ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୭୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୫୨
ବିଦଗ୍ଧ ଚିନ୍ତାମଣି

SI ବଦଗ-ରୋମଣି । ପରମଦାରଣ ମଦନ କାଣ୍ଡ । ପିଣ୍ଡ ଖଣ୍ଡ ଖଣ୍ଡ କଲ ଉଦ୍ଦଣ୍ଡେ । ପର୍ବ ପଠନ ହେଉଡାହି ମୁଣ୍ଡେ । ପ୍ରିୟେ ବାହ ବାହ ଉଚ୍ଚାର ରୁଣ୍ଡ । ପତ ବ୍ରାଣ (ଭାରଣ) ଏମନ୍ତ କରୁ । ପଡ଼ିଲେ କ୍ଷଣେ କ୍ଷଣେ ମୋହ ଯାଇ ॥ ପବନ ଲାଗି ପାଇଲେ ଚେତନା । ପୁଣି ବୋଲନ୍ତ ହା ହା ରେ ନୂତନା । ପରଚେ ହୋଇ ନ ପାରଲ ଭୋଢେ | ପ୍ରଭୃପଣ ବନ୍ଧୁ କରନ୍ତୁ କେତେ । ପାରଖି ନୋହଲୁ ମୋ(ର) ସେବାଲୁ । ପାପୀ ପାଇବ କାହିଁ କୃତାର୍ଥକୁ । ୨୩ ପାଞ୍ଚୁଥାଇଁ ଧନ ଭେଖିବ ଯେବେ । ସଭିଜନ ପଣ କର ହେବେ । ପାଦେ ଯାବକ ଲେଖି ମନାଇବ । ପିକQଟୀକ ମୁଁ ଏହା ସ୍ପଷିବ । ପରମ ଗୁଣିଗ୍ରାସ୍ ରୁ(ହ) ପଗ୍ । ପାଖେ ରଖ କରି ସେବକ ଧୀଘ୍ର । ୨୪ । ପୁରୁଷୋତ୍ତମ ଭବନା ଏପର । ପାରବ କେ କହ ଶରୀର ଧର । ପରସନେ ପେନ ସୁଜନଜନେ । ପୁରୁଷଶେଖର କ୍ଲବ ଘ୍ରବନେ । ପନ୍ତ (ମୁଁ) ଅଭିମନ୍ୟୁ ବରସ । ପଞ୍ଚ ବର୍ଗାଦରେ ଏଗୁଭ ଶେଷ । ୨୫ । 1 ଅକ୍ଟୋଦଶ ଛାନ୍ଦ | ଜଳକ୍ରୀଡା । ବସ୍ତ୍ରହରଣ । 17 ନ ପୂର୍ବାନୁପ୍ରାସ । ରଗ— କନଡ଼ା । ନବଘନ 'ବଘନ ଶ୍ୟାମ ପ୍ରେମ କଉତୁକ ଆନନ୍ଦେ ଶୁଣ ସାଧୁଜନେ । ନ ଦେଖିବ ଯମର୍ଭି ସ୍ବପନେ । ନଗନ ଗୋପକୁମାରୀ ସୁକୁମାଈମାନେ ନିଜ ସ୍ଥଳ ଦିନେ । ସେ ନାଗର । ନଭ-ବ୍ରତକୁ ଆଚରଣ କଲେ । ନଦୀଜଳେ ସ୍ନାନକର ନର୍ମଳେ । ପରେ ପ୍ରବେଶ । ସେ ନାଗଷ୍ଟ । ନତ ହର ଉମା ପୂଳ ସେ କାର୍ତ୍ତିକ ମାଘ ମାଧବ ସାଈଲେ । ସେ ନାଗଷ୍ଟ । ୧ । ନନ୍ଦନନ୍ଦନ ପଢା ହେବା କାମନା ସବୁର ଅଛଇ ବିଶେଷ । ନ ଜାଣଇ କେହି କାହା ମାନସ । ନବ୍ରତ ଶେଷଦିନେ ସଙ୍ଗେ ହେଲେ କାଳନ୍ଦୀ ——— ୩—୬ ପାପୀ ପାଇବ- କ ଓ ଖ; ~ ପଞ୍ଚୁ ଆଇ ଧନ ଦେଖିବ ଯେବେ-କ ଓ ଖ; ପାଇବ ଯେବେ, ଗ, ଘ, ୪ ଓ 0; ୨୪—୨ ପରିଜନ ପର ହୋଇବ ତେବେ-୪ ଓ ଠ; ୯—୩ ନଗନା ଗ, ଘ; ୧୪ ନବବ୍ରତ-୪, O; )— କଳନୀରେ ପରିବେଶ-କ ଓ ଖ; କାଳନ୍ଦୀ ସମସ୍ତ ତାଳପ

ପୋସ୍ତ୍ରରେ ଅଛ;