ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୯୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭୫
ବିଦଗ୍ଧ ଚିନ୍ତାମଣି

ବଦଗ-ଚନ୍ତାମଣି । କଳାବତୀ କଳା କଳାକରେ କଳା ବଚନ୍ଦ୍ର ଚନ୍ଦ୍ର ଲହନ । ଢମ ଢମାଳ ଗଢମାଳମାଳକୁ ଲକସେ ଗୃହଁ ରହଲନ । ନବନାଗର । ମଳବାସହ ବହଲ୍ସନ । ଅମଳ କଳାକମଳ ହିଁ ନେବେ ମର ଥକାଇ ରନ | ୧୪ | ଋତୁଉଦ୍ଦୀପନମାନ ମାନସରୁ ସବୁ ତାର ଛଡ଼ାଇନ । ଦଣ୍ଡ ଦଣ୍ଡକେ ଉଦ୍ଦଣ୍ଡ ଫୁଲକାଣ୍ଡଦଣ୍ଡ ସୁଖ ଏଡ଼ାଇଲନ । ନବନାଗର । ରସେ ମନ ବୁଡ଼ାଇଲନ । ♦ ବସ୍ତୁର ଗ୍ଧରଅଙ୍କ-ମଧ୍ୟ ତବ ନାମେ ଶାଶୁ ପଢ଼ାଇଲନ | ୧୫ | ମୁକୁରକୁ ସ୍ଫୁର୍ତ ବିକାର ବଦନ ପୂର ଚୁମ୍ବ ଉପୁଜଲନ । ଗୁଣିତଳକ ଭଳକ ଭଳକରେ ଆଦର ଏଣୁ ମନ ପ୍ରେମରେ ମଜ୍ଜିଲନ । ତେଜଲନ । ନବନାଗର । ଚୂନ ତୁନ କର କ ମନ୍ତର ଭରଳାକ୍ଷୀ ଏଥର ଭଜଲ୍ସନ । ୧୬ । ଗଣେଶଚତୁର୍ଥୀ ତଥୁ ଚଢ଼ାଦର ସଦା ଏବେ ସେ କଲନ । ଚଡ଼କ ପିକ ଡାକ ମଣି କାକକୁ କୁନ୍ଦଦନ୍ତୀ ଗାଈଦେଲନ । ନଚନାଗE । ଗତ ଅଗତ ମଣିଲନ । ଦିନକୁ ଦିନ ଘନ ଘନ କଲରୁ ଅବକାଶ ନ ରହିଲନ । ୧୭ । ଲଜ ବ୍ୟାଜ ଧୈର୍ଯ୍ୟ ଗାମ୍ଭୀର୍ଯ୍ୟ କେବଳ ପ୍ରବଳା ବର୍ତ୍ତ ବଳଘନ । ଏ ଘେନ ମଣୁରୁ ଅନ୍ତର ଭିତର ହଇ ବାନ୍ଧକ ଝାଳୟନ । ନବନାଗରୀ । ମୋ ବୋଲହି ନ ପାଳନ । ନ ଜାଣି ଧୃତ୍ତ ଆଲୁର ଜଣେ ପୁଣି କେ କେ ଜାହାବଳ ଚାଳନ । ୧୮ । ଶୁଣି ଏଣୀକ୍ଷଣୀଗୀତ ମଧ୍ୟ ମର ହରମୁଖୁ ଉଚ୍ଚରଳନ । ବସ୍ତ୍ର ପଟ୍ରଲେ ମୋହୋ ପାଇଁକ ସଙ୍ଗେ ଏତେ ଆଦରଲନ । ନନାଗର । ସର୍ଭେ କାମକୁ ଉଲନ । ଦୂଖ କହେ ଭାର ଆରମ୍ଭ ଅପାର ଅର୍ଥ ଭରୁ ଥରନ । ୧୯ । ମହମୋହମ ମୋହର ମୋ ହତରେ ସର୍ଭେ ଦଇବ ବହନ । Qପି ଭସିଗଲେ ହର ହରିଣାକ୍ଷୀ ପ୍ରାପ୍ତିକ ଆଶ ରହଲନ । ନବନାଗର । ଘବ ହୃଦୟୁ ଦହଇନ । ତାଙ୍କ ଦୁଖେ ଦୁଃଖୀ ହୋଇ ଅଭିମନ୍ୟୁ ନୟୂରୁ ଲୁଅ ବହଇନ । ୨୦ । (9) ପୁଣି ଭଲ-୦ (ଅପ); ୧୯—୧ ଉଚ୍ଚାର ଶି-2;

୨୫