୍ପକ୍ଷଣେ । ୩୨ । ରଜମଶମୁଖୀ ସଜମା ମେଳେ କୃଷ୍ଣ ବନ୍ଦାଇ । ଯତନ ଦେଲ ସେ ରସ୍ତନ ହାର କଣ୍ଠେ ଲମ୍ବାଇ । *୭ । ଅଢନୁ ଦେବତା ସୁଭନ୍ତୁ କି ଏ ମଣି ସୁଭରୁ I ଦେବର ସମ୍ବନ୍ଧେ ସେ ବର ମାନ୍ୟ ଗୁଡ଼ଲ ମରୁ । ୩୮ । ଉଡ଼ କ ଯତନେ ଧଡ଼କ ଦନ୍ତବାସରେ ଧର । ନାସିକା ଫୁଲଇ ରସିକା ମନ୍ଦହାସ ବସ୍ତାର । ୩୯ । on୯ ୨୭–୨ ରଖିଶୁ-ଗ, ଘ ଓ ୪; ୨୯–୧ ରସିତ-ଗ ଓ ୪; ନେବାକୁ-ଗ ଓ ୪; ୩୬ —୨ ଗୋକୂଳ ପାଳନେ ନ ଭଳି ଅରୁ ଉପାୟୁ ଏସ୍-କ ଓ ଖ; or୩— ମାୟାରେ କହେ ନିର୍ମାୟାରେ-ଗ ଓ ଘ;୩୪—୧ ସମ ସହରେ-ଗ ଓ ୪; ୩୫ –୨ ମାଳା-୪, ୩୭—୨ ଯତନେ-କ, ଖ, ଗ, ଘ, ଚ, ଛ, ଜ ଓ ୪;

ରତନେକ ଓ ଖ; ଅନୁପ୍ରାସାନୁବୈଧରେ ‘ଯତନ’ ‘ଝ’ର ପାଠକୁ ଗ୍ରହଣ କଲୁ ।