ପୃଷ୍ଠା:Bikalpa Biswa.pdf/୧୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମେ ନିଜର ପ୍ରକୃତି ଓ ପରିବେଶକୁ ଅବହେଳା କରିପାରିବା ନାହିଁ । ଏବଂ ଏବେ ଯେଉଁ ୨୨ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି, ସେମାନେ ସୀମା ଉପରକୁ ଉଠିଲେ ଯାଇ ଆମେ ହେବା ପ୍ରକୃତରେ ପ୍ରଥମଶ୍ରେଣୀୟ ଦେଶ ।

୧୯ ଏପ୍ରିଲ୍, ୨୦୦୭

୧୩୬ ବିକଳ୍ପ ବିଶ୍ୱ