ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୦
ବିଦଗ୍ଧ ଚିନ୍ତାମଣି

୨୦ ବଦଗ୍ଧ-ଚନ୍ତାମଣି । ମନ ମନମନ ଧୂନ ଶ୍ରବଣେ ଇଚ୍ଛଇ । ଆନ ଆଉ ଆନନେ ବହିଛୁ କାହିଁପାଇଁ । ୭ । ଜନ ଜନ ଜନକାଙ୍ଗି ମୃଗୀ ପଲ୍ଲ ରୁହ । ଦର ଦର ଦରକଣ୍ଠି ଗୁଣକୁ ନ ବହ | ୮ | କର ଜର କର ଅନ୍ତ ଵେଦ ପର ଘରୁ । ଝର ଝର ଝରଇତ ଲେତକ ନୟୁରୁ । ୯ । ସ୍ତର ପର ତରଳାକ୍ଷୀ ହ୍ରାସ ଦେଖିବାରେ । ବଧୁ ବନ୍ଧୁ ବଧୁଲ ଅଧର କପି ମୋରେ । ୧୦ । ଆ ସାର ସାର ସାରସାକ୍ଷୀ କୁଚ ଜାରୁ ପାଲ । OPO ବହି ବହି ବହିରେ ଦେଇଛୁ ଖେଳ ବୋଲି | ୧୯ | ଦାନ ଦାନ ଦାନଦକ୍ଷ ହୋଇ ସୁଖୀ ହୁଅ । ମାନ ମାନ ମାନସପଶାକୁ ଫିଙ୍ଗି ଦିଅ । ୧୨ । ତାର ଭାର ଭାରପତମୁଖ ଖେକ ମିତ । ଗର ଗର ଗରଜଣ୍ଡପର କଳ୍ପନ ତ। ୧୩ | ଆନ ଆନ ଆନନକୁ ନ ରସେ ମୋ ମନ । ହର ହର ହରିମନ ନେଉଛୁ ଭୋ ମାନ | ୧୪ | ଖୁତ ଶୁତ ସୁରୀରକୁ ଢେଜ ଦାନ କର । ଚନ୍ତା ଚଢା ଚନ୍ତାମଣି ରସ ଢ଼ାଇ ହର । ୧୫ । ଯାର ଯାର ଜାରପ୍ରୀତ ତାର କି ଏଗୁ l ଅନା ଅନା ଅନାୟତ୍ତେ କମ୍ପ୍ୟୁ ରୁ ମୋ ଗୁଭ | ୧୭ | ଘୁଷ ଘୁଷ ଘୁଷଇ ନ ଘଷଇଁ ସୁମନା । ସବୁ ସବୁ-ସରୂପା-କୃପାରେ ମୋ ବେଦନା । ୧୭ । ଉରୁ ଉରୁ ଉରୁବଶୀ ନର୍ ପରିବର୍ଷେ । ଓଁ ହୁଁ ହୁଁ ମୁଁ ହୁଁ ଗାନେ କର ଅବଧେ । ୧୮ । ରସ ରସ ରସନା ବଜାଇ ମୋତେ କଣ । ବଳା ବଳା ବଳା ହେବ ଏହିକ୍ଷଣ । ୧୯ । ୭–୨ ବମ୍ବଛ~୪; ବହୁରୁ-୦; ୮୮୧ ପର-ଗ, ଘ; ପସଭୁହ-୦ -ଅପ; ୮—୨ ବହି-୦, ଅପ; ୯–୧୯ ଜରଅନ୍ତେ ଗ, ୪, ୦; ଜରଅତି-ଛ; ପରିଭନୁ- କ, ଖ, ଗ, ଘ: ପୂରଭ-୦ ଅପ; ୧—୨ ବଧୁ ବଧୁ-୫, ୦-ଅପ ) ୧୪—୨ ଦେଇଛୁ ଭୋମନ; ନେଇଛୁ ତ ମନ-ଠ; ଉଭ ଅପ; ୧୫~~୨ ଚନ୍ତ ଚନ୍ତା ୧୮–୨ ଗାନ କର ଅବଧେ-୪ ୦-ଅପ ଚନ୍ତାମଣି—୪, ୦; ୧୭—୯ ‘ନ ଇସଇ’ ମଧ୍ୟପାଠ ହୋଇପାରେ

E