ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୨
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚିନ୍ତାମଣି । ମହିଳା ମୁ କ୍ତ କଣ୍ଠ ଚୀର ହର । ମର୍ଦ୍ଦନ ଉରଜ କର । ମତ୍ତେ ବନ୍ଧ ଆରମ୍ଭିଲେ । ମନୋଜ ବଳେ ସ୍ତେ । ୬ । ଅଣ ଅଥ । ମୁଦେ ଜନ ଗଡ଼ାୟେ । ମନାସେ ବହ କି କଲ୍ । ମହନ୍ତ ଗଲ ସ୍ତୁ । ୭ । ମନୋରମା ନପା ହେଜ । ମୃଗାଙ୍କକୁ ଖୋଜ ଖୋଜ । ମାରମିନ୍ଧ କାବେ ଭୂଷେ । ମନ ସରସେ ସ୍ଟି । ୮ । ମହିଳା-ଶ୍ରବଣ-ବଳେ । ମିଶାଇ ରସନା ଗୁଳେ । • ମତ୍ତେଳେ ମଳସୀ । ମଦନେ ରସି ସ୍ତେ । ୯। ମନ୍ଦାକ୍ଷ ରୁଲ ମରୁ । ମୋହଘର ସୁଭରୁ । ମାର ମୁଚ୍ଛ ଶାନ୍ତମତ । ମୋହନ କୃଢ ସ୍ତୁ । ୧୦ । ମିଳାଇ ଜହା ଚୁଚୁକେ । ମନ୍ଦି ନଭମ୍ବ କରକେ । ମୁଖ ବାୟୁ ଶୁଭବଳେ । ମଧୁରେ ଦେଲେ ୟେ | ୧୧ | ମୁକ ଜଙ୍ଘ ଫେରଣ । ମୂର୍କାଘ୍ରାଣ ଚୁମ୍ବ ଗୁଣ | ମୃଗାଙ୍କକୁ ଥ କଲେ । ମୃଗାଙ୍କ ଛଳେ ସ୍ତୁ । ୧୨ । ମାତ ନାନାବନ୍ଧମରେ । ମଜ୍ଜିଲେ ଆନନ୍ଦେ ମତ୍ତେ । ମନ୍ତ୍ରଥ ଶବବ୍ଦ ଜାତ । ମନ୍ଦ ଦୃ କୃତ ୟେ । ୧୩ | ମିଶି ସିତ୍କାର ବକାର । ମିଥ୍ୟା ନାନା ଅନଙ୍କାର । ମର୍ଷଣେ କେଳଷପତ । ମୁକ୍ତ ଦଗ ୟେ । ୧୪ । ମନ୍ଦାକ୍ଷ ବସନ ସଙ୍ଗେ । ମିଲଲ ସମା ଶ୍ରୀଅଙ୍ଗେ । alam ମଥା କର ବାଳୀ ନଢ । ସଉନବ୍ରତ ସ୍ତୁ | ୧୫ | ମୋହନା ଉପାନ୍ତ-ଗତ । ମଣିଲଇଁ ଗ୍ରୀଷ୍ମଗତ । ମିନ-କର ଜ୍ବାଳା ଅକ୍ଷ । ମରୁରେ ମତ ସ୍ତେ । ୧୨ । “ମଲ” ମୁଖେ ବକଶିତ । ମହା ସ୍ବେଦରେ ରଞ୍ଜିତ । ମୋକ୍ଷ ହେଲେ ପନ୍ଧାବଳୀ । ମିଥୁନ ସଳ ସ୍ତେ । ୧୭ । ମହହ ଗଣ୍ଡ ଖଣ୍ଡନ । ମଣ୍ଡିବା ଗୃହମ ମନ । ମର୍ଯ୍ୟାଦା ଏପର ଦେଖି । ମାଧକ ଦୁଖୀ ସ୍ତେ । ୧୮ । ୬–୩ ମସ୍ତେ-୪, ୦; ୮—୩ ରୋଷେ; ୫, ୦; ୧୨—୧ ୦ (ଅପ) ୧୩—୨ ଆନନ୍ଦମରେ—୫, ୦, ୯; ୧୪—T ଫେରଣ-୪, ସୁଦସମ୍ପରି, ୦, (ଅପ); C୭—୩ ମଉଳଲେ ପନ୍ଥାବଳୀ–0; (ଅପ); ୧୭–୪ ମିଥୁନେ ଶାଳୀ ଯେ—୪, ୦ (ଅପ)

{