ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୯୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୬
ବିଦଗ୍ଧ ଚିନ୍ତାମଣି

୨୨ ବଦଗ୍ଧ-ଚିନ୍ତାମଣି । ଅଧରେ, ହାସୋସମା ଏଧିକ । ଅନୁଭଗ ସୁଧା କରେ ବାନ୍ତ କ । ୧୯ । ଯୋଗି ଅଧରେ ମୋହନ ବଂଶୀକ । ମୋହ ମାଦକ ଗଲେ ବରଷି କ । ବାଦନ, ଋରୁ ସ୍ପର ଗୋଟିକ । ମାର ଶରବୃଷି ଗଲ ସୋ କ । । ୨୧ | ସିଂହରଡ଼ ପ୍ରଭୁ ରଗବନ୍ତୀକ । ନାଗେ ଭୂ ଗର୍ଭେ ଖଗପତ କି । ବକ୍ଷସେ, କଲେ ମହାଇକ । ଗୁଲିଲେ ଏ ସୁଦର୍ଶନ ଗଛ କି । ୨୯ । ଶତକୋଷ ଭସ୍ମ ହେଲା ଗିରକ । ମଙ୍ଗଳ ଶୁଭଲ ସୁରପୁଷ୍ପକ । ପ୍ରକାଶେ, ଅଲୌକକ ଶକ୍ତକ । ଚକ୍ସିପାତ୍ମକ କେ ବଂଶୀ ଉକ୍ତକ । ୨୨ । ଯମୁନାପାଣି.କେ ଉଜାଣିକ । ମଥରେ ଦ୍ରଲେ ବଲ ପାଣିକ । ସ୍ଥକଢ, କଲ ଜୟନ୍ତକ । ଶୁଭରୁ ଯୋଗ୍ୟ ଖବଗଛକ । ୨୩ । ଶିଥୁଳତା କଲ୍ ଗାଢ଼ ମାଖକ । ଗଙ୍ଗ ପକ୍ଷରତା ଦମ୍ମପବିକ । ସ୍ଥକତ, କଇଲ ରବକ । ଦବଚରେ ଗର୍ଭ କଲେ ଭୁବକ । ୨୪ । ଆଗ ଗ୍ରାସିଲ ଯୁବାରମଣୀଙ୍କି । ବନେକ ସେ ଫିଙ୍ଗାଇଲ ପାଣିକ । ସମ୍ଭାଳ, ନ ପାଇଲେ ରୁଷିକ । ମଣିଲେ ଆସେ କାମଜଳଧ୍ଵ କ । ୨୫ । ଯ ଧୁଦ୍ଧ ମୋହେ ବହ୍ମାଣ୍ଡାବଳୀକ । ଭର୍ଦ୍ଧ ନାଗରୁ ପାର୍‌ବେ ବଲ କ ? ଗୋଽକ, ସ୍ଵର ବହେ ଧୃଷକ । ସପର ସ୍ବରରେ ହେବ ବଞ୍ଚି କ ? | ୨୭ | ଚନ୍ତ ସେ ମୋହନ ବଂଶୀଧାରୀ । Qଧାମୋହନ ବ୍ରଜବହାଙ୍କି । ବୋଲଇ, ଅଭିମନ୍ୟୁ ପାତକ । ତୋ ଗବେ ଥୁବ ସଦା ମୋ ରତ୍ କ (୬୭ • ୧୯—୩ ଅଧରେ ହ୍ରାସ ଉପମା ନକ-କ, ଖ, ୪, ୦; ୧୯—୪ ଅନୁରଗ ଶୋଇ କରେ ଦାମକ-ଖ; ୨୨୦–୪ ସୃଷ୍ଟିଗଲ-୦ ( ଅସି ) :-୧—୨ ନାଗେ ଭସ୍କୃ-୪, ୦; ୨୧ – ୪ ଭଳିଲେ ସୁଦରଶନ ଗଠକ-କ, ଖ, ଜ; ୨୨–୨ ମଙ୍ଗଳେ ପୂରଲ ପ୍ରକାଶ ଗ; ୨୩ -୪ :- ଜୀବରଷକ-୦ (ଅପ) ୨୪~~୪ :-କଲେ ଗଣ ୪, ୦୨ ୨୫୩–୧ ରମଣୀକ-ଜ, ଖ, ଗ, ୪; ୨୫ଗପୁ (ମୋ ଆଲୋଚନା)) କାଳଜଳଧ୍ଵ ୦; ୭—୧ ମୋହ-୦ (ଅପ) - ବ୍ରହ୍ମାଣ୍ଡ ବଲକ-କ, ଖ ଗ; ୨୭୪ ମୋ ମତିକି-ଘ ଛ;

ସୂରପୁର-୪, ୦ (ଅପ) :-୨)—୩