ପୃଷ୍ଠା:Bikalpa Biswa.pdf/୧୨୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରିହେଲା ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତିନିଟି ଭାଷା ଶିଖିବାକୁ ପଡ଼ିବ । (୧) ରାଷ୍ଟ୍ରୀୟ ଭାଷା (୨) ଅନ୍ତରାଷ୍ଟ୍ରୀୟ ଭାଷା ଓ (୩) ମାତୃଭାଷା ବା ରାଜ୍ୟର ଭାଷା । ଆଞ୍ଚଳିକ ଭାଷାକୁ ବଞ୍ଚାଇବାକୁ ହେଲେ ଆତ୍ମ ସ୍ୱାର୍ଥ ତ୍ୟାଗ, ଦୂରଦୃଷ୍ଟି ଓ ସାମୂହିକ ଚିନ୍ତା ଓ ଅଭିଭାବକମାନଙ୍କ ସହଯୋଗ ପ୍ରଥମ ଆବଶ୍ୟକତା ।

୯ ମାର୍ଚ୍ଚ, ୨୦୦୭

ବିକଳ୍ପ ବିଶ୍ୱ ୧୨୧