ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୯୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭୩
ବିଦଗ୍ଧ ଚିନ୍ତାମଣି

ପଞ୍ଚବଂଶ ଛାନ୍ଦ । କୃଷ୍ଣ ଛାମୁରେ ଦୂତୀ କଥନ । ରଗ କୌଶିକ;—ପ୍ରାନ୍ତାନୁପ୍ରାସ । ରକେ ଦୁଖକଳୟରୁ ଗୋବନ୍ଦରରୁ ଅବଶ ହୋଇଲନ । ଦୂର ଦୁର୍ଲ୍ଲଭ ଦୁର ଦୁ ସୂଦ ଘଷାରେ ଆଶା ହୋଇଲନ । ସେହି କାଳକୁ । ଦୂଖ ସେଠାକୁ ଅଇଲନ । ଢା କଥନମୁଖ ଦେଖି ହରହୃଦେ ଆନନ୍ଦଚନ୍ଦ୍ର ଉଇଁଲ । ୧ । ଦୂଖ ରସେ ହସେ, ଘେଷେ, ହେ ନାଗର ! ଭୂମ୍ଭର ଶୁଭ ଦଶିଲନ । କଶୋଷ୍ଠୀର ଭନେ ଯତନେ ମଦନ କଦନ ଦେଇ ନାସିଲନ । ନବନାଗର । ଶ୍ରୀଅଙ୍ଗେ ଦଶ ଦଶମ୍ଭନ । ହାସ ରସ ବେଶ ବାସ ଗ୍ରାସ ଆଶ ବଷସମାନ ରସିଲ । ୨ । ପ୍ରସ୍ତୁର ଉପର ଏତେ ବର, ସବୁ ସାରସ ସରଳନ । ବଳଭଳପ ନାଳମାଳ ଦେବାର ପ୍ରିୟ କର ଆଦରଲନ । ନନାଗର । ହା ହା ଶବ୍ଦ ଉରଲନ । ଘନସାର ସାର-ସରସଲପନା ସାର ହଢ ବରଳନ | ୩ | ପ୍ରାଭରଜ ରଜମଶବଦନା ରଜନକରେ ଗଡ଼ଇ । ଆବେଶେ ଏବେ ସେ ଅବଶେ ଅବେଶେ ଭୂରେ ପଣର ପାଡ଼ଲ । ନବନଗରୀ । ଶୋକସାଗରେ ବୁଡ଼ଲନ । ଜାଭବେଦ-ଜାତ-ଯାତନା ଅପରୁ ସୁଢନୁ-ଭିନ୍ତୁ ପୋଡ଼ନ | ୪ | ରହେ ରଦବାସ ବାସମୋସ ର ମୋ ଦୁର ପାଇଁ ଭଲ । ଅନ୍ତର ଉତ୍ତର ସ୍ୱତ ଅଭିତର, ଆତୁର ପଙ୍କ ସଡ଼ଲନ । ନବନାଗର । ବରନାଗର ଲେଡ଼ଲନ | ଲଜ ଧଇର୍ଯ୍ୟ କୁଳ ଶୀଳ ପ୍ରବେକ ଚଡ଼ାଇବେକ ମୋଡ଼ଲନ । ୫ । ଅନେକ-ଦହଳ-କନକଗଉର-ଭରୁ ଧୂଷର ଦଶିଳ୍ପନ । ରସାଳସା ରସା ଦରପଣ କରି ଦରପଣରୁ ରସିଲ । ନବନାଗର । ଶବ ଶିବର ଘୋଷିଲା । ଗିରଦଗ୍ଧ ସର ପୁରୀ ବସ୍ତୁର କରଜେ ମହା ଚଷିଲନ | ୨ | ୨—୪ ବିଷସମାନ ରଖି-ଘ; ଦଶିm-ଗ, ୪; ଦଶିରଣ-୦; ୩-୪ ସର ଶୁଭ ବରନ୫ ନାଶ ହ୦-୦, ଅପ — ୧ ପ୍ରାରଭଜନ, ୦,ଅପ; ରଜଗର୍ଶ ବଦମ-କ, ଖ, ଗ, ଘ ୪ ଅବଶେ ଅବଶ-୫; ଅବଶେ ଏ ୫୭ଶ-କ,ଖ, ଘ; ଅବେଶେ ଅବଶେ୦; ୪୮୪

ଛଡ଼ାଇ-ଘ, ୦; ଅପ; ୭୧ ଗନ୍ଦର ୬ଷ୍ଠ ପଦ ଦ୍ର ବ୍ୟ;