ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୫
ବିଦଗ୍ଧ ଚିନ୍ତାମଣି

ବଦଗ-ଚନ୍ତାମଣି । ରଖଶ ଆପେ ଅବଶ । ରସଦାମକ ମୋ ଆଶ । କ ରଖ ବା ଶରଣ ନ ରଖ ମରଣ ହେଲେ ହେବ ଶରସ । ଗୋ ଜୀବେଶ୍ଵର | ୭ | ରନ୍ଧାକରେ କରି ବାସ । ରହିଲେ ଏ ଘନ କେଶ । ରମାପତିରଥ ଗ୍ରାସି ମନୋରଥ ପସ ହେବ ଅପଯଶ । ଗୋ ପ୍ରାଣବନ୍ଧୁ । ୮ । ରଜମଶ ସୁସାରସ । ରମ୍ୟଜଭ-ମୁଖହାସ । ରହରୁ ମୋ ମତ ଡହିଁରେ ସୁମତ ଅସର ନଶି ଦବସ । ଗୋ ଗୁଣମଣି । ୯ । ରଙ୍ଗିମା ଭୃଙ୍ଗି ବଶେଷ । ରହ ହୃଦେ ଦେଲ ପ୍ରାସ ।. ରଖିଥୁଲୁ ଧନ ଦୁଃଖ ବଇଧନ ପାଇଁ ନେତେ ସୁଧାକଷ । ଗୋ ଜୀବନ । ୧୧ । ରଙ୍ଗ ଅଧରେ ସୁହାସ । ରସାମୋହର ବିକାଶ । ୪୫ ରଖିଅଛୁ ମାର ଢେଉକ ଗୁମାର ପାଇଥିବାରୁ ଆଶ୍ଳେଷ । ଗୋ ପ୍ରାଣପ୍ରିୟେ । ରଖି ମହାକ୍ଷ ଉଲ୍ଲାସ । ରହଣ କ ଭଙ୍ଗିରସ । ରତନ ମାଳୀ କି ଦିଅନ୍ତେ ଭଲ କ ହେଲ ରସିକେ ସୁରେଶ । ଗୋ ଗୁଣନଧୂ ।୧୨ ରସା ରସୁ ନାଗଈଶ । ରମ୍ୟ ଦଶେ ଭୁତ ଦେଶ । ରନୁସାରୁ ଶିରପରେ କ ଶଶିର ଉଦୟ ହେଳ ପ୍ରକାଶ । ସେ ଶୋଇ ଦିଶେ ।୧୩ ରହ ଦଣ୍ଡେ ଫେର ବାସ । ରଚଲୁ ବଧା ଆଇସ । ରମ୍ୟ ଦୃଷ୍ଟି ଲୁନ୍ତ ମାଈ ହୃଦକୁ ତ ଦେଲୁ ହରଷ ପରସ । ରେ ସମାବର । ୧୪ । ରଣିତ ନୂପୁର ଘୋଷ । ରସେ ଶୁଦ୍ଧ କରେ ଆଶ । ରଖିଅଛୁ କଣି ମୋ ପ୍ରାଣ କଙ୍କିଣୀ ତେତେବେକ୍ଟ ହେଲ ଦାସ । ଗୋ ପ୍ରାଣପ୍ରିସ୍ତେ ॥ ରମ୍ୟ ସ୍ତନ ସୁରବାସ । ରବକର ମୋ ମାନସ । କରି ରସଦାମ କର-ସାରଣୀ ମୁଁ କର ଗତ ବେଳେ ହୋଇ ଢୋଷ ଗୋ । ଜୀବେଶ୍ଵର ॥ ରଣ ରଣେ ହେଲେ ନାଶ। ରସକମ କ ମରସ । "4 ରଜମଶ କରେ ପଦ୍ମ ନାଶ କରେ ସେ ନନ୍ଦା ପାଏ ଦିନେଶ । ଗୋ ଗବେଶ୍ବର । ରଜ ଅହି ଉଡ଼ୁଶ । ରସନ୍ତ ଦେଖି ମହେଶ । ରହଢ ମୋ ଗୁଣ ହେଲେ ମନେ ଗୁଣ ଅନୁଗତ ହେତୁ ରସ | ଗୋ ଜୀବେଶ୍ଵର || ୭—୧ ରଥ ସନ୍ତାପେ-କ; ୧o~~୩ ଦୁଧବରଧନ-ଶି; ଦୁଗ୍ଧ-0; ନେଉଁ ଜ, ଖ ଓ 0; ନେ-୪; ୧୩—୧ ରସେ ରସୁ -୪;ରସାରେ ସୁନାଗ୍ ଈଶ-ଘ; ୧୪—୯ ରଦ ଦଣ୍ଡେ ଫେରୁ -୫; ୦-ଅପ; ୧୪—୨ ରଞ୍ଚିଲୁ ବାଧ। ଆଇସ-କ ଖ; ଏ ରଚଳୁ ବଧ-ଗ; ରଞ୍ଚିଲୁ ଯଥା-ଘ; ରହି ଲୁବ୍ଧକ ଆଘାସ-୫, ୦ (ଅସ) ୧୫—୧ ରୁଣିଭ-ଗ, ଛ, ଜ, ଝ; ରସିକ-ଘ; ୧୬—୧ ରମ୍ୟସ୍ଥାନ-ଗ, ଘ, ୧୨– ୩ ଜରଗଡ-କ, ଖ, ଜ, ୪; ୧୭–୨ ନଗଶ-ଘ ଛ; ଅଯଶ—୦; ୧୮—୩

ହେଲ-ଗ; ହେଉ ରସ-୪, ରହ ତମୋଗୁଣ-ପାଠ ମଧଯୁକ୍ତ ।