ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୩
ବିଦଗ୍ଧ ଚିନ୍ତାମଣି

ବଦଗ ନ୍ତାମଣି । ଉଲ୍ଲାସେ ସ୍ତେ । ୧୯ । ମର ବନ୍ଧୁ କହ କର । ମୁଖ ଚୁମ୍ବି କୋଳେ ଧର । ମଧୁକାଳ କଲେ ବେଶେ । ମହା ମରମ ପରମ ପ୍ରୀତ । ମୂଳକର ସେ ଦମ୍ପତା । ମଝିମାଢେ ଭସ୍ମ କଲେ । ମେଲଣି ହେଲେ ସ୍ତେ । ୨୧ । ମଲ୍ଲଗରେ ମିଳଲେ । ମିଥ୍ୟାରେ ସଖୀ ବୋଇଲେ । ମାତା ରୁମ୍ଭ ବଧୂ ଆଜ ! ମହା ନରୁଜ ୟେ । ୨୧ । “ମହାମାୟା ଦୟା ହେଲା । ମଦକଳା ବ୍ୟାଧୁ ଗଲା । ମଲ୍ଟିମାତା ଶୁଣି ଦୋଷ । ମନେ ବିଶେଷ ୟେ । ୨୬ । ମୁଁ ନଷେଧ ନ କରିବ । ମୂଳକର ପୂଜୁ ଦେବ । ମଲ୍ଲଭା ଆଜ୍ଞଦେଲେ । ମିତଣୀଜାଳେବେ । ୨୩ । ମନଘେନା କର ରହି । ମଦନ ସଜମ କହ । ମିଥ୍ୟା ଅପବାଦ ପଇଁ । ମୁହଁ ଡ଼ରଇଁ ଗୋ । ୨୪ । “ମହାଶୋଇ ଚୁଗ୍ଧ ବଧୂ । ମାଧୁର୍ଯ୍ୟ ସୁଗସସିନ୍ଧୁ । ମଧୁସୂଦନ ଚଞ୍ଚଳ । ମହାପ୍ରବଳ ଗୋ | ୨୫ | ମନ ଭଇ ଯେଣୁ । ମାନଙ୍କ ଦେବର ତେଣୁ । ମିଳକେ କାଳେ ସେବନେ । ମାୟାSମନେହ୍ନେ । ୨୨ । ମଲ୍ଟିମାତା ବାକ୍ୟ ଦତ୍ତ । ମୋ ବଧୂ ଦେବର ସତ । ମୋ ସତ ଇଙ୍ଗିହେ ନାହିଁ । ମୁକୁନ୍ଦ ବହି ଗୋ । ୨୭ । ମନେ ମନେ ଆନ ସ୍ପଷ | ମାନ ଜଗିଥୁବ ବର । ମଣିଲେ କଟୁ ତା ଦ୍ରୋହ । ମୋ ଆଗେ ଜ? ଗୋ । ୨୮ | ମହତ୍ତ୍ଵ ସାଈବ ତାର । ମଧ୍ୟମ କଲେ ଆଶ୍ଚର । ନିଜେ ଏଢେକ ଶୁଣିଲେ । ମୁଦ ହୋଇଲେ ସ୍ତେ । ୨୯ । ମିଳନ ସେ ଦିନୁ ନତ । ମହୋତ୍ସବରେ କରନ୍ତି । on ମହାମାୟୁ ପୂଜାସ୍ଥଳେ । ମନ ପ୍ରବଳେ ୟେ । ୩୦ । ମୁରଜତ ବିଭଙ୍ଗି ୟୁ । ମୁରଲମୁଖ ରଙ୍ଗିଛୁ । ମଧୁମଙ୍ଗଳ ସଙ୍ଗିୟା । ମାନଭଙ୍ଗିସ୍ଟା ୟ୍ । ୩୧ । ୬୩ ୯୯ —୧ କଲେ ବେଶ—୪, ୦ ୧୯୮୪ ମହାଉଲାସ-୪, O; ୧୦; ୨୦୮୪ ମେଲଣି ଦେଲେ–ଘ, ମଲ୍ମଭ –0; ୨ on—— dhe 8. ମଧୁର୍ଯ୍ୟ —୪, ୦; ୧୧୩୪ ମୋର ସମନେ-କ, ଖ; ୩୧ ମହୋତ୍ସବରେ କରନ୍ତୁ – କ, ଖ, ଗ, ଘ, ୩୧—୪ ମନଭଙ୍ଗିଆ—୦ ( ଅପ ) କହିହ—ଗ, ଗ; ୧୯—) କଲେ ବେଶ-ଘ; ୧୯– ୩ ୨୦—୧ ମରମ— ୦; ୨୨–୧ ଦୟାକଲ —୪, ୦;

ମୁହଁ ଉଡ଼ଇ— O—ଅପ; ୨୫—୨