ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୯୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୮
ବିଦଗ୍ଧ ଚିନ୍ତାମଣି

ବିଦଗ୍ଧ ଚିନ୍ତାମଣି । ଦିନ ଦିନକୁ ଦିନ ଢ ହେଲେ ଜୀବନ ତ ନରରେ ଜାଭ ବ୍ୟାକୁଳ-କୁଳ । ଜୀବ ଯିବ ଏହିକ୍ଷଣି ବୋଲେ ସୁଲକ୍ଷଣୀ ମରସ୍ତେ ଜାଭ ବକଳ-କଳ | ୧୨ | ଘବ ଘରମ କରମେ ଏ ଦଶା ଭରମେ ରଖିଲେ ପୁଣି ବହି ରହ । ପ୍ରିସ୍ଟ ପ୍ରିସ୍ଟ ନ ପାଇଲେ କ ହେବ ବୋଇଲେ ପରବ କେହି ବରସ ରହ । ପାଞ୍ଚ, ପାଞ୍ଚଜଣ ଯିବା କାନନେ ଖୋଜିବା କେ କାହିଁ ବଜାଏ ବସି ବଂଶୀ । କ ତ କରିବ କ ଦେଷୀ ନାଈର ବିଦେଶୀ ଅଗତ କାର୍ୟରୁ ରୁଷି ଋଷି । ୧୪ । ଶୂର ସୁର ବା ଅସୁ-ର-ଘେନାକ ଅସୁର କି ଅବା ନାଗ କନ୍ତର ନର ସେ କେ,ସେ କେମନ୍ତ ଲେକ,କଲେଭ ଆଲୋକ,ଜାଣିମ ସିନା ଅସାର ସାର॥ ସହ ସହିତ ସନ ବସ୍ତୁର ପ୍ରସନ୍ନମୁହଁ କ କହନ୍ତ ଜୀବ ଯିବ । ଧର ଧରମଭରସା ନକରେ ସୁରସାଳୟା କରିବେ ବା ଶିବ ଶିବ । ୧୨ । ଆଜ ଆଜନ୍ମସୁଖି-ରେ ଅଇଲେ ଦେଖି ରେ ଯୋଗ୍ୟହେଲେ କାଲ ଦର ବର । ତୁଳା ତୁଳାଅଙ୍ଗୀ ରଙ୍ଗ ହେଲାଣି । ଲୁଙ୍ଗନନ କାନ୍ଦ ନବାର ବାର । ୧୭ ମହ ମହତ୍ତ୍ବ ଜଗିବା ଉପାୟେ ଲାଗିବା ମାନ ଆମ୍ଭେ ସରସ୍ଵଗ ସତ । ବଚ ବଞ୍ଚନା ଆଳୀର ଶବଣେ ବାଳୀର ଧୀ ସରେ ସୁରେ ବପଦ-ପତ୍ତ ।୧୮। କର କରମରେ ମାଈ ନରେନ୍ଦ୍ରକୁମାଗ୍ ବୋଲେ ରେ କାମ ପାମର ମର । ପର ପରବଶ ଜନେ କରୁ, କି ଅର୍ଜନେ ଗର୍ଜି ପ୍ରହାରୁ ଅସର ଶବ୍ଦ । ୧୯ । ଗୁଣି ଗୁଣୀମଣି ଧୀରେ କହିଲେ ଅଧୀରେ ସହ ସରଲ ଗୁମାନ ମାନ । ଧକ ଧ୍ଵ ମୁଁ ବରଖ ଦିନ ପୁଂସେ ରଷି ଦେବାର କଲ ନଦାନ ଦାନ |୨| କାମୀ କାମିନୀ ଗଣିତ ହୋଇଲ ପୁଣି ଭ ପୋଡ଼ି ହେବାର ରମଣୀମଣି । ସରୁ ସରୂପ କହୁଛୁ କଳଙ୍କ ରହୁଛୁ ବେଗେ ପକାଅ ସିହାଣି ହାଣି । ୨୧ । ଆନ ଆନନ ଗୃହ ବ କ କର ସହବ କେହି ଲେକ ଅପବାଦ ବାଦ। ବହି ବହିର କପାଳେ ହସିବେ ଗୋପାଳେ ଅରଜଲ ଏ ଆପଦ ସହ । ୨୨ ପର ପରଚେ ହେବାର ସେ କ ଲୁଚବାର କାଲି ଯିବ ତ ଏ ପୁର ପୂର ଆଗ ଆସନ୍ତଭ ହେଲ, ଲବେ ନୋହେ ହେଳା, ଯିବ ତା ନାମ ସୁମର୍ ମର୍ | ୨୮ ୧୨ – Kଜାର ବକଳ କଳ-କ, ଖ; ୧୨–? ଲୁହ ଆକୁଳ ଲୁଳ-କ, ଖ; ୫, ୦, ୧୪—ଏ ବଂଶୀ ବସିକ, ୪, ୦; ୧୪୮) କଢ କରବ ବିଦେଶ ନାଗର ବିଦେଶୀ-କ, ଖ ଚ; କ ଦେଶୀ ନାଗର ବିଶେଷ୦ ( ଅପ) ୧୫' ୧ ଘେନାଇ-୦ ( ଅପ) ୧୭– ୨ ସୁରସାଦ, ୦ ( ଅପ ) ୯୮—୨ ସୁରେ ପଞ୍ଚି ପତ-୦ ( ଅପ ) ୨୦~~୯ ପୁଣି ପୁଣି ମୋହମରେ-୪, ୦ ( ଅପ ) ୨୧—୧ ସ୍ବସ୍ଵରୂପ ୪, ୦; ସବୁରୂପ-ଜ ୨୨–୧ ଗୃହ କ କରବ ସହକ- ୪-ଅପ; ୨୨~~) ମୁଁ ଆପଦପଦ କ, ୪, ୦, ୨୩–୧ କାଳେ ଯିବର-୪,

0; ପର ପରଚେ ହୋଇବା ରସ ଲୁଗୁଇବା-କ, ଖ