ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୫୭
ବିଦଗ୍ଧ ଚିନ୍ତାମଣି

ବଦଗ-ତନ୍ତାମଣି । ନବଘନଶ୍ୟାମ ବିଭଙ୍ଗିମଠାଣି ମୁରଲମୁଖ ମନୋହର । ନଶିତନେ ଧାନ ହେଉ ମୋହୋର । ନରକ୍ଷରକ୍ଷକ ନାମ ସାର୍ଥ ହେଉ ବୋଲେ ସାମନ୍ତସିଂହାର । ହେ ନାଗର ! ନ ପୂର୍ବାନୁପ୍ରାସରେ ଶେଷ ଗ୍ରୁହ । ନାହିଁ କଷ୍ଟ ଅର୍ଥ ଘେନ କୋବଦ । ନଖିଳ-ରସାନନ୍ଦ-ରସ ଆସ୍ବାଦ କଲେ ପାଇବ ସ୍ଵାଦ । ହେ ନାଗର | ୨୧ | ୫୭ ଊନବଂଶ ଛାନ୍ଦ | r ଦ୍ବି ଭଙ୍ଗ ଅନୁପ୍ରାସ. । ରଗ—ଭୃଗ ମୁକ୍ତାବଳୀ । 'ଗବାନ୍ଧବ ଲୁ ସାଧବଜନେ ଶୁଣ ଦେଇ ମନ ! ଯଦି ସୁମନା ଗଲେ ନମନା ହେଲେ ଶ୍ରୀନନ୍ଦ-ନନ୍ଦନ । ୧ । ଚନ୍ଦ୍ରା ମୂରତ ଚନ୍ତ କରତ ପକାଉରୁ କାମ ଗ୍ରୁତ । ଲଭିବା ଆଶେ ବୁଦ୍ଧି ନ ଆସେ ଚିନ୍ତାଭାର ମଧ୍ୟ ଅଭ୍ୟ | ୨ | ଏହି କାଳରେ ସେହି ସ୍ଥଳରେ ସନ୍ଧ୍ୟା ସଖୀ ପରବେଶ । ଦେଖି ଗୋବିନ୍ଦ ସେ ଅରବନ୍ଦବଦନାର ହସ ହସ । ୩ । ଚନ୍ଦ୍ର ସଜମ ହେବ ରଜମକରମୁଖୀ ବରଲେ । ଭୃଶଉଦର କାହା ସୁନ୍ଦସ୍ ଏକା ବୁଲୁ ପରିଲେ । ୪ । ସବ୍ୟ ହସିଲ ମତେ ଘଷିଲ ଶୁଣ ହେ ନାଗରବର । ରସଗ୍ରହ ହୋଇ ଈଗ୍ରହ ଅନୁଗତ ଜନେ କର । ୫ | ତୁମ୍ଭ ଆଶାରେ ମଦନଶରେ ଚନ୍ଦ୍ର ବଳୀ ଆସି ସରେ । ଭବ ଉତ୍ତର ମୋହମନ୍ତର ଜାଣିଲ୍‌ ଆମ୍ଭ ବସ୍ତୁରେ । ୭ । ୧-କୁସୁମମାଳା ଦେଲେ ଗ, ଘ, O; ଚନ୍ଦ୍ରାବଳୀଙ୍କ ଆଗମନ; ସୈବ୍ୟା କହିବାର ମିଳନ, ନୂତନାସମ୍ଭାଷଣ ଗ, ଛ- – – ତନ୍ତାଭ୍ରମ ମତ ଅତି-ଗ; ଚିନ୍ତାଭ୍ରମ ଗତ ଅଶ-ଘ; ଚିନ୍ତା ଭ୍ରେଜ;

୩—୨:—ଅରବନ୍ଦ ବଦନାକୃ-୪, ୦; ୨--୨; ଆମ୍ଭେ ବର୍‌ରେ-୪, ୦