ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୪
ବିଦଗ୍ଧ ଚିନ୍ତାମଣି

ବିଦଗ୍ଧ-ଚନ୍ତାମଣି । ମନମଥ-ମୋନନ । ମହାସୁଖ ସଦନ । ମରକଣ-ପିତୁଳସ୍ତ୍ୟ । ମିସ ମେଳୟା ୟେ । ୩୨ । ମୟୂରଚୂଳୟା ଭବି । ମନେ ଅଭିମନ୍ୟୁ କବି । ମହାନନ୍ଦ ସଦା ଦିନ l ମହାନ୍ତେ ସେନ ସ୍ଟି । ୩୩ | ଦ୍ବାଦଂଶ ଛାନ୍ଦ ! ପ୍ରାନ୍ତାନୁପ୍ରାସ । ଘଗ — ଆନନ୍ଦ । ଗୁରୁଲବଙ୍ଗଲତା ବାଣୀ । Sa als ² । ଶୁଣ କୃଷ୍ଣରସ ବାଣୀକ । ସ୍ଵାଦୁ ସମାନରେ ସୁଧା ଆଣିକ । ସୁମ, ବଧାଗୁଣଶ୍ରେଣୀକ । କୃଷ୍ଣ ନ ପାରନ୍ତ ରଖି ଆଣିକ । ୧ । ଲଭଲେ ବରଜ ନବବାଳୀଙ୍କି । ସୁଖେ ଭେଗକଲେ ଚନ୍ଦ୍ରାବଳୀଙ୍କି । ତେବେହେଁ, ନତ ବନମାଳୀଙ୍କି । କାମଦେଇ ଚନ୍ତା ଜପାମାଳକ । ? । ଦେଖିବାରୁ କୃଷ୍ଣ ଦୁଖଘର୍ଶକ । ଚନ୍ତାପ୍ରାପ୍ତ ହେଲା ପୂର୍ତ୍ତମାସୀଙ୍କି । କହନ୍ତ, ହସି ଗିରିଧାଙ୍କି । କେହୋ ନାଗରେନ୍ଦ୍ର ଏ ଗୃପ୍ କ । ୩ । କୋ-କାମ ଶୋଇ ଊଣା ଯହିକ । ସେ ତନୁ ମର୍ଶନ ଦିଶେ କାହିଁକି । ନନ୍ଦଇ, ମୁଖ କଳାନଧ୍ଵକ । କପା ଭଜରୁ ବରସବର୍ଧକ | ୪ | ହୋଇଅଛଇ ଅଢନୁବ୍ୟାଧୁ କି । ଦେଲ ମନ କଉଁ ରସନଧ୍ଵ ନ କହ, ମୋତେ କାହିଁ ପାଇଁକ । ଦେବା ଔଷଧ ମଦନ ବାଇକ । ୫ । ଦେଖି ଭବ ମୁଖ ଭୁଚ୍ଛନାଗ୍ କ । ରମା ଲେଭେ ଗୁଡ଼ଦେବେ ହରଙ୍କି । ଧରବ, ଆଉ ଦେବା ଧୃତିକ । ଧନ୍ୟ ଯେ ମୋହଲ୍ ଭୁମ୍ଭ ମତକ । ୬ । ଇଚ୍ଛା ଏ ଗୁର ବ୍ରଜରମଣୀକ । ଦେଖି ମୁଖ ଧରରୁ କେ ଆଣିକ । ନାହିଁ ସେ, ତୁମ୍ଭ ନାମ ଶୁଣି କ । କା ଦ ବଳରୁ ପବ- ଆଣିକ । ୭ । on —୩ ମହାନ-୦, ୩୩ –୪ ମହରେ - ୪, ୦; ମହତ୍ଵ ଖ; ମହର— କ’ – ୨ ସ୍ବାଦୁ ମାନସରେ ସୁଧା ଆଣିକ-ଗ, ଘ; ୫—୪ ମଦନ ବ୍ୟାଧୂକ ୪, ୦, ଜ; ‘ଜ’ ପ୍ରଥମ ବ୍ୟାଧୁ ଲେଖିଅଛୁ । ପରେ ବ୍ୟାଧୁ ଶବ ଉପରେ । ବାଇ ଲେଖିଅଛୁ । ୨–୧ ରୁଗ୍ଧ-୦; ( ଅପ ) ୭—୨ କେ ଧରିରୁ ଆଣିକ-କ; on ନାଗ୍ ସେ-ଖ; ନାହିଁ ସେ କ ରୂମ୍ ନାମ ଶୁଣିକ-ଜ-୧୧ ଅକ୍ଷର, ପ୍ରଥମ

କ’ ଅଧୁକା;