ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୯୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭୧
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚିନ୍ତାମଣି । ରଞ୍ଜନ ନ ପାରଲ କର । ରହି ଏତେ ସହ କ କରୁଛ ଆଉ ବୋଲୁଅ ପର ପ୍ରାଣପର ରସିବ ବହାରେ ଯାହାରେ ତାହାରେ ଅଣାଇବାର କଉ ନ । ରଥାଙ୍ଗଧର ପୁରନ୍ଦର କୁମାର ମାର ସୁର ଉ ଅଳ୍ପ ମାଽ । ରସିକା । ରସିଛୁ କାହାଠାରେ ମତ । ରେକକଳ୍ପୀ କଶ୍ମୀ ହେବା ଦେଖି ଫାଖି ଯାଉଛୁ ଚନ୍ତାରେ ମୋ ସ୍ଥିତ । ୯ । ରଖିଛ ଅନ୍ତର ମୋତେ କର ପର, ନ କହି କାକ ସଜନ । ରଜମ କାମିନୀକ ଦେଖୁନାହଁ କ ସାଦ ଦଶଇ ଚନ୍ଦ୍ର ସେନ । ରସିକା । ରସଶାସ୍ତ୍ର-ଅବଗାହନା । ରହିବ କ କର ଧଇର୍ଯ୍ୟକୁ ଧର ରସିକ ବନା ରସିକମ | ୧ | ଋଷି ରମଣୀ ରସିଲେ ୫ ଚନ୍ଦ୍ରଙ୍କୁ ସାରସୁନ୍ଦର ଦେଖି କର । ରମାପତ ପଦ ଦେଜ ଆସି ଗଙ୍ଗା ହୋଇଲେ ଶାନ୍ତରୁ ନାଗ୍ । ରସିକା । ରଥ କ ଏମନ୍ତ ପଦାର୍ଥ । ରସଜ୍ଞା ହେଲେ ଜାଣିବ ସିନା ବର୍ଦ୍ଧ ନାହିଁ ୫ ଆଉ ପୁରୁଷାର୍ଥ । ୧୧। ରମ୍ୟଅଙ୍ଗୀ ଅଙ୍ଗୀକାର କଲେ ଭେଖାଇବ ଦିବ୍ୟ ସାର ସୁନ୍ଦର । ରସଘନ ଅଙ୍ଗସନ ସେ ନାଗର ସୁଷମା-ସ୍ବର୍ଗ-ପୁରଭର । ରସିକା । ରଚନା ନୋହେ ସେ ବସ୍ତ୍ରରେ । ରସାମୃଢ ମୁଭି ଏମନ୍ତ ପ୍ରସ୍ତୁତ ହେଉଛୁ ମୋହୋର ବୁଦ୍ଧିରେ । ୧୨ । ରୂପ ରୂଳନାକୁ ସେହ ସେ ତାହାକୁ ସମାନ ନାହିଁ ଆନ କେନ୍ଦ୍ର । ସରପତି ମୁଖ କ ଦେଖିଲେ ଧୂଷର ଦଶେ ଲଜ ବହ । ରସିକା । ରସଧର ଦେଖି କାନ୍ତକ । st 60) ରଖି ପାରଇ ନାହିଁ ନିଜ ଶରୀର ବହେ ଆନ ଆନ ଟ୍ରକ | ୧୩ | ରୁଚର ଚରଣଭଳକୁ ଭୂଳକୁ ଜବା କରିବା ଅନୁଚିତ । ରଙ୍ଗ-ରଜାବପ ନେନ୍ଦ୍ର ବୋଇଲେ ପବନ୍ଦ ହୋଇଯିବ ସେ ତ । ରସିକା । ଢଗ ଅନୁସଗ ମିଶିବ । ରକ୍ତ ବ୍ୟକ୍ତ ଔଷ୍ଠ ପୃଷ୍ଠ ଉପମିତ ହେବାକୁ ତେବେ ବା ଆସିବ | ୧୪ | ଗତ ମତି ଶୋଘ୍ର ଶେଷ ଗଣେଶରେ ଶେଷ ତ ନୋତ୍ସବ କହିଲେ । ୮—୩ ଭଞ୍ଜନ ନ ପାରିଲେ କରି ୪, ୦, ଅପ; ଆଦ୍ୟବର୍ଷ ‘ର’ ହେତୁ; ୮–୪ ରହି ରଭେ-୦; ଅପ, ଅନ୍ୟକୌଣସି ପୋଥରେ ‘ରଡେ’ ନାହଁ – ଶ’ରେ ମଧ୍ୟ ୯—୧-ରସିକ ବହାର-୫, ୦, ଅପ; ୧୧ଗପୁ (ମୋ ଆଲୋଚନା)୪ ଯନ୍ତୁ ନାହିଁ ୫୪; ସହ ନା୫, ୦, ଅପ;

ନାହିଁ);