ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୫୮
ବିଦଗ୍ଧ ଚିନ୍ତାମଣି

ବଦଗ-ଚନ୍ତାମଣି । ‘ଆଶା ଦେଖାଇ ନ ଦେଲେ ଖାଇବାକୁ ଅପରାଧ ସିନା । ନ ଥୁଲୁ ମଣି ରସିକମଣି ଯୁବଗ-ଯରଣ-ସେନା । ୭ । ରୁମ୍ଭ କାଠର ପ୍ରେମଉତ୍ତର ଶୁଣି ଆମ୍ଭେ ବଶ ହେଲୁ । ଗୁଣବତୀକ ଭବ ପ୍ରୀତକ କେଢେମନ୍ତେ ମଣାଇଲୁ । ୮ | ବୁଡ଼ି ଆକ ମହାସଙ୍କ୫ ବ ବ୍ୟାଧୁ-ଶାନ୍ତ-ଛଳେ । ପଦ୍ମ ବୁଦ୍ଧିରେ ରସନରେ ଆଣିଅଛୁ ବଳେ ବଳେ । ୯ । ପୂଜ ଗଉର ଚମ୍ପାଗଉର ବେଗେ ଯିବେ ନଜପୁର l . ସକଳ ମିଛେ ରୁମ୍ଭ ନିମିତ୍ତେ କରନ୍ତୁ ଏତେ ବର । ୧୦ । ଉମାଗର୍ଥରେ ଅଛନ୍ତ ଥରେ ଜଣାଇଲ ଶ୍ରୀଗୁମୁରେ । ଆଉ ଭରସ। ନାହିଁ ୫ ରସାମେସ୍ତକ ଆଣିରୁ ଚାରେ । ୧୯ । ଶୁଣି ମୋହନ କଣ୍ଠ, ବହନ ହାର ଉପହାର ଦେଲେ । ମୋ ଜୀବଦାନ ଦେଲୁ ନଦାନ ଆପୁରଛରେ ବୋଇଲେ । ୨୨ । ଉଚ୍ଚାର କସ୍ତେ କଲେ ବଜସ୍ତେ ସନ୍ଧ୍ୟା ସଙ୍ଗେ ସଙ୍ଗେ ହତ୍ । ଉମାବାସରେ ମିଳ ଆଶରେ ବସିଲେ ମୁରଲଧାର । ୧୭ । ଏହି କାଳରେ ସଖୀମେଳରେ ବଜେ କଲେ ଚନ୍ଦ୍ରବଳୀ । ଅର ମୋଦରେ ଜୟୁନାଦରେ ସଖୀ ଦେଲେ ସ୍ବଳଙ୍ଗଳୀ । ୧୪ । ବେଖି ପୁରଭେ କାମ ଆରମ୍ଭେ କୃଷ୍ଣଭରୁ କମ୍ପମାନ । ଅବଦନେ କମ୍ପି ମଦ ଚନ୍ଦ୍ରବଳୀ ଛନ୍ନ ଛନ୍ତି । ୧୫ । “ଭଦ୍ରା ବଚନ କଳ୍ପ ରଚନ କ ଯୋଗେ ଅଇଲୁ ଆଜ । ନୋଡ଼ ଦର୍ଶନ ଉମା ପ୍ରସନ୍ନ ଭେକ୍ଟ ରସିକରଜ । ୧୬ । ରମଣୀବର ନଜ ଦେବର ବ୍ରଜରଜସୁଭ ସିନା । ଗୁଡ଼ ଅନ୍ତର ଚତ୍ତ ସଭରବୟସୀ ପୂରୁ କାମନା | ୧୭ | କରୁଣାକର ଏକାଳେ କର ଧରି କରନ୍ତ ବନର । କ ଆରେ ରମଣୀ ମୁକୁମଣି ଘେନ ଏ ଦିନ ଭଗତ | ୧୮ | ଗଜେନ୍ଦ୍ର ଗତ ତୋ ବନ ଗତ ଆନେ ନାହିଁ ମନେ କର । ଦେଖା ଦିନରେ ଭୁବଧନରେ ହୋଇଛୁ କଣା କଙ୍କର । ୧୯ । ୮–୨ ସେ ଯୁବତୀକ ଦୁଗ୍ଧ ପ୍ରୀତକ କେତେ ମତେ ମଣାଇଲ୍ ଗ, ଘ, ୫, ୦; ୯—୧:—ଦୃଢ଼ ଆକ୪ ମହାସଂକଟି ଫେଡ଼ିବ ଶାକ୍ତ ଜଳେ-କ, ୧୦ —୧ ଚମ୍ପାଚଉର ୪, ୦-ଅପ; )—୨:——ଆତୁର ମନେ ବୋଇଲେ-କ, ଖ, ୫, ୦; ୧୭–୨ ଗୁଡ଼ ଅନ୍ତର୪; ଶନ୍ତା ସତର ବୟସୀ— 69; ୪, ୦; ୧୮–୨- ଭକତ-୦; ୧୯—୧ ଆନନାହି-୪, ୦; ୧୯—୨ ଜୀବଧନରେ ହୋଇଛୁ-୪, ୦;

୫୮