ପୃଷ୍ଠା:Bikalpa Biswa.pdf/୨୯୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସରକାରକୁ ପଚାରିବାକୁ - ଆମେ ବିହାରକୁ ଆଦର୍ଶ କରି ଚାଲିବା ନା ଗୋଆକୁ । ଆଉ କେତେବର୍ଷ, କେତେଯୁଗ ଏମିତି ସବା ତଳେ ପଡ଼ି ଗଡ଼ୁଥିବା ? ସଢ଼ୁଥିବା ?

୨୦ ମାର୍ଚ୍ଚ, ୨୦୦୮

ବିକଳ୍ପ ବିଶ୍ୱ ୨୯୩