ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୧
ବିଦଗ୍ଧ ଚିନ୍ତାମଣି

ବଦ-ଚିନ୍ତାମଣି । ଧନ ଧନ ଧନପତି ସିଦ୍ଧି କଉଁ ବର । ନାକ ନାକ ନାକଲ୍ ଭଙ୍ଗିରେ ହେବ ଚୂର । ୨° | ନାଗ ନାଗ ନାଗବନ୍ଧ ହେଲେ ଧ୍ଵଜଯିବ । ମାନ ମାନ ମାନବର ଦେଖି କ ରହିବ । ୨୧ । ପ୍ରୀତରେ । ହାରେ ହାରେ ହାରେ ବନ୍ଧୁ ଛନ୍ଦ ଭନ୍ନ ଭନ୍ନ ଭନ୍ନକଳାକେଶୀ କର କରେ । ୨୨ । ଧଗ୍ଧ ଧର ଧରିପକ୍ଵ କହୁ ଏ ବସ୍ତ୍ରରେ । ଗୁଣି ଗୁଣି ଗୁଣୀମଣି ଶୁଣି ଗୃହ ଧୀରେ । ୨୩ ହର ହର ହରିପଦ-ଦୁହ ହୃଦେ ଚିନ୍ତି । ଦିନ ଦିନ ଦାନ ଅଭିମନ୍ୟୁ ନେଉ ନଭଃ । ୨୪ । ଏକବଂଶ ଛାନ୍ଦ। ଚନ୍ଦ୍ରାବଳୀ ସମ୍ଭୋଗ । ମହୂର୍ବାନୁପ୍ରାସ । - ଘଗ ମୁନବର । ମାଧବ ସଂଗ୍ରେଗ ରସ । ମହତ ମାନସ ଝ । ମଜ୍ଜନେ ହୋଇବ ଘୋଷ ( ମ ଅନୁପ୍ରାସ ୟେ । ୧ । ମୁରଲୀଧର ବଚନେ । ମଦାଳସୀ ତୋଷମନେ । ମନ୍ଦହାସ ପରକାଶେ । ମଦନାବେଶ ସ୍ତେ । ୬ । ବା ଜାଣି । ମରିବନ୍ଧୁ ଛନ୍ନେ ଭଣି ମଣ୍ଡିଲେ ଗଣ୍ଡେ ଚୁମ୍ବନ । ମତ ପ୍ରସନ୍ନ ୟେ । ୩ । ମଦକଳା ଲଜ ବହି । ମଥା ପୋତି ଉକ୍ତ କହ। ମଧୁ-ପର କରେ ଖବ । ମୋକ୍ଷଣ ଭବ ସ୍ତେ । ୪। ସହାୟେ ବାରଇ ବାଳୀ । ମୃଣାଳ ସୂର୍ବେ ସମ୍ଭାଳ । ମଦୋହ୪ ଦନ୍ତୀ ନୋହେ । ମିଥ୍ୟା ଆଗ୍ରହେ ୟେ । ୫/ ମୋହନର ୨— ହେବେ ଚୁର-୫, ୦; ହେବଦୂର-କ, ଖରୁ ୨୧ 'କେ ରହିବ-କ, ଖ, ଜ, ୪; କ ରଖିବ-ଗ; ୨୨—୨, କରନାରେ-୦ . ମୁନିବର ବାଣୀ :—୪ 0; ୧—୨ ମହହ, କ, ଖ, ଘ, ଜ; ମ ଅନୁପ୍ରାସ ଏ-କ, ଖ, ୫; ୨୪

ମଦନବଶକ, ଖ;