ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୫୬
ବିଦଗ୍ଧ ଚିନ୍ତାମଣି

୫୦ ବଦଗ୍ଧ-ଚନ୍ତାମଣି । ନଗନସୁନ୍ଦର ଲସ ଘେନ କଦମ୍ବବୃକ୍ଷରୁ ଓହ୍ଲାଇ । ନୂଢଢାକୁ କହୁଛନ୍ତି ଗେଲଇ । ନବଯଉବନ ଗରବରେ ଦେଲ ମଦନଘର ବୁଡ଼ାଇ । ଗୋ ନୂତନା ( ନାହିଁ ଏ କଷ୍ଣୁ, ଭରିବାକୁ ଗତ । ନମସ୍କାର ନୋହଲେ ରପଷ୍ଟ । ନ କଲେ ଗତ ନାହିଁ ଭଲ ନଗଳା ଏକ କରେ ଓଳଗନ୍ତି । ସେ ନଗନା ।୧୭ ନାଗର ହସି ଭୁଷିଲେ ଗୋ ନଗଳା ଧର୍ମଶାସ୍ତ୍ର କ ଶୁଣା ନାହିଁ । ନମସ୍କାର ହସ୍ତକେ ଅଛୁ ନାହିଁ । ନେଇ ବେଳକର ଶିରେ ଦଅ ବେଗେ ସ୍ତୁତି ଦୈନ୍ୟ ଶ୍ଳେଷା କହ | ଗୋ ନୂତନ । ନାଗ୍ ଅନାୟତ୍ତେ ହସି କହନ୍ତି । ନ ଜାଣୁ କେ ଦେବତ୍ତା ଦେବା ଗଛ । ନଖିଳଦେବଦେବଙ୍କୁ ଜାଣୁ କହ କଲେ ବହପ ପ୍ରଣୟ । ସେ ନୂତନ । ୧୭ । ନୟନ ମୁଦବା ଦେଖି ହସି ହର ବୋଇଲେ ତନ୍ତ୍ର ନଅ ବାସ । ନଗପତନ ମଣି ନାଶ । ନ ଫାଟିଲ ମତ୍ସ୍ୟ ପଶିବା କାହିଁ ରେ ଭବନା କରି ବିଶେଷ । ସେ ନଗନା । ନନଗର ହଆଶେଖର । ନାଧ୍ୟ ସରିବ ଏଷେକେ ରୁମ୍ଭର । ନା୫ ଦଅ କାହିଁ ଧରଧରି ହୋଇ ପିନ୍ଧଲେ ଯେଝା ଅମ୍ବର । ସେ ନଗନା । ୧୮ । ନୟନେ ମିଶାଇ ଲଜ ସ୍ନେହ ଭଙ୍ଗୀ ରଙ୍ଗିମା ଓବେ ମନ୍ଦ ହାସ । ନନ୍ଦସୁତ ମତ କଲେ ଉଲ୍ଲାସ । ନିର୍ମଳପ୍ରେମ ମନ ଜାଣି ଢାଙ୍କର ହୋଇଲେ ଗୋବନ୍ଦ ଘୋଷ । ସେ ନାଗର । ନୂତନାଙ୍କୁ କହନ୍ତି ମହେ ହସି । ନର୍ଭ ବ୍ରହ୍ମେ ଅଛି ଯାହା ମନାସି । ନଷ୍ଠା କରିବ ସେ କଥା ଏଥୁପାଇଁ ସାକ୍ଷୀ ଏ ମୋହନ ବଂଶୀ । ଗୋ ନୂତନା |୯୯ ନବଘନ ଧନ ଶୁଣିଲ ଗୃପକ ପରସ୍ତେ ଗୋପିକା ହୋଇଲେ । ନିଜ କରେ କୁସୁମ ମାଳା କଲେ । ନେଇ କୃଷ୍ଣଗଳେ ଲମ୍ବାଇ ଆନନ୍ଦେ ସ୍ଖଳହୁଳି ଧ୍ବନ କଲେ । ସେ ନୂତନା ନବ ଅନୁଗଗ ଧନ ଅର୍ଜନ । ନେଇ କଲେ ପରରେ ସଞ୍ଚନ । ନବରକୁ ବଦା ହୋଇଗଲେ ଗୋପୀ କୃଷ୍ଣପାଦେ ରଖି ମନ । ସେ ନାଗର । ୨୧ ୧୭—୫ ଦେବ ଗଢ—୦; ୨— ୯ ଧ୍ବନ-୪, ୦; ୧୨ କୁସୁମ

ମାଳା ଦେଲେ, ଗ, ଘ, ୦;