ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୯୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୭
ବିଦଗ୍ଧ ଚିନ୍ତାମଣି

ପ୍ରଶଂଶ ଛାନ୍ଦ। ଶ୍ରୀ ରାଧା ସ୍ତ୍ରୀ ପୁଂସ ଭ୍ରମ । ଆଦ୍ୟ ପ୍ରାନ୍ତମଧ୍ୟାନୁପ୍ରାସ । ଗୁଗ-ଭୂପାଳ । ଧୀର ରେ ଧୀରେ ଶୁଣ ରସ କର କରେ କରି ପରେ ସତ 911 ହର ହର ମୋ ବେଦନା ବୋଲେ ସୁବଦନା ହେଉ ଚନ୍ଧ ପୁସ କାନ୍ତ କାନ୍ତ ॥ ଦର୍ପ ଦର୍ପକ କରଇ କାମୁଁ କ ଧରଇ କରିବାପାଇଁ ଅବଧି ବ ବଧ । ବର-ବରନା କାରଣ କାମନିବାରଣ ନୁହନ୍ତି ଆନ ବିରୁଧ ବୁଧ । ୬ । ମନ ମନଜ ଦହିଲ କହନ୍ତ ମହିଳା ସହ ଏଥର ମୋ ଜୀବ ଯିବ । ଚଣ୍ଢ ତନ୍ତଇ ନକର ଜଇବାତୃକର ଆଶାୟୀ ଯେମନ୍ତ ଜୀବଞ୍ଜୀବ । ୩ । ସାର ସାରସଲପନ ଚନ୍ଦ୍ର ଉଦ୍ଦୀପନ ବଢ଼ାଇଗ୍ନ ମୋର ଘନ ଘନ ତାର ଭା-ରସେ ମଜ୍ଜାଇ ପ୍ରେମ ଉପୁଜାଇ ନୋହିଲେ ହେବ ଗିଆନ ଆନ (୪| ଘଷ ଘଷନ୍ତେ ଏସନ ସ୍ଫୁରେ ବଂଶୀସ୍ଵନ ଶ୍ରବଣେ ରଧା କାନ୍ତରତର । ମାର-ମାରଣା ଗରଜ ଆସେ କି ଭରଜ ଏହି ଚିନ୍ତା ହେଲୁ ମରମର |୫| ଧୀର ଧୀର ପଳାଇଲ ଲେଭ ବଳାଇଲ କୃଷ୍ଣ ମୁରଲ ସଙ୍ଗୀତ ଗୀତ । କରକର-ଶ୍ରୀ-ରଦନା କରେ ନବେଦନା ଏକ ଶୁଭେ ଅପ୍ରମିତ ମିତ । | ମାର୍ଗ-ନବଡ଼-ବନ୍ଧନ ଫିଲ୍, ବର୍ଜନ ହୋଇଲ ମୋର ହୃଦର ଦର । ସହ ସହିତ ନୋହିବ ନଶ୍ଚ ଦହିବ ମାରି କରି ଫୁଲଶର ଶର ।୭। ଅଙ୍ଗ ଅଙ୍ଗନାର ଥରେ ନୟୁନିପଥରେ ଦେଖି ନ ୱ ରେ ସଙ୍ଗୀର ଗିର । ଭଳେ ସ୍କୁଲେ କର ମାଈ କେ ଏ ସୁକୁମର ଗର୍ଭ ବେଳକ ଶଙ୍କର କର ।୮। ଆଳୀଆଳଏ ବୋଇଲେ ଏରୂପେ ହୋଇଲେ ହେବସିନା ଅପଖ୍ୟାତି ଖ୍ୟାତ ଗାଁର ନରରେ ବହଲ ନେହୁ ନ ରହିଲ ଦୁଖେ ନ ମଜ୍ଜା ସୁମତ ମତ । ୯୮ ତନୁ ଭରୁ ହୋଇଲଣି କେଢେ ସହଲଣି ହୃଦରେ ଜଳଇ ଚିନ୍ତା ଚଢା । ବାର ବାରଜମୁହାଁ କ କହେ କେ ସହକ କେ ହୋଇବ ଏହାର ଢାରନ୍ତା । ଭବ ଭବମୀ ନରତ ବଢ଼ିୟ ଅରର କେ କରିବ ଗଜଗତ ଗଢି । ଲେକେ ଲୋକଶ ବିପକ୍ଷ ହେଲେ କେ ବା ପକ୍ଷ ହେବ ଶୁଣିନାହିଁ ଶୁଭ ଶତ ୧୯-୨ ସୁବରନା-୦ ( ଅପ ); ୨—୨ ନୁହଟି ଆନ ଦୁଧ ବୁଧ-ଗ; —୧ ଚତ୍ତ ଉଦ୍ଦୀପନ-୫, ୦; ୫-୧ ଗଳା ଭରଭର-କ, ଖ, ୪, ୦୨

୭–୨ କର କରକରଦନା; ୫, ୦; ୮–୨ ବେଳେକ-ଗ, ୪, ୦,